ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

instagram

ଜାଣନ୍ତୁ ୨୦୨୩ରେ ସବୁଠୁ ଅଧିକ ଡିଲିଟ୍…

ନୂଆଦିଲ୍ଲୀ: ଶେଷ ହେବାକୁ ଯାଉଛି ୨୦୨୩ ମସିହା । ଏହି ସମୟରେ ଅନେକ ଆକଳନ ମଧ୍ୟ ବାହାରକୁ ଆସିଛି। ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ସାରା ବିଶ୍ୱରେ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ସଂଖ୍ୟା ୪.୮ ବିଲିୟନ ଅତିକ୍ରମ କରିଛି। ଦୁନିଆର ଅଧିକାଂଶ ସୋସିଆଲ ମିଡିଆ…

ଇନ୍‌ଷ୍ଟାଗ୍ରାମ୍‌ ଦେଖା ଅଭ୍ୟାସକୁ…

ନୂଆଦିଲ୍ଲୀ: ଇନ୍‌ଷ୍ଟାଗ୍ରାମର ରିଲ୍‌ ମାଧ୍ୟମରେ ଅନେକ ନିଜର ପ୍ରତିଭା ଦେଖାଉଛନ୍ତି। ଏହାରି ଜରିଆରେ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ଧାରୀଙ୍କ ଫଲୋର୍ସ ସଂଖ୍ୟା ବଢ଼ିଥାଏ। ତେବେ ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା ବା ଏହାକୁ ଦେଖିବାରେ ଲୋକ ଘଣ୍ଟା ଘଣ୍ଟା ସମୟ ବିତାଇଥାନ୍ତି। ଏହାଦ୍ବାରା ଜଣେ ବ୍ୟକ୍ତିଙ୍କ ସମୟ…

ଇନ୍‌ଷ୍ଟାରେ ଷ୍ଟୋରି ସେୟାରିଂ ପାଇଁ ଆସିବ…

ନୂଆଦିଲ୍ଲୀ: ଫଟୋ ସେୟାରିଂ ପ୍ଲାଟ୍‌ଫର୍ମ ଇନ୍‌ଷ୍ଟାଗ୍ରାମ୍‌ରେ ବ୍ୟବହାରକାରୀଙ୍କୁ ଷ୍ଟୋରି ସେୟାରିଂ ପାଇଁ ନୂଆ ବିକଳ୍ପ ମିଳିବ। ଏବେ କମ୍ପାନି ଏ ଦିଗରେ କାମ ଜାରି ରଖିଛି। ଏହି ନୂଆ ଫିଚର୍‌ ଦ୍ବାରା ବ୍ୟବହାରକାରୀଙ୍କୁ ଷ୍ଟୋରି ସେୟାର୍‌ ସମୟରେ ଗୋପନୀୟତା ଉପରେ ଗୁରୁତ୍ବ ଦେବ। ଏଥିପାଇଁ ‘ଫ୍ରେଣ୍ଡସ…

୨ ବର୍ଷ ପରେ ସକ୍ରିୟ ହେଲା ଡୋନାଲ୍ଡ…

ନୂଆଦିଲ୍ଲୀ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉଭୟ ଫେସବୁକ ଓ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟକୁ ରିଷ୍ଟୋର୍‌ କରିଛି ମେଟା । ବ୍ୟାନ୍‌ ହେବାର ପ୍ରାୟ ୨ ବର୍ଷ ପରେ ଟ୍ରମ୍ପଙ୍କ ଫେସବୁକ୍‌ ଓ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ ରିଷ୍ଟୋର୍‌ ହୋଇଛି ବୋଲି ମେଟା ପକ୍ଷରୁ ଘୋଷଣା ହୋଇଛି।୨୦୨୧…

ଇନଷ୍ଟାଗ୍ରାମରେ ଦେଖାଦେଲା ସମସ୍ୟା:…

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମରେ ହଠାତ୍‌ ସମସ୍ୟା ଦେଖାଦେଇଛି। କିଛି ଉପଭୋକ୍ତାଙ୍କର ଇନଷ୍ଟାଗ୍ରାମ ଆଉକାଉଣ୍ଟ ଅଚଳ ହୋଇଯାଇଥିବା ଅଭିଯୋଗ ହୋଇଛି। ଅନେକ ଲୋକ ସୋଶିଆଲ ମିଡିଆରେ ସେମାନଙ୍କ ଆକାଉଣ୍ଟ ୩୧ ଅକ୍ଟୋବରରେ ରହସ୍ୟଜନକ ଭାବେ ସସପେଣ୍ଡ ହୋଇଯାଇଥିବା ପୋଷ୍ଟ କରିଛନ୍ତି। ବନା କୌଣସି ୱାର୍ଣ୍ଣିଂରେ ତାଙ୍କର…

