ମଙ୍ଗଳବାର ରାଶିଫଳ ( ୧୨-୦୩-୨୦୨୪ )
ମେଷ: କାର୍ଯ୍ୟକ୍ଷେତ୍ରରେ ବାଧା ସୃଷ୍ଟି ହେବ। ବ୍ୟବସାୟରେ ତରବରିଆ ନିଷ୍ପତ୍ତି ନିଅନ୍ତୁ ନାହିଁ। ଚକ୍ଷୁ ପାଇଁ କଷ୍ଟ ପାଇପାରନ୍ତି। ମହିଳାମାନେ ଆଳସ୍ୟତା ଅନୁଭବ କରିବେ।ବୃଷ: ସମସ୍ତ କାର୍ଯ୍ୟରେ ସଫଳତା ପାଇବେ। ପରୀକ୍ଷାର୍ଥୀ କୃତକାର୍ଯ୍ୟ ହେବେ। ତ୍ବରିତ କାର୍ଯ୍ୟ ପାଇଁ ଦୂର ସ୍ଥାନ ଯାତ୍ରା…