ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

ICC Men’s T20 World Cup 2021

ରାହୁଲ-କୋହଲିଙ୍କ ଅର୍ଦ୍ଧଶତକୀୟ ଇନିଂସ :…

ଆଡିଲେଡ୍‌‌: ଚଳିତ ଟି-୨୦ ବିଶ୍ୱକପ୍‌‌ରେ ବୁଧବାର ଗ୍ରୁପ୍‌‌-୨’ର ଦ୍ୱିତୀୟ ମ୍ୟାଚ୍‌‌ରେ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଛି। ଟସ୍‌ ଜିତି ବାଂଲାଦେଶ ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ଲୋକେଶ ରାହୁଲ ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ…

ଟି-୨୦ ବିଶ୍ବକପ୍‌ : ଦକ୍ଷିଣ ଆଫ୍ରିକାଠୁ…

ପର୍ଥ:  ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଆଇସିସି‌ ଟ୍ବେଣ୍ଟି-୨୦ ବିଶ୍ବକପର ଆଜିର ମ୍ୟାଚରେ ଦକ୍ଷିଣ ଆଫ୍ରିକା ଭାରତକୁ ୫ ୱିକେଟରେ ପରାସ୍ତ କରିଛି। ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବ୍ୟାଟିର କରିବାର ନିଷ୍ପତ୍ତି ନେଇଥିବା ଟିମ୍‌ ଇଣ୍ଡିଆ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ସତ୍ତ୍ବେ ସୂର୍ଯ୍ୟକୁମାର…

ସୂର୍ଯ୍ୟକୁମାରଙ୍କ ଦମ୍‌ଦାର ଇନିଂସ :…

ପର୍ଥ:  ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଆଇସିସି‌ ଟ୍ବେଣ୍ଟି-୨୦ ବିଶ୍ବକପରେ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଖେଳାଯାଉଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଦକ୍ଷିଣ ଆଫ୍ରିକାକୁ ୧୩୪ ରନ୍‌ର ଟାର୍ଗେଟ ଦେଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିର କରିବାର ନିଷ୍ପତ୍ତି ନେଇଥିବା ଟିମ୍‌ ଇଣ୍ଡିଆ…

ଟି-୨୦ ବିଶ୍ୱକପ୍: ନ୍ୟୁଜିଲାଣ୍ଡକୁ ୧୧୧…

ଦୁବାଇ: ଚଳିତ ଆଇସିସି ଟି-୨୦ ବିଶ୍ବକପ୍‌ରେ ଆଜିର ଭାରତ ଓ ନ୍ୟୁଜିଲାଣ୍ଡ ମୁକାବିଲାରେ ନ୍ୟୁଜିଲାଣ୍ଡ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ପ୍ରଥମେ  ବ୍ଯାଟିଂ କରି ୨୦ ଓଭରରେ ୭ ୱିକେଟ ହରାଇ ୧୧୦ ରନ କରିବାରେ ସକ୍ଷମ ହୋଇଛି।ନ୍ୟୁଜିଲାଣ୍ଡକୁ ଏହି ମ୍ଯାଚ ଜିତବାକୁ ହେଲେ ୧୧୧  ରନର ଆବଶ୍ଯକ…

ଟି-୨୦ ବିଶ୍ବକପ୍‌: ଟସ୍ ଜିତି…

ଦୁବାଇ: ଚଳିତ ଆଇସିସି ଟି-୨୦ ବିଶ୍ବକପ୍‌ରେ ଆଜିର ଭାରତ ଓ ନ୍ୟୁଜିଲାଣ୍ଡ ମୁକାବିଲାରେ ନ୍ୟୁଜିଲାଣ୍ଡ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଭାରତ ପ୍ରଥମେ  ବ୍ଯାଟିଂ କରିବ । ସୁପର୍‌-୧୨ ପର୍ଯ୍ୟାୟ ଗ୍ରୁପ୍‌-୨’ର ଏକ ଗୁରୁତ୍ଵପୂର୍ଣ୍ଣ ମୁକାବିଲାରେ ଆଜି ଭାରତ ଓ ନ୍ୟୁଜିଲାଣ୍ଡ ପରସ୍ପର…

ଟି-୨୦ ବିଶ୍ୱକପ ଅଧାରୁ ଆଫଗାନିସ୍ତାନର…

ଆବୁଧାବି: ଟି-୨୦ ବିଶ୍ୱକପ୍‌ରେ ଆଫଗାନିସ୍ତାନ ଦଳ ଲଢୁଆ ଖେଳ ପ୍ରଦର୍ଶନ ଜାରି ରଖିଛି । ତେବେ ପ୍ରତିଯୋଗୀତା ମଝିରୁ ଏହି ଦଳର ଜଣେ ବରିଷ୍ଠ ଖେଳାଳି ସନ୍ୟାସ ନେବାକୁ ଯାଉଛନ୍ତି । ଏହି ଘଟଣା କ୍ରିକେଟ ପ୍ରେମୀଙ୍କୁ ଚକିତ କରିଛି । ଆଫଗାନିସ୍ତାନର ପୂର୍ବତନ ଅଧିନାୟକ ଅଜଗର ଅଫଗାନ୍ ରବିବାର ନାମିବିଆ ବିପକ୍ଷ…

ଟି-୨୦ ବିଶ୍ୱକପ: ଭାରତ-ପାକିସ୍ତାନ…

ଦୁବାଇ: ଟି-୨୦ ବିଶ୍ୱକପ କ୍ରିକେଟର ଆଜି ହାଇ ଭୋଲଟେଜ ମୁକାବିଲାରେ ଭାରତ ପରାଜୟ ବରଣ କରିଛି । ପାକିସ୍ତାନ ସହଜ ବିଜୟ ଲାଭ କରିଛି।  ଟି-୨୦ରେ ଭାରତଠୁ ପରାଜୟ ଧାରା ଭାଙ୍ଗିଛି ପାକିସ୍ତାନ। ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍‌ରେ ୧୫୧ ରନ୍ କରିଥିଲା ଭାରତ। ୧୫୨ ରନ୍‌ର ପିଛା କରି ୧୦ ୱିକେଟ୍‌ରେ ଜିତିନେଇଛି…

ଆଇସିସି ପକ୍ଷରୁ ଆନୁଷ୍ଠାନିକ ଘୋଷଣା:…

ନୂଆଦିଲ୍ଲୀ: ୟୁନାଇଟେଡ୍‍ ଆରବ ଏମିରେଟ୍ସ (ୟୁଏଇ) ଏବଂ ଓମାନରେ ହେବ ୨୦୨୧ ଟି-୨୦ ୱାର୍ଲ୍ଡକପ୍‍। ଏ ସମ୍ପର୍କରେ ଏହି ମେଗା ଇଭେଣ୍ଟର ଆୟୋଜନ ଅଧିକାର ପାଇଥିବା ବିସିସିଆଇ ପକ୍ଷରୁ ସୋମବାର ଆନୁଷ୍ଠାନିକ ଘୋଷଣା କରାଯିବା ପରେ ଆଜି ଆଇସିସି ପକ୍ଷରୁ ଏନେଇ ବିଧିବଦ୍ଧ  ଘୋଷଣା କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟ…