Browsing Tag

Hyderabad

ହାଇଦ୍ରାବାଦର ରେସିଡେନ୍ସିଆଲ…

ହାଇଦ୍ରାବାଦ: ସିକନ୍ଦରାବାଦସ୍ଥିତ ଏକ ବ୍ୟାବସାୟିକ ବହୁତଳ ଅଟ୍ଟାଳିକାରେ ଭୟାବହ ଅଗ୍ନିକାଣ୍ଡ ଘଟି ୪ଜଣ ମହିଳାଙ୍କ ସମେତ ୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଧୂଆଁରେ ରୁନ୍ଧି ହୋଇ ଅଣନିଃଶ୍ବାସୀ ହୋଇଯିବା କାରଣରୁ ସେମାନଙ୍କର ମୃତ୍ୟୁ ଘଟିଥାଇ ପାରେ ବୋଲି ପ୍ରାଥମିକ ଖବରରୁ ଜଣାପଡ଼ିଛି।…

ତ୍ରିକୋଣୀୟ ପ୍ରେମ କାହାଣୀରୁ ବନ୍ଧୁକୁ…

ହାଇଦରାବାଦ:  ତେଲଙ୍ଗାନା ହାଇଦରାବାଦରୁ ବିଚଳିତ କରିବା ଭଳି ଏକ ମାମଲା ସାମ୍‌ନାକୁ ଆସିଛି। ପ୍ରେମିକାକୁ କଲ୍‌ ଏବଂ ମେସେଜ କରିବାରୁ ଜଣେ ୨୨ ବର୍ଷୀୟ ଯୁବକ ନିଜ ବନ୍ଧୁକୁ ତଣ୍ଟି ଚିପି ହତ୍ୟା କରିଛି। ହତ୍ୟା ପରେ ଯୁବକ ତାଙ୍କର ଛାତି ଚିରି ହୃତପିଣ୍ଡ ଏବଂ ଗୁପ୍ତାଙ୍ଗ କାଟି ବାହାର କରିଦେଇଛି। ବେକ ଏବଂ…

ବିମାନ ଭିତରେ ଏୟାର ହଷ୍ଟେସ୍‌ଙ୍କୁ…

ହାଇଦ୍ରାବାଦ : ବିମାନରେ ମହିଳା କ୍ରିଉ ମେମ୍ବରଙ୍କୁ ଅସଦାଚରଣ କରି ଗିରଫ ହେଲେ ଯାତ୍ରୀ । ଦିଲ୍ଲୀରୁ ହାଇଦ୍ରାବାଦ ଯାଉଥିବା ଏକ ସ୍ପାଇସଜେଟ୍ ବିମାନରେ କ୍ୟାବିନ କ୍ରୁ ସଦସ୍ୟଙ୍କ ସହ ଅସଦାଚରଣ କରିଥିଲେ ଜଣେ ଯାତ୍ରୀ । ସ୍ପାଇସ ଜେଟ ସିକ୍ୟୁରିଟି ଅଫିସରଙ୍କ ଅଭିଯୋଗ ଆଧାରରେ ପୋଲିସ ସମ୍ପୃକ୍ତ…

କାରରେ ବସିଥିବାବେଳେ କାର୍‌ ସହ ଆନ୍ଧ୍ର…

ହାଇଦ୍ରାବାଦ: କାର୍‌ ସହ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସ୍‌ ଶରମିଲାଙ୍କୁ କ୍ରେନ ଦ୍ୱାରା ଉଠାଇ ନେଇଛି ପୁଲିସ୍‌। ହାଇଦ୍ରାବାଦ ରାଜରାସ୍ତାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ତେବେ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ କାର୍‌ ଭିତରେ ଥିବା ବେଳେ ଏପରି ଘଟଣା ଘଟିବା ସମସ୍ତଙ୍କୁ…

ହାଇଦ୍ରାବାଦରେ ନିବେଶକ ସମ୍ମିଳନୀ:…

ଭୁବନେଶ୍ବର:  ମେକ୍‌‌ ଇନ୍‌‌ ଓଡ଼ିଶା କନକ୍ଲେଭ-୨୦୨୨କୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପ୍ରୟାସ ଜାରି ରଖିଛନ୍ତି।  ହାଇଦ୍ରାବାଦରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ନିବେଶକ ସମ୍ମିଳନୀ। ଏହା ପୂର୍ବରୁ ପୁଞ୍ଜିପତିଙ୍କୁ ରାଜ୍ୟରେ ନିବେଶ ପାଇଁ ନିମନ୍ତ୍ରଣ କରିବା ସହ ଓ୍ବାନ ଟୁ…

