ଆଇପିଏଲ ଅପଡେଟ୍: ଷ୍ଟାଡିୟମରେ ଦର୍ଶକଙ୍କୁ…
ନୂଆଦିଲ୍ଲୀ: ଏଣିକି ଦର୍ଶକ ଷ୍ଟାଡିୟମରେ ବସି ମଜାନେଇ ୟୁଏଇରେ ଖେଳାଯିବାକୁ ଥିବା ଆଇପିଏଲର ବଳକା ମ୍ୟାଚ ଦେଖିପାରିବେ। ଷ୍ଟାଡିୟମରେ ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳିଛି । ଏନେଇ ଆଇପିଏଲର ଅଧିକାରୀକ ଟ୍ୱିଟର ଆକାଉଣ୍ଟରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।
NEWS - VIVO IPL 2021 set to welcome…