ଦୈନିକ ଭାସ୍କର ଅଫିସରେ ଆୟକର ବିଭାଗ…
ନୂଆଦିଲ୍ଲୀ: ଦୈନିକ ଭାସ୍କର ଅଫିସରେ ଆୟକର ବିଭାଗ ପକ୍ଷରୁ ରେଡ୍ କରାଯାଇଛି । ଟ୍ୟାକ୍ସ ଚୋରି ଅଭିଯୋଗରେ ଆୟକର ବିଭାଗ ପକ୍ଷରୁ ରେଡ୍ କରାଯାଇଥିବା ଜଣାପଡ଼ିଛି । ଦୈନିକ ଭାସ୍କରର ଦିଲ୍ଲୀ, ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜୁରାଟ ଓ ମହାରାଷ୍ଟ୍ର ଅଫିସରେ ଆୟକର ବିଭାଗ ଅଧିକାରୀ ଚଢ଼ାଉ କରିଥିବା ସୂଚନା…