ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Indian Navy

ପୁଣି ଦମ୍ ଦେଖାଇଲା ଭାରତୀୟ ନୌସେନା;…

ନୂଆଦିଲ୍ଲୀ: ପୁଣି ଦମ୍ ଦେଖାଇଲା ଭାରତୀୟ ନୌସେନା । ଭାରତ ମହାସାଗରରେ ୪୦ଘଣ୍ଟାର କଠିନ ଅପରେସନ୍ ପରେ ୧୭ ଜଣ ନାବିକଙ୍କୁ ଉଦ୍ଧାର କରିବା ସହ ୩୫ ଜଣ ସୋମାଲିଆ ଜଳଦସ୍ୟୁଙ୍କୁ କାବୁ କରିଛି ଭାରତୀୟ ନୌସେନା ।ସୂଚନା ଅନୁସାରେ, ସୋମାଲିଆ ଜଳଦସ୍ୟୁମାନେ ଏକ ପଣ୍ୟବାହୀ ଜାହାଜକୁ ଅପହରଣ କରିନେଇଥିଲେ ।…

କତାର ଜେଲରୁ ମୁକ୍ତହେଲେ ଗୁପ୍ତଚର…

ନୂଆଦିଲ୍ଲୀ: କତାର ଜେଲରୁ ମୁକ୍ତହେଲେ ଭାରତୀୟ ନୌସେନାର ୮ ଅଧିକାରୀ । ଗୁପ୍ତଚର ମାମଲାରେ ଭାରତୀୟ ନୌସେନାର ୮ ଜଣ ପୂର୍ବତନ ଯବାନଙ୍କୁ ମୁକ୍ତ କରିଛି କତାର। ସୋମବାର ସକାଳେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି ଏହି ଘଟଣାକୁ ସ୍ୱାଗତ କରିଛି। ଏହାସହ ଅଲ୍ ଦହରା ଗ୍ଲୋବାଲ କମ୍ପାନୀରେ…

ଭାରତୀୟ ନୌସେନା ଅଧିକାରୀଙ୍କ…

ନୂଆଦିଲ୍ଲୀ: କାତରରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା ୮ ଭାରତୀୟ ପୂର୍ବତନ ନୌସେନା ଅଧିକାରୀଙ୍କୁ ଗୁଇନ୍ଦାଗିରି କରିବା ଅଭିଯୋଗରେ ସେଠାକାର ଏକ ଅଦାଲତ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ପ୍ରସଙ୍ଗକୁ ନେଇ ଏବେ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଥିଲା ବେଳେ ଭାରତ ସରକାରଙ୍କ ପକ୍ଷରୁ ଏହି…

ନୌସେନା ଓ ଏନ୍‌ସିବି ଟିମ୍‌କୁ ବଡ଼…

କୋଚି(ଏଜେନ୍ସି): ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏବଂ ଭାରତୀୟ ନୌସେନାକୁ ବଡ଼ ସଫଳତା ମିଳିଛି। ଉଭୟେ ‘ସମୁଦ୍ରଗୁପ୍ତ’ ଅଭିଯାନ ଚଳାଇ ଶନିବାର କୋଚି ଉପକୂଳରୁ ପ୍ରାୟ ୨୫୦୦ କେଜିର ଡ୍ରଗ୍ସ ଜବତ କରିଛନ୍ତି। ଅନ୍ତର୍ଜାତୀୟ ବଜାରରେ ଏହି ମେଥାଫେଟାମାଇନର ମୂଲ୍ୟ ପ୍ରାୟ ୧୫ ହଜାର କୋଟି ଟଙ୍କା…

ନୌସେନାରେ ସାମିଲ ହେଲା ସ୍ୱଦେଶୀ…

କୋଚି: ଶକ୍ତିଶାଳୀ ହୋଇଛି ଭାରତୀୟ ନୌସେନା । ଆଜି ଉଦଘାଟିତ ହୋଇଛି ଆଇଏନଏସ ବିକ୍ରାନ୍ତ । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଦେଶର ମହାଶକ୍ତିଶାଳୀ ଯୁଦ୍ଧ ଜାହାଜ ଆଇଏନଏସ ବିକ୍ରାନ୍ତକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି କାର୍ଯ୍ଯକ୍ରମ ପାଇଁ କୋଚିରେ…

ସମୁଦ୍ରରେ ବୃଦ୍ଧି ପାଇବ ଭାରତୀୟ…

ମୁମ୍ବାଇ : ଆହୁରି ଶକ୍ତିଶାଳୀ ହେବ ଭାରତୀୟ ନୌସେନା । ଆସନ୍ତାକାଲି ଭାରତର ଚତୁର୍ଥ ‘ସ୍କର୍ପିନ୍‌-କ୍ଲାସ୍‌’ ଡିଜେଲ୍‌-ଇଲେକ୍ଟ୍ରିକ୍‌ ବୁଡ଼ାଜାହାଜ ‘ଆଇଏନ୍‌ଏସ୍‌ ଭେଲା’କୁ ମୁମ୍ବାଇରେ ଭାରତୀୟ ନୌସେନାରେ ସାମିଲ କରାଯିବ।ଭାରତ ମହାସାଗରରେ ଚୀନ୍‌ର ବଢୁଥିବା ପ୍ରଭାବକୁ ରୋକିବା ପାଇଁ ଏହି ପଦକ୍ଷେପଟି…

ଭାରତୀୟ ନୌସେନାରେ ସାମିଲ ହେଲା…

ମୁମ୍ବାଇ: ଆହୁରି ସଶକ୍ତ ହେଲା ଭାରତୀୟ ନୌ-ସେନା । ଯୋଡ଼ି ହେଲା ଆଉ ଏକ ଶକ୍ତି । ସ୍କର୍ପିୟନ କ୍ଲାସର ବୁଡ଼ାଜାହାଜ ଆଇଏନଏସ କରଞ୍ଜ ବୁଧବାର ନୌ-ସେନାରେ ସାମିଲ୍ ହୋଇଛି । ମୁମ୍ବାଇରେ ଏକ କାର୍ୟ୍ୟକ୍ରମରେ ନୌସେନାରେ ଆଇଏନଏସ କରଞ୍ଜକୁ ସାମିଲ୍ କରାଯାଇଛି ।ଆଇଏନଏସ କରଞ୍ଜକୁ ସମୁଦ୍ରର ସାଇଲେଣ୍ଟ…