ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Indian Premier League (IPL)

ଚଳିତ ଆଇପିଏଲରେ ୨୦ କୋଟିରୁ ଉର୍ଦ୍ଧ୍ବ…

ନୂଆଦିଲ୍ଲୀ : ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌‌ (ଆଇପିଏଲ)ର ଆଗାମୀ ୨୦୨୪ ସଂସ୍କରଣର ଖେଳାଳି ନିଲାମୀ ପାଇଁ ପ୍ରସ୍ତୁତି ପର୍ବ ଶେଷ ହୋଇଛି। ଡିସେମ୍ବର ୧୯ରେ ଦୁବାଇରେ ମିନି ଖେଳାଳି ନିଲାମୀର ଆୟୋଜନ ହେବ। ଆଇପିଏଲ୍‌‌ କର୍ତ୍ତୁପକ୍ଷ ଏ ନେଇ ସୂଚନା ଦେଇଛନ୍ତି। ଏଥର ଗତବର୍ଷ ତୁଳନାରେ…

ଆଇପିଏଲ-୧୬: ଦିଲ୍ଲୀ କ୍ୟାପିଟାଲ୍ସକୁ ୫୦…

ଲକ୍ଷ୍ନୌ: ପ୍ରାରମ୍ଭିକ ବ୍ୟାଟର୍‌‌ କାଏଲ୍‌‌ ମାୟର୍ସ ( ୩୮ବଲ୍‌‌ରେ ୭୩ରନ୍‌‌)ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଓ ମାର୍କ ଉଡ୍‌‌ଙ୍କ ମାରାତ୍ମକ ବୋଲିଂ ବଳରେ ଶନିବାର ଖେଳାଯାଇଥିବା ଚଳିତ ଆଇପିଏଲ୍‌‌ର ୩ୟ ମୁକାବିଲାରେ ଘରୋଇ ଲକ୍ଷ୍ନୌ ସୁପର୍‌‌ ଜ୍ୟାଣ୍ଟ୍‌‌ସ ୫୦ ରନର ବୃହତ୍‌‌ ବ୍ୟବଧାନରେ ଦିଲ୍ଲୀ…

ଅହମ୍ମଦାବାଦ୍‌ରେ ବଟଲର୍‌ ଶୋ : ୧୪ ବର୍ଷ…

ଅହମ୍ମଦାବାଦ୍‍ : ୧୪ ବର୍ଷ ପରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ଫାଇନାଲ ମ୍ୟାଚ୍ ଖେଳିବ ରାଜସ୍ଥାନ ରୟାଲ୍ସ। ଆଜି ଅହମ୍ମଦାବାଦ୍‍ର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲ୍‍ ପଞ୍ଚଦଶ ସଂସ୍କରଣର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୭ ୱିକଟେରେ ହରାଇ…

ଆଇପିଏଲ ୨୦୨୨ କ୍ୱାଲିଫାୟର-୧ : ଟସ୍ ଜିତି…

କୋଲକାତା : ନବାଗତ ଗୁଜରାଟ ଟାଇଟାନ୍ସ ଏବଂ ୨୦୦୮ ଚାମ୍ପିଅନ୍‍ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଚଳିତ ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ପ୍ରଥମ କ୍ୱାଲିଫାୟର ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଖେଳାଯିବ। କୋଲକାତାରେ ପ୍ରବଳ ବର୍ଷା ପରେ ଏବେ ଆଇପିଏଲ ୨୦୨୨ର ପ୍ରଥମ କ୍ୱାଲିଫାୟର ପାଇଁ ଟସ୍‌ କାର୍ଯ୍ୟ…

ଆଇପିଏଲ ନିଲାମରେ ବିକ୍ରି ହେଲେ ଓଡ଼ିଆ…

ବେଙ୍ଗାଲୁରୁ: ବିଶ୍ବର ସବୁଠାରୁ ବ୍ୟୟବହୁ ଟି-୨୦ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିଅର ଲିଗ୍ (ଆଇପିଏଲ) ୧୫ତମ ସଂସ୍କରଣର ମହାଖେଳାଳି ନିଲାମ ବେଙ୍ଗାଲୁରୁଠାରେ ଆରମ୍ଭ ହୋଇଯାଇଛି। ଏହି ନିଲାମ ପ୍ରକ୍ରିୟାର ୨ୟ ପର୍ଯ୍ଯୟ ଆଜି ଚଲିଛି। ଏହି  ୨ୟ ପର୍ଯ୍ଯୟରେ ଓଡ଼ିଶାର ଖେଳାଳୀ ଶୁଭ୍ରାଂଶୁ ସେନାପତି ବିକ୍ରି…

