ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

IPL-2021

ଆଇପିଏଲ ୨୦୨୧: ଆଜି ଦ୍ୱିତୀୟ କ୍ୱାଲିଫାୟର…

ଶାରଜା: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ଦ୍ୱିତୀୟ କ୍ବାଲିଫାୟର ବା ସାଧାରଣରେ କହିବାକୁ ଗଲେ ଦ୍ୱିତୀୟ ସେମିଫାଇନାଲ ମୁକାବିଲା ଦିଲ୍ଲୀ କ୍ୟାପିଟାଲ୍ସ ବନାମ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଆଜି ଖେଳାଯିବ। ଏହି ମ୍ୟାଚ୍ ଯେଉଁ ଦଳ ଜିତିବ, ସେହି ଦଳ ଅକ୍ଟୋବର ୧୫ରେ ଚେନ୍ନାଇ ସୁପର କିଙ୍ଗ୍ସ ସହ ଫାଇନାଲ…

ଆଇପିଏଲ ୨୦୨୧: ଆଜି ମୁହାଁମୁହିଁ ହେବେ…

ଆବୁଧାବି: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୪ଶ ସଂସ୍କରଣ ଦ୍ୱିତୀୟ ପର୍ଯ୍ଯାୟ ଆରମ୍ଭ ହୋଇଯାଇଛି। ଆଜିର ମ୍ଯାଚ କୋଲ୍‌କାତା ନାଇଟ୍ ରାଇଡର୍ସ (କେକେଆର୍‌)  ଓ  ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ମଧ୍ଯରେ ଆବୁଧାବିରେ ଖେଳାଯିବ।ଏହି ୧୪ଶ ସଂସ୍କରଣର ପ୍ରଥମ ପର୍ଯ୍ଯାୟରେ କେକେଆର୍‌…

ଆଜିଠାରୁ ଆଇପିଏଲ୍ ମହାସମରର ଦ୍ଵିତୀୟ…

ଦୁବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍)-୨୦୨୧ର ଦ୍ବିତୀୟ ପର୍ଯ୍ୟାୟ ମୁକାବିଲା ଆଜିଠାରୁ ୟୁଏଇରେ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟ ଭାରତରେ ଆୟୋଜିତ ହେଉଥିଲାବେଳେ କରୋନା ଆକ୍ରାନ୍ତଙ୍କ ବୃଦ୍ଧି ଯୋଗୁଁ ଏହାକୁ ଅଧାରୁ ସ୍ଥଗିତ ରଖାଯାଇଥିଲା। ଚଳିତବର୍ଷ ଏପ୍ରିଲ-ମେ'ରେ ପ୍ରଥମ ପର୍ଯ୍ୟାୟରେ ୨୯ଟି…

ଆଇପିଏଲ – ୨୦୨୧: ସେପ୍ଟେମ୍ବର ୧୯ରୁ…

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ସ୍ଥଗିତ ଥିବା ଆଇପିଏଲ – ୨୦୨୧ର ଅବଶିଷ୍ଟ ମ୍ୟାଚ୍  ଆସନ୍ତା ସେପ୍ଟେମ୍ବର ମାସ ୧୯ ତାରିଖରୁ ଖେଳାଯିବ। ୟୁଏଇରେ ସମସ୍ତ ବଳକା ମ୍ଯାଚ ଗୁଡିକ ଖେଳାଯିବ। ସେହିପରି ଅକ୍ଟୋବର ୧୫ ତାରିଖରେ ଆଇପିଏଲର ଚଳିତ ସିଜିନର ଫାଇନାଲ୍ ମ୍ଯାଚ ଅନୁଷ୍ଠିତ ହେବ।ସୂଚନା ଅନୁଯାୟୀ,…

ୟୁଏଇରେ ଖେଳାଯିବ ସ୍ଥଗିତ ଥିବା ଆଇପିଏଲ-…

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ସ୍ଥଗିତ ଥିବା ଆଇପିଏଲ - ୨୦୨୧ର ଅବଶିଷ୍ଟ ମ୍ୟାଚ୍ ୟୁଏଇରେ ହେବ । ଏନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି। ତେବେ କୌଣସି ନିର୍ଦ୍ଦିଷ୍ଟ ତାରିଖ ଏଯାଏଁ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇନାହିଁ ।  ଆଇପିଏଲର ବଳକା ମ୍ୟାଚ ଗୁଡିକକ ୟୁଏଇରେ ହେବ ବୋଲି ସ୍ପଷ୍ଟ ହୋଇଛି ।…

