ଅଣ୍ଡର ୧୯ ମହିଳା ଟି-୨୦ ବିଶ୍ୱକପ…
ନୂଆଦିଲ୍ଲୀ: ୧୯ ବର୍ଷରୁ କମ୍ ଟି-୨୦ ମହିଳା ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛି ଭାରତ । ଶୁକ୍ରବାର ଖେଳାଯାଇଥିବା ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ହରାଇଲା ଟିମ ଇଣ୍ଡିଆ । ବିଶ୍ୱକପ ଟାଇଟଲ ଠାରୁ ଆଉ ମାତ୍ର ଗୋଟିଏ ପାଦ ଦୂରରେ ଭାରତୀୟ ମହିଳା କ୍ରିକେଟ ଟିମ।
ପ୍ରଥମଥର ପାଇଁ ଅଣ୍ଡର-୧୯…