ପାଗ ବଦଳିବା ସହ କମୁଛି ଶୀତ, ୩୦…
ଭୁବନେଶ୍ୱର : ପଶ୍ଚିମା ଗଡ଼ବଡ଼ି (ୱେଷ୍ଟର୍ସ ଡିଷ୍ଟର୍ବାନ୍ସ) ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ବିଭିନ୍ନ ଅଞ୍ଚଳରେ ୨୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି ବର୍ଷା ହେବ। ସୋମବାର ଭୁବନେଶ୍ବର ସମେତ ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଥିବା ବେଳେ ମଙ୍ଗଳବାର ବରଗଡ଼, ଝାରସୁଗୁଡା,…