ଆଇପିଏଲ ଖେଳାଳି ମହାନିଲାମ: ପ୍ରଥମ…

ନୂଆଦିଲ୍ଲୀ: ବିଶ୍ବର ସବୁଠାରୁ ବ୍ୟୟବହୁ ଟି-୨୦ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିଅର ଲିଗ୍ (ଆଇପିଏଲ) ୧୫ତମ ସଂସ୍କରଣର ମହାଖେଳାଳି ନିଲାମ ବେଙ୍ଗାଲୁରୁଠାରେ ଆରମ୍ଭ ହୋଇଯାଇଛି। ଏହି ନିଲାମ ପ୍ରକ୍ରିୟାରେ ବର୍ତ୍ତମାନ ସୁଦ୍ଧା  ଭାରତୀୟ ବ୍ୟାଟର ଶ୍ରେୟସ ଆୟରଙ୍କୁ ୧୨ କୋଟି ୨୫ ଲକ୍ଷରେ କିଣିଛି କୋଲକାତା…

ଭାରତରେ ଖେଳାଯିବ ଆଇପିଏଲ-୨୦୨୨, କେବଳ…

ନୂଆଦିଲ୍ଲୀ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ପ୍ରଶଂସକଙ୍କ ପାଇଁ ବଡ ଖବର। ଏଥର ବିଦେଶରେ ନୁହେଁ ଭାରତରେ ଖେଳାଯିବ ଆଇପିଏଲ ୧୫ତମ ସିଜିନ୍‌ର ସମସ୍ତ ମ୍ୟାଚ୍‌। କୋଭିଡ ସଂକ୍ରମଣ ଦୃଷ୍ଟିରୁ କେବଳ ୩ଟି ଷ୍ଟାଡିୟମରେ ସମସ୍ତ ମ୍ୟାଚ୍‌ ଖେଳାଯିବ ବୋଲି ଜଣାପଡିଛି। ଆଇପିଏଲ-୨୦୨୨ ଆୟୋଜନ ନେଇ ଆଜି…

ଆଇପିଏଲକୁ ଫେରିଲେ ଗୌତମ ଗମ୍ଭୀର,…

ନୂଆଦିଲ୍ଲୀ : ପୁଣିଥରେ ଆଇପିଏଲକୁ ଫେରିଛନ୍ତି  ପୂର୍ବତନ ଟିମ୍ ଇଣ୍ଡିଆ ଓପନର ଗୌତମ ଗମ୍ଭୀର। ଚଳିତ ଆଇପିଏଲରେ କିନ୍ତୁ ଖେଳାଳି ଭାବେ ନୂହେଁ ଭିନ୍ନ ଏକ ଅବତାରରେ ନଜର ଆସିବେ ଗୌତମ ଗମ୍ଭୀର। ଆଇପିଏଲର ନୂଆ ଦଳ ଲକ୍ଷ୍ନୌ ତାଙ୍କୁ ଦଳର ମେଣ୍ଟର ଭାବେ ନିଯୁକ୍ତ କରିଛି। ଆଇପିଏଲ ସିଜିନ୍-୧୫ ପାଇଁ ଲକ୍ଷ୍ନୌ…

ଆଇପିଏଲ ଅପଡେଟ୍: ଷ୍ଟାଡିୟମରେ ଦର୍ଶକଙ୍କୁ…

ନୂଆଦିଲ୍ଲୀ: ଏଣିକି ଦର୍ଶକ ଷ୍ଟାଡିୟମରେ ବସି ମଜାନେଇ ୟୁଏଇରେ ଖେଳାଯିବାକୁ ଥିବା ଆଇପିଏଲର ବଳକା ମ୍ୟାଚ ଦେଖିପାରିବେ।  ଷ୍ଟାଡିୟମରେ ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳିଛି । ଏନେଇ ଆଇପିଏଲର ଅଧିକାରୀକ ଟ୍ୱିଟର ଆକାଉଣ୍ଟରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । NEWS - VIVO IPL 2021 set to welcome…