ଚଳିତ ବର୍ଷ ମଧ୍ୟ ଦିଲ୍ଲୀରେ ଫୁଟିବନି…
ନୂଆଦିଲ୍ଲୀ: ଏଥର ଦିପାବଳୀରେ ମଧ୍ୟ ଦିଲ୍ଲୀରେ ଫୁଟିବନି ବାଣ । ରାଜଧାନୀ ଦିଲ୍ଲୀରେ ଦୀପାବଳିରେ ବାଣ ଫୁଟାଇବା ଉପରେ ଲାଗିଥିବା କଟକଣା ଜାରି ରହିବ। ବିଜେପି ନେତା ମନୋଜ ତିୱାରୀ ଦିଲ୍ଲୀରେ ଆତସବାଜିକୁ ଅନୁମତି ଦେବା ପାଇଁ ଯାଚିକା ଦାଖଲ କରିଥିଲେ । ମନୋଜ ତିୱାରୀ ନିଜ ଆବେଦନରେ କହିଥିଲେ ଯେ…