ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

ICC T20 World Cup

ଆଜି ଟି-ଟ୍ବେଣ୍ଡି ବିଶ୍ବକପ ଫାଇନାଲ;…

ମେଲବୋର୍ଣ୍ଣ: ଆଜି ଟି-୨୦ ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହେବେ ପାକିସ୍ତାନ ଓ ଇଂଲଣ୍ଡ । ମେଲବର୍ଣ୍ଣରେ ଖେଳାଯିବ ଫାଇନାଲ ମ୍ୟାଚ୍। ଦିନ ଗୋଟାଏ ୩୦ରେ ପାକିସ୍ତାନକୁ ଭେଟିବ ଇଂଲଣ୍ଡ। ଟ୍ରଫି ହାତେଇବାକୁ କସରତ କରିବେ ଦୁଇ ଦଳ। ତେବେ ପାକିସ୍ତାନ ଥରେ ଟି-୨୦ ବିଶ୍ୱକପ ଟାଇଟଲ ହାସଲ କରିଥିବା ବେଳେ ଇଂଲଣ୍ଡ…

ଟି-୨୦ ବିଶ୍ୱକପ: ସେମିଫାଇନାଲରେ…

ଆଡିଲେଡ୍‌: ଟି୨୦ ବିଶ୍ୱକପର ଦ୍ଵିତୀୟ ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡଠାରୁ ଅତି ଶୋଚନୀୟ ଭାବେ ହାରିଛି ଭାରତ । ଇଂଲଣ୍ଡ ହାତରୁ ପରାଜୟ ପରେ ଭାରତୀୟ ଦଳର ବିଜୟ ଯାତ୍ରା ଅଭିଯାନ ସମାପ୍ତ ହେବା ସହ ବିଶ୍ଵ କପ୍ ଜିତିବା ସ୍ଵପ୍ନ ଧୂଳିସାତ ହୋଇଛି। ତେବେ ମ୍ୟାଚ୍‌ ପରେ ଭାବ ବିହ୍ଵଳ ଦୃଶ୍ୟ ଦେଖିବାକୁ ମିଳିଛି।…

ଟି-୨୦ ବିଶ୍ୱକପ୍‌: ଆଜି ମୁହାଁମୁହିଁ…

ମେଲବୋର୍ଣ୍ଣ: ଚଳିତ ଟି-୨୦ ବିଶ୍ୱକପ୍‌ରେ ଭାରତ ଆଜି ସୁପର-୧୨ର ଅନ୍ତିମ ମ୍ୟାଚ୍‌ରେ ଜିମ୍ବାୱେକୁ ଭେଟିବ। ସ୍ଥାନୀୟ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ (ଏମ୍‌ସିଜି)ରେ ଖେଳାଯିବ ଏହି ମ୍ୟାଚ୍‌ । ଆଡିଲେଡରେ ଆଜି ଗ୍ରୁପ୍-୨ରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ନେଦରଲାଣ୍ଡ ଠାରୁ ପରାସ୍ତ…

T20 ବିଶ୍ୱକପ: ନେଦରଲାଣ୍ଡସଠୁ ହାରିଲା…

ଆଡିଲେଡ: ଟି-୨୦ ବିଶ୍ୱକପରେ ବଡ ବିପର୍ଯ୍ୟୟ । ଦକ୍ଷିଣ ଆଫ୍ରିକାର ସେମିଫାଇନାଲ ଆଶାକୁ ଧୂଳିସାତ କରିଦେଇଛି ନେଦରଲାଣ୍ଡସ ଟିମ । ଟି-୨୦ ବିଶ୍ୱକପରେ ଆଜି ଆଡିଲେଡରେ ଆଜି ଖେଳାଯାଇଥିବା ମ୍ୟାଚରେ ଦକ୍ଷିଣ ଆଫ୍ରିକା ନେଦରଲାଣ୍ଡ ଠାରୁ ପରାସ୍ତ ହୋଇଛି। ନେଦରଲାଣ୍ଡ ଗ୍ରୁପ-୧ ସୁପର ୧୨ର ଶେଷ ମୁକାବିଲାରେ…

ଟି-୨୦ ବିଶ୍ୱକପ: ଶ୍ରୀଲଙ୍କାକୁ ହରାଇ…

ସିଡନୀ: ଶ୍ରୀଲଙ୍କାକୁ ହରାଇ ଦ୍ବିତୀୟ ଦଳ ଭାବେ ଟି-୨୦ ବିଶ୍ୱକପର ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛି ଇଂଲଣ୍ଡ । ପୂର୍ବରୁ ନ୍ୟୁଜିଲାଣ୍ଡ ପ୍ରଥମ ଦଳ ଭାବେ ସେମିରେ ପ୍ରବେଶ କରିସାରିଥିଲା । ନ୍ୟୁଜିଲାଣ୍ଡ ପରେ ଗ୍ରୁପ-୧ରୁ ଦ୍ବିତୀୟ ଦଳ ଭାବେ ଇଂଲଣ୍ଡ ସେମିଫାଇନାଲରେ ପହଞ୍ଚଛି । ଇଂଲଣ୍ଡର ଏହି ବିଜୟ…