ଅକ୍ଟୋବର ୧୭ରେ ହାଇଦ୍ରାବାଦରେ ଇନଭେଷ୍ଟର…

ଭୁବନେଶ୍ବର: ଅକ୍ଟୋବର ୧୭ ରେ ହାଇଦ୍ରାବାଦରେ ଇନଭେଷ୍ଟର ମିଟ୍ ହେବ। ଏହି ନିବେଶକ ସମ୍ମେଳନରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ମିଳନୀରେ ଯୋଗଦେବା ସହ ଶିଳ୍ପପତିଙ୍କ ସହ  ୱାନ-ଟୁ- ୱାନ କଥା ହେବେ। ମେକ ଇନ ଓଡ଼ିଶା କନକ୍ଲେଭ - ୩ ପାଇଁ କରିବେ ଆମନ୍ତ୍ରଣ । ନଭେମ୍ବର ୩୦ରୁ  ଭୁବନେଶ୍ବରରେ…

ଚର୍ଚ୍ଚାରେ ବାହାଘର ନିମନ୍ତ୍ରଣ କାର୍ଡ:…

ହାଇଦ୍ରାବାଦ: ସୃଜନଶୀଳତାର କୌଣସି ସୀମା ନାହିଁ । ଏହାକୁ ପ୍ରମାଣ କରିଛନ୍ତି ତାମିଲନାଡୁର ଜଣେ ବ୍ୟକ୍ତି । ବ୍ୟକ୍ତି ଜଣକ ନିଜ ବିବାହକୁ ସ୍ମରଣୀୟ କରିବା ପାଇଁ ‘ଔଷଧ ଖୋଳ’ ଭଳି ଡିଜାଇନ୍‌ କରିଛନ୍ତି ନିଜ ବିବାହ କାର୍ଡ । ଯାହାକୁ ନେଇ ସେ ଏବେ ଖୁବ ଚର୍ଚ୍ଚାରେ । ନିଜ ବିବାହ କାର୍ଡରେ ସେ ଅଜବ…

ଏନଟିଆରଙ୍କ ସାନ ଝିଅ ଉମା ମାହେଶ୍ବରୀଙ୍କ…

ହାଇଦ୍ରାବାଦ: ତେଲୁଗୁ ଦେଶମପାର୍ଟିର ପ୍ରତିଷ୍ଠାତା ନନ୍ଦମୁରୀ ତାରକ ରାମାରାଓ (ଏନଟିଆର)ଙ୍କ ସାନ ଝିଅ ଉମା ମାହେଶ୍ୱରୀ ଆତ୍ମହତ୍ୟା କରିଛନ୍ତି । ଉମା ମାହେଶ୍ୱରୀଙ୍କ ଝୁଲନ୍ତା ମୃତଦେହ ସୋମବାର ତାଙ୍କ ବାସ ଭବନ ହାଇଦ୍ରାବାଦର ଜୁବଲୀ ହିଲ୍ସରୁ ଉଦ୍ଧାର ହୋଇଛି। ସେ ଘରେ ଥିବା ଫ୍ୟାନରେ ରଶି ଲଗାଇ ଝୁଲି…

ହାଇଦ୍ରାବାଦରେ ମାଇକ୍ରୋସଫ୍ଟ ନିର୍ମାଣ…

ନୂଆଦିଲ୍ଲୀ : ମାଇକ୍ରୋସଫ୍ଟ ଭାରତରେ ଏହାର ନୂତନ କ୍ଲାଉଡ୍ ଡାଟା ସେଣ୍ଟର ପ୍ରତିଷ୍ଠା କରିବା ନେଇ ଘୋଷଣା କରିଛି। ହାଇଦ୍ରାବାଦରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏହା ମଧ୍ୟ ଭାରତରେ ସବୁଠାରୁ ବଡ ଡାଟା ସେଣ୍ଟର ହେବ। କ୍ଲାଉଡ୍ ସେବା, ଇଣ୍ଟରନେଟ୍ ଅଫ୍ ଥିଙ୍କ୍, ଖେଳ, ସୁରକ୍ଷା ଭଳି ଅନେକ ଜିନିଷ ଉପରେ…

କ୍ୟାନସର ରୋଗୀଙ୍କ ପାଇଁ ଦେବଦୂତ…

କ୍ୟାନସର ହେଉଛି ସବୁଠୁ ମାରାତ୍ମକ ରୋଗ। ତେଣୁ ଉଚିତ୍ ସମୟରେ ଏହାର ଚିକିତ୍ସା କରାଯିବା ଦରକାର | ଯଦିଓ ଏବେ କ୍ୟାନସରର ଚିକିତ୍ସା ସମ୍ଭବ, ତଥାପି ଏ ଦିଗରେ ପ୍ରଚୁର ଅର୍ଥ ଖର୍ଚ୍ଚ କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇ ନ ଥାଏ। ତେବେ ହାଇଦ୍ରାବାଦର ସୁଧା କେଶବରାଜୁ ଗରିବ, ଅସହାୟ କ୍ୟାନସର ରୋଗୀଙ୍କ ଲାଗି…