ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

IMD

ବଦଳିଲା ପାଗ, ଖରାରୁ ମିଳିଲା ଆଶ୍ୱସ୍ତି;…

ଭୁବନେଶ୍ୱର: ଆସନ୍ତା ୩ ଦିନ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏ ସଂପର୍କରେ ସୂଚନା ଦିଆଯାଇଛି। କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ୨୫ତାରିଖରେ ଉତ୍ତର ଓଡ଼ିଶା, ଦକ୍ଷିଣ-ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ…

ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି…

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ିଜନିତ ବର୍ଷା ଜାରି ରହିଛି। ମୌସୁମୀ ନିଷ୍କ୍ରିୟ ଯୋଗୁଁ ରାଜ୍ୟରେ ଗୁଳୁଗୁଳି ବୃଦ୍ଧି ହେବା ସହ ବଙ୍ଗୋପସାଗରରୁ ଆସୁଥିବା ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଯୋଗୁଁ ଏହିପରି ସ୍ଥିତି ସୃଷ୍ଟି ହୋଇଛି। ବୁଧବାର ଅପରାହ୍ନରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା…

ବର୍ଷା ବିତ୍ପାତ: ଆଜି ୭ ଜିଲ୍ଲାରେ…

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଯୋଗୁଁ ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆଗାମୀ ୧୮ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗପୋସାଗରରେ ଆଉ…

ଆଜି ଗୁଜରାଟରେ ସ୍ଥଳଭାଗ ଛୁଇଁବ ଭୀଷଣ…

ନୂଆଦିଲ୍ଲୀ: ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ବିପର୍ଯ୍ୟୟ’ ବେଳକୁ ବେଳ ଭୀଣେ ରୂପ ନେବା ସହିତ ଗୁଜରାଟ ଉପକୂଳ ଆଡକୁ ମୁହାଁଇଛି। ବାତ୍ୟା ଯେତିକି ନିକଟବର୍ତ୍ତୀ ହେଉଛି ଏହାର ପ୍ରଭାବ ଗୁରୁତର ହେବାରେ ଲାଗିଛି। ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ସୂଚନା ଅନୁସାରେ ଏହା ଆଜି ସନ୍ଧ୍ୟା ସୁଦ୍ଧା କଚ୍ଛ ଏବଂ…

ରଜ ଯାଏ ତାତିରୁ ନିସ୍ତାର ନାହିଁ

ଭୁବନେଶ୍ୱର: ରାଜ୍ୟରେ ଅସହ୍ୟ ତାତି ଜାରି ରହିଛି। ଅନେକ ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହୁଥିବା ବେଳେ ଉପକୂଳରେ ଗୁଳୁଗୁଳି ଅସ୍ତବ୍ୟସ୍ତ କରୁଛି। ଗରମ ଗୁଳୁଗୁଳିରୁ ତ୍ରାହି ପାଇବାକୁ ଲୋକେ ବର୍ଷାକୁ ଅପେକ୍ଷା କରିଥିବା ବେଳେ ଅନ୍ତତଃ ପକ୍ଷେ ରଜ ପର୍ଯ୍ୟନ୍ତ ଏଥିରୁ ନିସ୍ତାର ନ ମିଳିବା ନେଇ ଆକଳନ…

ପ୍ରଚଣ୍ଡ ତାତିରେ ସିଝୁଛି ଓଡ଼ିଶା: ଦିନ…

ଭୁବନେଶ୍ୱର: ରାଜ୍ୟବ୍ୟାପୀ ପ୍ରଚଣ୍ଡ ତାତି ପାଇଁ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳିରେ ଲୋକ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି। ପୂରା ଓଡ଼ିଶା ତତଲା କଡ଼େଇରେ ଭାଜିହେଉଥିବା ବେଳେ ଆଜି ବି ପ୍ରଚଣ୍ଡ ତାତିରେ ସିଝୁଛି ସାରା ଓଡ଼ିଶା। ଗୋଟେପଟେ ବାତ୍ୟା, ଏପଟେ ରାଜ୍ୟରେ ଅସହ୍ୟ…

ଆସନ୍ତା ୧୨ରେ ଭୟଙ୍କର ରୂପ ନେଇ ବାଂଲାଦେଶ…

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହାେଇଛି ଲଘୁଚାପ । ଅଧିକ ସକ୍ରିୟ ହୋଇ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ଆସନ୍ତାକାଲି ଏହା ଅବପାତର ରୂପ ନେବ । ଏହାପରେ ଅଧିକ ଘନୀଭୂତ ହୋଇ ୧୦ ତାରିଖରେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସାମୁଦ୍ରିକ ଝଡର ରୂପ ନେଇପାରେ । ଏହାପରେ ଉତ୍ତର-ଉତ୍ତର ପୂର୍ବ ଦିଗରେ…

ଆଇଏମ୍‌ଡିର ଆକଳନ, ଚଳିତ ଜୁନ୍‍ରେ ଭଲ…

ଭୁବନେଶ୍ୱର : ଚଳିତ ମୌସୁମୀରେ ଓଡ଼ିଶାରେ ସ୍ୱାଭାବିକଠାରୁ କମ୍‍ ବର୍ଷା ହୋଇପାରେ। ସାରା ଦେଶରେ ମୌସୁମୀ ବାୟୁ ଭଲ ରହିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଥିଲେ ହେଁ ଓଡ଼ିଶାର କେତେକ ଅଞ୍ଚଳରେ ଏହା କମ୍‍ ରହିପାରେ ବୋଲି ଆଇଏମଡି ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ଆକଳନ…

ଆଣ୍ଡାମାନ ଛୁଇଁଲା ମୌସୁମୀ

ନୂଆଦିଲ୍ଲୀ: ଆଣ୍ଡାମାନ ସାଗରରେ ପ୍ରବେଶ କଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗର ସମେତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଓ ଆଣ୍ଡାମାନ ସାଗର ଅଞ୍ଚଳକୁ ଅଗ୍ରସର ହୋଇଛି । ଆସନ୍ତା ୨୭ ତାରିଖ ସୁଦ୍ଧା କେରଳରେ ମୌସୁମୀ ସକ୍ରିୟ ହୋଇଯିବ । ଯଦି ସବୁ…

୪ରେ ଘୂର୍ଣ୍ଣିବଳୟ ; ୧୦ରେ ବାତ୍ୟା…

ଭୁବନେଶ୍ୱର : ବଙ୍ଗୋପସାଗରରେ ମେ’ ମାସରେ ପୁଣି ଏକ ବାତ୍ୟା ସୃଷ୍ଟି ହେବାକୁ ଯାଉଛି। ବାତ୍ୟା ହେଲେ କେତେ ଶକ୍ତିଶାଳୀ ହେବ ଓ କେଉଁଠାରେ ସ୍ଥଳଭାଗ ଛୁଇଁବ ତାହା ଆକଳନ କରାଯାଇ ନ ଥିଲେ ମଧ୍ୟ ବାତ୍ୟା ଆଶଙ୍କା ଧୀରେ ଧୀରେ ଦୃଢ଼ୀଭୂତ ହେବାରେ ଲାଗିଛି। ବର୍ତ୍ତମାନର ସାମୁଦ୍ରିକ ସ୍ଥିତି ଓ ଜଳଭାଗର ତାପମାତ୍ରା…