ଇନ୍‌ଷ୍ଟାଗ୍ରାମ୍‌ ଆଣିଲା ‘ପ୍ୟାରେଣ୍ଟାଲ…

ବର୍ତ୍ତମାନ ସମୟରେ ଇନ୍‌ଷ୍ଟାଗ୍ରାମ ଆପ୍‌ର ବ୍ୟବହାର ବହୁଳମାତ୍ରାରେ କରାଯାଉଛି। ଏଥିରେ ଅନେକ ନିଜର ଲୁକ୍କାୟିତ ପ୍ରତିଭା ପ୍ରଦର୍ଶନ କରିବାକୁ ସୁଯୋଗ ପାଉଛନ୍ତି। ଗ୍ରାହକଙ୍କ ନିମନ୍ତେ ଇନ୍‌ଷ୍ଟାଗ୍ରାମ୍‌ ଅନେକ ସୁବିଧା ଯୋଗାଉଥିବାବେଳେ ବର୍ତ୍ତମାନ ଆଣିଛି ନୂତନ ଫିଚର୍‌ ‘ପ୍ୟାରେଣ୍ଟାଲ ସୁପରଭିଜନ…

ଇନ୍‌ଷ୍ଟାଗ୍ରାମରେ ଆସିବ ନୂଆ ଫିଚର,…

ଟିକ୍‌ଟକ୍‌ ବ୍ୟାନ୍‌ ହେବା ପରଠାରୁ ଇନ୍‌ଷ୍ଟାଗ୍ରାମ୍‌ ଏବେ ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ପାଲଟିଛି। ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଇନ୍‌ଷ୍ଟାଗ୍ରାମ୍‌ ପକ୍ଷରୁ କିଛି ନୂଆ ଫିଚର୍‌ ଏଥିରେ ଯୋଡ଼ା ଯାଇଛି। ଖୁବ୍ ଶୀଘ୍ର ଯୁବପିଢ଼ି ଏହିସବୁ ଫିଚର୍‌ର ଲାଭ ନେଇପାରିବେ। ‘ଫଲୋଇଙ୍ଗ୍‌’ ସହିତ ‘ଫେବରାଇଟ୍‌’ ଅପସନ୍…

ହ୍ବାଟସ୍‌ଆପ୍‌- ଇନ୍‌ଷ୍ଟାଗ୍ରାମ ଉପରେ…

ମସ୍କୋ: ରୁଷ ଯୁକ୍ରେନ ଯୁଦ୍ଧ ୧୭ ଦିନରେ ପହଞ୍ଚିଛି । ରୁଷ୍ ସେନା କିଭର ଅତି ନିକଟତର ହୋଇଛନ୍ତି । ଏହି ଯୁଦ୍ଧ ସମୟରେ ରୁଷ ସରକାର ମାର୍କ ଜୁକରବର୍ଗଙ୍କ କମ୍ପାନୀ ମେଟାକୁ ଚରମପନ୍ଥୀ କହିଛନ୍ତି ଏବଂ ଇନଷ୍ଟାଗ୍ରାମ ଏବଂ ହ୍ବାଟସ୍‌ଆପ୍‌ ଉପରେ କଟକଣା ଲଗାଇ ଦେଇଛନ୍ତି । ଏହା ପୂର୍ବରୁ ଫେସବୁକ ଏବଂ ଟ୍ଵିଟରକୁ…

ଆଉ ମାଗଣାରେ ବ୍ଯବହାର କରିପାରିବେନି…

ନୂଆଦିଲ୍ଲୀ: ମାଗଣାରେ ଇନ୍‌ଷ୍ଟାଗ୍ରାମ୍ ବ୍ୟବହାରର ଯୁଗ ସରିବାକୁ ଯାଉଛି। ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କୁ ଏଣିକି ଏହି ସୋସିଆଲ ମିଡିଆ ଆକାଉଣ୍ଟ ପାଇଁ ଦେୟ ଦେବାକୁ ପଡିବ । କାରଣ ଇନଷ୍ଟାଗ୍ରାମ ଏକ ନୂତନ ସବସ୍କ୍ରିପସନ୍ ବୈଶିଷ୍ଟ୍ୟ ଉପରେ କାମ କରୁଛି। ଏହା ଅଧୀନରେ ଉପଭୋକ୍ତାମାନଙ୍କୁ କଣ୍ଟେଣ୍ଟ…

ଜାଣନ୍ତୁ କେମିତି କରିବେ…

ଦିନକୁ ଦିନ ଇନ୍‌ଷ୍ଟାଗ୍ରାମର ଚାହିଦା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି କମ୍ପାନୀ ପକ୍ଷରୁ ନୂତନ ବୈଶିଷ୍ଟ୍ୟମାନ ଉପଭୋକ୍ତାଙ୍କୁ ଯୋଗାଇ ଦିଆଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପ୍ଲାଟଫର୍ମରେ କେବଳ ଅନ୍‌ଲାଇନ୍‌ରେ ଫଟୋ ଓ ଭିଡିଓ ଉପଭୋକ୍ତା ଦେଖିପାରୁଥିଲେ। କିନ୍ତୁ ବର୍ତ୍ତମାନ…