ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

hot weather

ରାଜ୍ୟରୁ ଗାଏବ ହେଲା ଶୀତ, ଆରମ୍ଭ ହେଲା…

ଭୁବନେଶ୍ବର: ରାଜ୍ୟରୁ ଗାଏବ ହେଲା ଶୀତ। ଆରମ୍ଭ ହେଲା ତାତି। ଉପାନ୍ତରୁ ଉପକୂଳ ଉପରମୁହାଁ ପାରଦ।  ଆଜି ୧୩ ସହରର ତାପମାତ୍ରା ୩୩ଡିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଛି।  ପାରଳାଖେମୁଣ୍ଡି ଓ ଭବାନୀପାଟଣା ସବୁଠୁ ଉତ୍ତପ୍ତ ସହର ପାଲଟିଛି।  ଉଭୟ ସହରର ଦିନର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ…

୪୦ ଡିଗ୍ରୀ ଉପରେ ରାଜ୍ୟର ୩୦ଟି ସହରର…

ଭୁବନେଶ୍ୱର: ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ରାଜ୍ୟ । ଡହଡହ ଖରାରେ ସନ୍ତୁଳି ହେଉଛି ସାରା ଓଡ଼ିଶା।  ଆଜି ରାଜ୍ୟର ୩୦ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ ଉପରେ ରହିଛି। ବଲାଙ୍ଗୀର ଓ ବରଗଡ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛନ୍ତି। ଉଭୟ ସହରର ତାପମାତ୍ରା ୪୪ ଦଶମିକ ୫ ଡିଗ୍ରୀ ସେଲସିୟସ…

ଫଗୁଣରେ ବୈଶାଖ ତାତି: ୪ ଦିନରେ ବଢ଼ିବ ଆଉ…

ଭୁବନେଶ୍ୱର: ଫଗୁଣ ଯାଇନାହିଁ; ଆରମ୍ଭ ହେଲାଣି ବୈଶାଖ ମାସ ପରି ତାତି। ଏତିକି ବେଳକୁ ପାଣିପାଗ ବିଶେଷଜ୍ଞ ଆଗାମୀ ୪ ଦିନରେ ତାତି ଆଉ ୪ ଡ଼ିଗ୍ରୀ ବଢ଼଼ିବା ଆକଳନ ସାଧାରଣ ଲୋକଙ୍କ ଚିନ୍ତା ବଢ଼଼ାଇଛି। ଏପରିକି ମାର୍ଚ୍ଚମାସରେ ଗ୍ରୀଷ୍ମ ଲହରୀ ସୃଷ୍ଟି ହୋଇପାରେ ବୋଲି କୁହାଯାଉଛି। ଗୁରୁବାରଠାରୁ ଉତ୍ତର ଉତ୍ତର…

୧୨୨ ବର୍ଷର ରେକର୍ଡ ଭାଙ୍ଗିଲା ଫେବୃଆରୀର…

ନୂଆଦିଲ୍ଲୀ: ଗତ ୧୨୨ ବର୍ଷରେ ଚଳିତ ବର୍ଷର ଫେବ୍ରୁଆରୀ ସବୁଠୁ ଗରମ ରହିଥିଲା । ଏ ନେଇ ଭାରତୀୟ ପାଣିପାଗ ବିଭାଗ ଏକ ରିପୋର୍ଟ ଜାରି କରିଛି। ଏହି ସମୟରେ ଦିନର ହାରାହାରି ତାପମାତ୍ରା ସାମାନ୍ୟ ଠାରୁ ୧.୭୩ ଡିଗ୍ରୀ ଅଧିକ ରହିଥିଲା । ବିଭାଗ ରିପୋର୍ଟ ଅନୁଯାୟୀ, ଏହା ପୂର୍ବରୁ ୧୯୦୧ ମସିହାରେ ଫେବ୍ରୁଆରୀରେ…

ଆଜିଠୁ ବଢ଼ିବ ତାତି

ଭୁବନେଶ୍ୱର : ଆଜିଠାରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ। ବର୍ତ୍ତମାନ ରାଜ୍ୟରେ ଦିନର ତାପମାତ୍ରା ଅଧିକ ରହୁଥିବା ବେଳେ ସୋମବାରଠାରୁ ଉଭୟ ଦିନ ଓ ରାତିର ତାପମାତ୍ରା ଅଧିକ ରହିବ। ଫଳରେ ଗତ ୨-୩ ଦିନ ହେବ ରାତିରେ ଅନୁଭୂତ ହେଉଥିବା ଥଣ୍ଡା ହ୍ରାସ ପାଇବ। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୪…

ଖରାରେ ସିଝୁଛି ସାରା ଓଡ଼ିଶା: ଅପରାହ୍ନ…

ଭୁବନେଶ୍ୱର: ରାଜ୍ଯରେ ବୃଦ୍ଧି ପାଉଛି ତାପମାତ୍ରା। ଖରାରେ ସିଝୁଛି ସାରା ଓଡ଼ିଶା। ଆଜି ଅପରାହ୍ନ ୨ଟା ୩୦ ସୁଦ୍ଧା ରେକର୍ଡ କରାଯାଇଥିବା ଦିନ ତାପମାତ୍ରା ମଧ୍ଯରେ ୪ଟି ଜିଲ୍ଲାର ଦିନ ତାପମାତ୍ରା ୪୦ ଡ଼ିଗ୍ରୀ ଠାରୁ ଅଧିକ ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ସର୍ବାଧିକ ୪୧.୬ ଡିଗ୍ରୀ ରେକର୍ଡ କରାଯାଇଛି।…