ବିଭତ୍ସ ହତ୍ୟା : ନଦୀ ପଠାରେ ପଡିଛି ଖଣ୍ଡ…
ସୁନ୍ଦରଗଡ଼ : ଇବ୍ ନଦୀ ପଠାରୁ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି । ନଦୀ ପଠାରୁ ଜଣେ ଯୁବକଙ୍କ କଟା ମୁଣ୍ଡ, ଗୋଟିଏ ଗୋଡ଼ ଏବଂ ଗଣ୍ଡି ମିଳିଛି । କେହି ଅତି ନୃଶଂସ ଭାବେ ହତ୍ୟା କରି ଯୁବକଙ୍କ ଶରୀରକୁ ଖଣ୍ଡ ବିଖଣ୍ଡିତ କରି ଫୋପାଡ଼ିଥିବା ଅନୁମାନ କରାଯାଇଛି। ପୁଲିସ୍ ତଦନ୍ତ ଆରମ୍ଭ କରିଥିବା ବେଳେ…