ଚଳିତ T20 ବିଶ୍ବକପରେ ବାଧକ ସାଜିଛି…

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଚଳିତ ଟି-୨୦ ବିଶ୍ଵ କପ୍‌ରେ ସବୁଠୁ ବଡ ବାଧକ ସାଜିଛି ବର୍ଷା । ବର୍ଷା କାରଣରୁ ଅନେକ ମ୍ୟାଚ୍‌ ବାତିଲ୍ ହୋଇ ସାରିଥିବା ବେଳେ କିଛି ମ୍ୟାଚ୍‌ରେ ପଏଣ୍ଟ ଭାଗ କରାଯାଇଛି। ଶୁକ୍ରବାର ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ହେବାକୁ ଥିବା ଦୁଇଟି ଯାକ ମ୍ୟାଚ୍ ବର୍ଷା…

ଟି-୨୦ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ…

ସିଡନୀ : ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ସୁପର-୧୨ ରାଉଣ୍ଡ ଆଜିଠୁ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍‌ ଅଷ୍ଟ୍ରେଲିଆ ବଡ଼ ଝଟକା ଲାଗିଛି।ଆୟୋଜକ ଅଷ୍ଟ୍ରେଲିଆ ବଡ଼ ବ୍ୟବଧାନରେ ହରାଇଛି ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡ ଅଷ୍ଟ୍ରେଲିଆଠୁ ୨୦୨୧ ବିଶ୍ୱକପ୍‌ ଫାଇନାଲ୍‌ ପରାଜୟର ପ୍ରତିଶୋଧ…

ଟି-୨୦ ବିଶ୍ୱକପ୍‌‌ ଆରମ୍ଭରୁ ବଡ଼…

ସିଡ୍‌‌ନୀ : ଚଳିତ ବର୍ଷର କ୍ରିକେଟ୍‌‌ର ସବୁଠାରୁ ବଡ଼ ଇଭେଣ୍ଟ ଆଇସିସି ଟି-୨୦ ବିଶ୍ୱକପ୍‌‌ର ୮ମ ସଂସ୍କରଣ ଆଜିଠୁ ଅଷ୍ଟ୍ରେଲିଆରେ ଆରମ୍ଭ ହୋଇଛି। ତେବେ ଚଳିତ ବିଶ୍ବକପ୍‌ ଆରମ୍ଭ ରୁ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପ୍ରଥମ ରାଉଣ୍ଡର ଉଦଘାଟନୀ ମ୍ୟାଚରେ ନାମ୍ବିଆ ଏସିଆ କପ୍ ଚାମ୍ପିଅନ୍ ଶ୍ରୀଲଙ୍କାକୁ ୫୫…

ଆଜିଠାରୁ ଆଇସିସି ଟି-୨୦ ବିଶ୍ୱକପ୍‌‌,…

ସିଡ୍‌‌ନୀ : ଚଳିତ ବର୍ଷର କ୍ରିକେଟ୍‌‌ର ସବୁଠାରୁ ବଡ଼ ଇଭେଣ୍ଟ ଆଇସିସି ଟି-୨୦ ବିଶ୍ୱକପ୍‌‌ର ୮ମ ସଂସ୍କରଣ ରବିବାରଠାରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବ। ଏଥିପୂର୍ବରୁ ଅଂଶଗ୍ରହଣକାରୀ ୧୬ ଦଳର ଅଧିନାୟକ ଶନିବାର ଫଟୋ ସେସନରେ ଉପସ୍ଥିତ ରହି ଏହି ମେଗା ଇଭେଣ୍ଟ ଉପରେ ମତ ରଖିଥିଲେ। କ୍ରିକେଟ୍‌‌ର ସର୍ବୋଚ୍ଚ…

ଭାରତୀୟ କ୍ରିକେଟ ଦଳକୁ ବଡ ଝଟକା; ଟି-୨୦…

ନୂଆଦିଲ୍ଲୀ: ଟି-୨୦ ବିଶ୍ଵ କପ୍‌ ପୂର୍ବରୁ ଭାରତକୁ ଲାଗିଛି ବଡ ଝଟକା । ଟିମ ଇଣ୍ଡିଆର ଦକ୍ଷ ଦ୍ରୁତ ବୋଲର ଯଶପ୍ରିତ ବୁମରା ବିଶ୍ୱକପ ଦଳରୁ ବାଦ ପଡିଛନ୍ତି । ପିଠିରେ ଆଘାତ ଲାଗିବା କାରଣରୁ ତାଙ୍କୁ ବିଶ୍ୱକପରୁ ଓହରିବାକୁ ପଡିଛି । ଭାରତର କ୍ରିକେଟ ପ୍ରଶଂସକମାନଙ୍କ ଆଶା ଥିଲା ଯେ ବୁମରାହ ସୁସ୍ଥ ହୋଇ…