୩ୟ ଟ୍ବେଣ୍ଟି-୨୦: ଟସ୍ ଜିତି ଟିମ୍…
ହାଇଦ୍ରାବାଦ୍: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଅନ୍ତିମ ମ୍ୟାଚ ହାଇଦ୍ରାବାଦ୍ରେ ଖେଳାଯାଉଛି। ରାଜୀବ ଗାନ୍ଧି ଅନ୍ତର୍ଜାତୀୟୀୟ ଷ୍ଟାଡିୟମରେ ଭାରତ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଅଷ୍ଟ୍ରେଲିଆ ବ୍ୟାଟିଂ କରିବ। ଭାରତର ଚୂଡ଼ାନ୍ତ ଏକାଦଶରେ ଯୁବ କ୍ରିକେଟର ଋଷଭ…