କରୋନା ପାଇଁ ବାତିଲ ହେଲା ଆଇପିଏଲର ୧୪ତମ…

ନୂଆଦିଲ୍ଲୀ: ଆଇପିଏଲର ୨୦୨୧ ସଂସ୍କରଣରେ କରୋନାର ଆତଙ୍କ। ବାତିଲ ହେଲା ଆଇପିଏଲ । ବିଭିନ୍ନ ଦଳର ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଆଇପିଏଲକୁ ବାତିଲ କରାଯାଇଛି । ଏନେଇ ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା ସୂଚନା ଦେଇଛନ୍ତି।ସୂଚନା ଅନୁଯାୟୀ, ସୋମବାର କୋଲକାତା ନାଇଟ୍ ରାଇଡର୍ସର ଦୁଇ ଜଣ…

ଆଇପିଏଲ- ୨୦୨୧: ସ୍ଥଗିତ ହେଲା ଚେନ୍ନାଇ…

ଭୁବନେଶ୍ବର: ଆଇପିଏଲର ୨୦୨୧ ସଂସ୍କରଣରେ କରୋନାର ଆତଙ୍କ। ପୁଣି ସ୍ଥଗିତ ହେଲା ବୁଧବାର ହେବାକୁ ଥିବା ରାଜସ୍ଥାନ ଓ ଚେନ୍ନାଇର ମ୍ୟାଚ। ଚେନ୍ନାଇ ୩ ଜଣ ଷ୍ଟାଫ କରୋନା ପଜିଟିଭ ବାହାରିବା ପରେ ଏବେ ଖେଳାଳିମାନଙ୍କୁ ସଙ୍ଗରୋଧରେ ରଖାଯାଇଛି। ସେପଟେ ବିସିସିଆଇ ପକ୍ଷରୁ ଏହି ମ୍ୟାଚକୁୁ ସ୍ଥଗିତ କରିଦିଆଯାଇଥିବା…

ଆଇପିଏଲ ୨୦୨୧: ଖେଳାଳି କରୋନା ସଂକ୍ରମିତ…

ମୁମ୍ବଇ: ଆଇପିଏଲର ୨୦୨୧ ସଂସ୍କରଣରେ କରୋନାର ଆତଙ୍କ। ଦେଶରେ କରୋନା ସଂକ୍ରମଣ ହାର ଦୃତ ଗତିରେ ବୃଦ୍ଧି ପାଉଛି। କରୋନା ଯୋଗୁ ପ୍ରଥମ ଥର ଲାଗି ଆଇପିଏଲର ଏକ ମ୍ୟାଚ ବାତିଲ ହୋଇଛି। ୨ ଜଣ ଖେଳାଳି କରୋନା ଆକ୍ରାନ୍ତ ଚିହ୍ନଟ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଏବଂ କଲକାତା ନାଇଟ ରାଇଡର୍ସ…

ଆଇପିଏଲ ୨୦୨୧: ପ୍ରଥମ ବିଜୟ ହାସଲ କଲା…

ଚେନ୍ନାଇ: ଲଗାତାର ତିନୋଟି ମ୍ଯାଚ ହାରିବା ପରେ ଶେଷରେ ଆଜି ବିଜୟର ସ୍ଵାଦ ଚାଖିଛି ସନରାଇଜର୍ସ ହାଇଦ୍ରାବାଦ। ପଞ୍ଜାବ କିଙ୍ଗ୍ସକୁ ୯ ଓ୍ଵିକେଟ୍‌ରେ ପରାସ୍ତ କରି ଆଇପିଏଲର ୧୪ଶ ସଂସ୍କରଣରେ ପ୍ରଥମ ବିଜୟ ହାସଲ କରିଛି ହାଇଦ୍ରାବାଦ। ଅନ୍ୟପଟେ ପଞ୍ଜାବ ହ୍ୟାଟ୍ରିକ ପରାଜୟ ସହ ପଏଣ୍ଟ ଟେବୁଲ୍‌ର ଶେଷ ସ୍ଥାନକୁ…

ଆଇପିଏଲ ୨୦୨୧: ଦିଲ୍ଲୀକୁ ୧୯୬ ରନର…

ମୁମ୍ବାଇ: ଚଳିତ ଆଇପିଏଲ୍‌ର ୧୧ତମ ଲିଗ୍‌ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗ୍‌ସ  ମୁହାଁମୁହିଁ  ହୋଇଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଋଷଭ ପନ୍ତ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି। ଏହା ଫଳରେ ପ୍ରଥମେ ବ୍ୟାଟିଂ କରି କିଙ୍ଗସ୍‌ ପଞ୍ଜାବ ନିର୍ଦ୍ଧାରିତ…