ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

India Vs South Africa

ଆଜି ବାଙ୍ଗାଲୋରରେ ନିର୍ଣ୍ଣାୟକ ଲଢ଼େଇ :…

ବେଙ୍ଗାଲୁରୁ୍‍ : ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର ପଞ୍ଚମ ତଥା ଅନ୍ତିମ ଟି-୨୦ ମାଚ୍‍ ଖେଳାଯିବ। ସିରିଜ ୨-୨ ବରାବର ସ୍ଥିତିରେ ରହିଥିବାରୁ ଏହି ମ୍ୟାଚ୍‍ ଉଭୟ ଦଳ ପାଇଁ ନିର୍ଣ୍ଣାୟକ ହେବ। ସ୍ଥାନୀୟ ଏମ୍‍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଭାରତ…

ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ଚତୁର୍ଥ…

ରାଜକୋଟ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ୍‍ ବିଶିଷ୍ଟ ଟି-୨୦ ସିରିଜ୍‍ର ଚତୁର୍ଥ ମୁକାବିଲା ଏଠାରେ ଶୁକ୍ରବାର ଖେଳାଯିବ। ଏହା ପୂର୍ବରୁ ଖେଳାଯାଇଥିବା ୩ଟି ମ୍ୟାଚ୍‍ ମଧ୍ୟରେ ଭାରତ ଗୋଟିକରେ ଜିତିଥିଲାବେଳେ ଦକ୍ଷିଣ ଆଫ୍ରିକା ପ୍ରଥମ ୨ଟି ମ୍ୟାଚ୍‍ ଜିତି ଆଗୁଆ ରହିଛି। ଘରୋଇ ଦଳ ସିରିଜ୍‍…

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ…

ବିଶାଖାପାଟଣା: ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳ ମାତ୍ର ଏକ ସପ୍ତାହ ଭାରତରେ ଖେଳି ଦୁଇଟି ଟି-୨୦ ମ୍ୟାଚ୍‍ରେ ବିଜୟୀ ହୋଇଛି। ଦିଲ୍ଲୀରେ ଅନୁଷ୍ଠିତ ହାଇ ସ୍କୋରିଂ ଓ କଟକରେ ଖେଳାଯାଇଥିବା ଲୋ ସ୍କୋରିଂ ମ୍ୟାଚ୍‍ରେ ଦକ୍ଷିଣ ଆଫ୍ରିକାର ମୁକାବିଲା କରି ପାରି ନଥିଲା। ଏପରି ସ୍ଥଳେ ବିଶାଖାପାଟଣାରେ ମଙ୍ଗଳବାର…

ବାରବାଟୀ ଟି-୨୦: ଚମକିଲେ ଭୁବନେଶ୍ବର,…

କଟକ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ଵିତୀୟ ମୁକାବିଲା ରବିବାର କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯଇଥିଲା। ଟସ୍ ଜିତି ଦକ୍ଷିଣ ଆଫ୍ରିକାର ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ପ୍ରଥମେ ବ୍ଯାଟିଂ କରିଥିଲା । ଭାରତ ପ୍ରଥମେ ବ୍ଯାଟିଂ କରି ୧୪୮ ରନ…

ବାରବାଟୀ ଟି-୨୦: ଦକ୍ଷିଣ ଆଫ୍ରିକାକୁ ୧୪୯…

କଟକ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ଵିତୀୟ ମୁକାବିଲା ରବିବାର କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯଉଛି। ଏହି ମଇଦାନରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା  ମୁହାଁମୁହିଁ  ହୋଇଛନ୍ତି। ଟସ୍ ଜିତି ଦକ୍ଷିଣ ଆଫ୍ରିକାର ଫିଲ୍ଡିଂ ନିଷ୍ପତ୍ତି ନେଇ ଥିଲା। ଫଳରେ ଭାରତ…

ବାରବାଟୀ ଟି-୨୦: ଘଣ୍ଟି ବଜାଇ ଶୁଭାରମ୍ଭ…

ଭୁବନେଶ୍ବର: ବାରବାଟୀରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ଘଣ୍ଟି ବଜାଇ ଶୁଭାରମ୍ଭ କରିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।। ଦର୍ଶକଙ୍କ ଭିଡରେ ଭରି ରହିଛି ପୁରା ଷ୍ଟାଡିୟମ । ଆଉ ଚାରିଆଡେ ରୋମାଞ୍ଚକର ମ୍ୟାଚ ପାଇଁ କ୍ରିକେଟ ପ୍ରେମୀଙ୍କ ମନ ଭିତରେ ଭରିରହିଛି ଉତ୍ସାହ ଓ ଉତ୍କଣ୍ଠା । ଟସ୍ ଜିତି ଦକ୍ଷିଣ…

ମୁଖ୍ଯମନ୍ତ୍ରୀଙ୍କୁ ସାକ୍ଷାତ କଲେ…

ଭୁବନେଶ୍ବର: ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି।  ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ସୌରଭ। ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ ଦେଖିବାକୁ ଆସିଥିବା ବେଳେ ଗାଙ୍ଗୁଲି ନବୀନଙ୍କୁ ଭେଟିଛନ୍ତି । ଉଭୟ ମଧ୍ୟ…

ବାରବାଟୀ ଟି-୨୦: ଭୁବନେଶ୍ବରରେ…

ଭୁବନେଶ୍ବର: ପ୍ରତୀକ୍ଷାର ଅନ୍ତ ଘଟିଛି। ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି ଖେଳାଳି । ଖେଳାଲିଙ୍କ ପାଇଁ ସୁରକ୍ଷା ବ୍ଯବସ୍ଥା କଡ଼ାକଡ଼ି କରାଯାଇଛି। ବିମାନ ବନ୍ଦରରେ ପାରମ୍ପାରିକ ବାଜା ଓ ନୃତ୍ଯରେ ଖେଳାଳୀଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ବିମାନ ବନ୍ଦରରୁ ମେ ଫେୟାରକୁ  ସ୍ୱତନ୍ତ୍ର ବସରେ ବସି…

ଜାଣନ୍ତୁ ଖେଳାଳିଙ୍କ ପାଇଁ ମେନୁରେ ମେ…

ଭୁବନେଶ୍ବର: ଜୁନ ୧୨ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ ମୁକାବିଲା ହେବ। ଏଥିପାଇଁ ଉଭୟ ଟିମ ଆଜି ଭୁବନେଶ୍ୱରରେ ପହଞ୍ଚିବେ। ଭୁବନେଶ୍ୱର ମେ ଫେୟାର ହୋଟେଲରେ ଆଜି ଠାରୁ ୧୩ ତାରିଖ ଯାଏଁ ରହିବେ ୨ ଦେଶର ଖେଳାଳି । ତେଣୁ ଖେଳାଳିଙ୍କ ଖାଦ୍ୟପେୟ ଉପରେ ହୋଟେଲ୍ ପକ୍ଷରୁ ବିଶେଷ…

ଭାରତ ଓ ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦:…

ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ୫ଟିକିଆ ଟି-୨୦ ସିରିଜ୍‌ର ପ୍ରଥ ମ୍ୟାଚକୁ ଦକ୍ଷିଣ ଆଫ୍ରିକା ଜିତି ନେଇଛି। ଆଜିର ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୧୧ ରନ କରିଥିଲା । ଦକ୍ଷିଣ ଆଫ୍ରିକା  ୩…