ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

IAS

ପ୍ରକାଶ ପାଇଲା UPSC ସିଭିଲ ସର୍ଭିସ…

ନୂଆଦିଲ୍ଲୀ: ପ୍ରକାଶ ପାଇଲା ୟୁପିଏସସି ସିଭିଲ ସର୍ଭିସ ରେଜଲ୍ଟ । ମୋଟ ୯୩୩ ଜଣ ପରୀକ୍ଷାର୍ଥୀ  କୃତକାର୍ଯ୍ୟ ହୋଇଛନ୍ତି । ଇଶିତା କିଶୋର ଆଇଏଏସ ଟପ୍ପର ହୋଇଥିବା ବେଳେ ଗାରିମା ଲୋହିଆ ୨ୟ ସ୍ଥାନରେ ରହିଛନ୍ତି । ସେହିଭଳି ଉମା ହରାଥି ଏନ୍ ଏହି ତାଲିକାର ୩ୟ ସ୍ଥାନରେ ରହିଛନ୍ତି । ୪ର୍ଥ ସ୍ଥାନରେ ସ୍ମ୍ରିତି…

ଆଇଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ:…

ଭୁବନେଶ୍ବର: ଆଆଇଏଏସ୍‌ ସ୍ତରରେ ରାଜ୍ୟ ସରକାର ଛୋଟଧରଣର ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଝାରସୁଗୁଡ଼ାର ପୂର୍ବତନ ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କୁ ସୂଚନା ଓ ଲୋକସଂପର୍କ ବିଭାଗରେ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି।ଏଠାରେ ଅବସ୍ଥାପିତ…

ରାଜ୍ୟରେ ଆଇ.ଏ.ଏସ୍ ପରୀକ୍ଷାରେ ସଫଳତା…

ଭୁବନେଶ୍ବର:  ଆଇ.ଏ.ଏସ୍. ପରୀକ୍ଷାରେ ରାଜ୍ୟର ସଫଳତା ହାର ବଢ଼ାଇବା ପାଇଁ ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀ ତରଫରୁ ସ୍ୱତନ୍ତ୍ର ପ୍ରୟାସ । ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡ଼ିଆ ଯୁବକଯୁବତୀମାନଙ୍କର ସଫଳତା ହାର ବଢ଼ାଇବା ନିମନ୍ତେ ଓଡ଼ିଶା ସରକାରଙ୍କ ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀ ତରଫରୁ…

‘ମିଶନ ଶକ୍ତି’ ବିଭାଗକୁ ଶକ୍ତିଶାଳୀ…

ଭୁବନେଶ୍ୱର : ଦିନ ଥିଲା ମହିଳାମାନେ କାହାର ଝିଅ, କାହାର ଭଉଣୀ, କାହାର ପତ୍ନୀ ଏବଂ କାହାର ମାଆ ପରିଚୟରେ ପରିଚିତି ପାଉଥିଲେ। ମାତ୍ର ସାମ୍ପ୍ରତିକ ସମୟରେ ରାଜ୍ୟର ମହିଳାମାନେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି । ଏହା ପଛରେ ରହିଛି ‘ମିଶନ ଶକ୍ତି’ର ଗୁରୁତ୍ୱପୂର୍ଣ୍ଣ ଭୂମିକା। ୨୦୦୧ ମାର୍ଚ୍ଚ ୮…

ଆଇଏଏସ ସ୍ତରରେ ଛୋଟ ଅଦଳବଦଳ : କେନ୍ଦ୍ରକୁ…

ଭୁବନେଶ୍ବର : ରାଜ୍ୟ ସରକାର ଆଇଏଏସ ସ୍ତରରେ ଛୋଟ ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ପ୍ରକାଶ ପାଇଛି । ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା କେନ୍ଦ୍ରୀୟ ଡେପୁଟେସରେ ଯିବାପରେ ରାଜ୍ୟ ସରକାର ଛୋଟ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ…

ରାଜ୍ଯରେ ଆଇଏଏସ୍ ସ୍ତରରେ ବଡ଼ ଧରଣର…

ଭୁବନେଶ୍ବର: ରାଜ୍ଯରେ ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ବିଷ୍ଣୁପଦ ସେଠୀଙ୍କୁ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଦାୟିତ୍ବ ମିଳିଛି। ଏଥିସହ ତାଙ୍କୁ ପରିବହନ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ବ  ମିଳିଛି। କେନ୍ଦ୍ରୀୟ ଡେପୁଟେସରୁ ଅରବିନ୍ଦ ପାଢୀ ଫେରିଛନ୍ତି। ତାଙ୍କୁ କୃଷି…

ମାର୍କସିଟ୍ ଯୋଗ୍ୟତାର ମାପକାଠି ନୁହେଁ:…

ନୂଆଦିଲ୍ଲୀ: ଜୀବନରେ ସଫଳତା ଓ ବିଫଳତା ଲାଗି ରହିଥାଏ । ବିଫଳତା ପରେ ବେଳେବେଳେ ଆମେ ସହଜରେ ହାର ମାନିଯାଇଥାଉ। ହେଲେ କୌଣସି ପରୀକ୍ଷରେ ଅସଫଳ ହେବା ଅର୍ଥ ନୁହେଁ  ଆମେ ଆମ ଜୀବନରେ ଆଉ କିଛି କରିପାରିବା ନାହିଁ। ହେଲେ ବେଳେବେଳେ ଏହି ବିଫଳତା ହିଁ ସଫଳତାର ବାଟ ଖୋଲିଥାଏ। ଏମିତି କିଛି ଲୋକଙ୍କ ଜୀବନୀ କଥା…

ମହିଳା ଆଇଏଏସ ଅଧିକାରୀଙ୍କ ଉପରେ ଇଡି ନଜର…

ରାଞ୍ଚି : ବେଆଇନ ଖଣି ଖନନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ସାରା ଦେଶରେ ଚଢ଼ଉ କରିଛି। ଝାଡ଼ଖଣ୍ଡର ବରିଷ୍ଠ ଆଇଏଏସ ଅଧିକାରୀ ପୂଜା ସିଙ୍ଘଲ ଏବଂ ତାଙ୍କ ସହ ଘନିଷ୍ଠ ସମ୍ବନ୍ଧ ଥିବା ବ୍ୟକ୍ତିଙ୍କ ୨୦ଟି ଠିକଣାରେ ଏହି ଚଢ଼ଉ କରାଯାଇଛି। ପୂଜାଙ୍କ ଘନିଷ୍ଠ ଚାର୍ଟାଡ ଆକାଉଣ୍ଟାଣ୍ଟ…

ରାଜ୍ୟରେ ଆଇଏଏସ୍ ସ୍ତରରେ ଛୋଟ ଧରଣର…

ଭୁବନେଶ୍ବର: ରାଜ୍ୟରେ ସୋମବାର ଆଇଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି। ସମ୍ବଲପୁର ଜିଲ୍ଲାପାଳ ଶୁଭମ୍ ସାକ୍ସେନାଙ୍କ ବଦଳି ହୋଇଛନ୍ତି । ତାଙ୍କ ସ୍ଥାନରେ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ସମ୍ବଲପୁର ଜିଲ୍ଲାପାଳ ଦାୟିତ୍ବ ମିଳିଛି । ଶୁଭମ୍ ସାକ୍ସେନାଙ୍କୁ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଯୁଗ୍ମ ସଚିବ…