ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

hockey

ମାଲେସିଆକୁ ୪-୩ ଗୋଲରେ ହରାଇ ଚତୁର୍ଥ ଥର…

ଚେନ୍ନଇ: ଏସିଆନ ଚାମ୍ପିଅନ୍ସ ଟ୍ରଫିର ସପ୍ତମ ସଂସ୍କରଣରେ ଆୟୋଜକ ଭାରତ ଏଥର ଚାମ୍ପିଅନ ହୋଇଛି। ସ୍ଥାନୀୟ ମେୟର ରାଧାକ୍ରିଷ୍ଣନ ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟର କଡ଼ା ସଂଘର୍ଷପୂର୍ଣ୍ଣ ଫାଇନାଲ ମୁକାବିଲାରେ ଭାରତ ୪-୩ ଗୋଲରେ ମାଲେସିଆକୁ ପରାସ୍ତ କରି ସର୍ବାଧିକ ଚତୁର୍ଥଥର ପାଇଁ ଟାଇଟଲ…

ଚାରିଥରର ଚାମ୍ପିଅନ ଦକ୍ଷିଣ କୋରିଆକୁ…

ଟୋକିଓ: ପ୍ରଥମ ଥର ପାଇଁ ଏସିଆ କପ୍ ଜୁନିଅର ମହିଳା ହକିରେ ଚାମ୍ପିଅନ ହୋଇଛି ଭାରତ । ଫାଇନାଲରେ ଭାରତ ଚାରିଥରର ଚାମ୍ପିଅନ ଦକ୍ଷିଣ କୋରିଆକୁ ୨-୧ ଗୋଲରେ ହରାଇ ଟାଇଟଲ ହାସଲ କରିଛି। ସମଗ୍ର ପ୍ରତିଯୋଗିତାରେ ଅପରାଜେୟ ରହି ଚାମ୍ପିଅନ ହୋଇଛି ଭାରତ ।ଜାପାନର କାକାମିଗହାରା ସହରରେ ଆୟୋଜିତ ଏହି…

ହକି ବିଶ୍ବକପ୍‌ ୨୦୨୩: କଳିଙ୍ଗରେ ୪-୨…

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ପୁରୁଷ ହକି ବିଶ୍ୱକପର ଆଜିର ମ୍ୟାଚରେ ଭାରତ-ୱେଲ୍ସ  ମଧ୍ଯରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ଭାରତ ସମଶେର ସିଂହ ଓ ଆକାଶଦୀପ ସିଂହ ଗୋଲ ବଳରେ ୨- ୦ରେ ଆଗୁଆ ରହିଥିଲା । ପରେ ୱେଲ୍ସ  କ୍ରମାଗତ ୨ଟି ଗୋଲ କରି ମ୍ୟାଚକୁ କମ ବ୍ଯାକ କରିଥିଲା । ଫଳରେ…

ହକି ବିଶ୍ୱକପର ପ୍ରଥମ ମ୍ୟାଚରେ ସାଉଥ…

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଥିବା ହକି ବିଶ୍ଵକପର ପ୍ରଥମ ମ୍ୟାଚ୍ ଶେଷ ହୋଇଛି । ଆଜିର ପ୍ରଥମ ମ୍ୟାଚରେ ଶେଷ ହୋଇଥିଲେ ଆର୍ଜେଣ୍ଟିନା ଓ ସାଉଥ୍ ଆଫ୍ରିକା ଟିମ୍ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏହି ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା ୧-୦ ଗୋଲରେ ଜିତିଛି । ଉଭୟ ଦଳ ମଧ୍ୟରେ କଡା ଟକ୍କର…

ରାଷ୍ଟ୍ରୀୟ କ୍ରୀଡା ପୁରସ୍କାର ୨୦୨୨:…

ନୂଆଦିଲ୍ଲୀ: ଆଜି ଜାତୀୟ କ୍ରୀଡା ପୁରସ୍କାର ୨୦୨୨ ଘୋଷଣା କରାଯାଇଛି । ବିଭିନ୍ନ କ୍ରୀଡ଼ାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପୁରସ୍କାର ପାଇବାକୁ ଥିବା ଖେଳାଳି ଓ କୋଚଙ୍କ ନାଁ ଘୋଷଣା କରିଛି କେନ୍ଦ୍ର କ୍ରୀଡା ମନ୍ତ୍ରାଳୟ । ନଭେମ୍ବର ୩୦ ତାରିଖରେ ରାଷ୍ଟ୍ରୀୟ ଖେଳ ପୁରସ୍କାର ସମାରୋହ ଅବସରରେ ତାଙ୍କୁ ଏହି…

ଅର୍ଜୁନ ପୁରସ୍କାର ପାଇଁ ଓଡ଼ିଶା ହକି…

ଭୁବନେଶ୍ୱର: ଅର୍ଜୁନ ପୁରସ୍କାର ପାଇଁ ଓଡ଼ିଶାର ଆନ୍ତର୍ଜାତିକ ମହିଳା ହକି ତାରକା ଦୀପଗ୍ରେସ ଏକ୍କାଙ୍କ ନାମ ସୁପାରିଶ କରାଯାଇଛି । ଜାତୀୟ କ୍ରୀଡା ପୁରସ୍କାର ଚୟନ କମିଟି ଜାତୀୟ ମହିଳା ହକି ଦଳର ଅଭିଜ୍ଞ ଡିଫେଣ୍ଡର ଦୀପଗ୍ରେସ ଏକ୍କାଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିଶ କରିଛି । ସୁନ୍ଦରଗଡ଼…

ଏଫ୍‌‌ଆଇଏଚ୍‌‌ ପୁରସ୍କାର: କ୍ରମାଗତ…

ନୂଆଦିଲ୍ଲୀ: ଷ୍ଟାର୍‌‌ ଭାରତୀୟ ଡିଫେଣ୍ଡର ହର୍‌‌ମନପ୍ରୀତ୍‌‌ ସିଂହ ୨୦୨୧-୨୨ ବର୍ଷ ଲାଗି ବିଶ୍ୱ ହକିର ସର୍ବୋଚ୍ଚ ସଂସ୍ଥା ଏଫ୍‌‌ଆଇଏଚ୍‌‌ର ଶ୍ରେଷ୍ଠ ପୁରୁଷ ଖେଳାଳି ବିବେଚିତ ହୋଇଛନ୍ତି। କ୍ରମାଗତ ଦ୍ୱିତୀୟଥର ଲାଗି ହର୍‌‌ମନପ୍ରୀତ୍‌‌ ଏହି ସମ୍ମାନଜନକ ପୁରସ୍କାର ଜିତିବାର ସୌଭାଗ୍ୟ ଲାଭ କରିଛନ୍ତି।…

ଲକ୍ଷ୍ୟଭେଦୀ କ୍ରୀଡ଼ା ବିକାଶ; ଓଡିଶାରେ…

କ୍ରୀଡ଼ାର ଉନ୍ନତି ଲାଗି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ସରକାର ଯାହା କରିଛନ୍ତି, ତାହା ଭାରତରେ ଅନ୍ୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଲାଗି ଉଦାହରଣ ସୃଷ୍ଟି କରିଛି। ନବୀନ ସରକାରଙ୍କ ଚତୁର୍ଥ ପାଳିରେ କ୍ରୀଡ଼ାକୁ ଖୁବ୍ ଗୁରତ୍ୱ ଦିଆଯାଇଥିଲା। କଳିଙ୍ଗ ଷ୍ଟାଡିୟମ୍ରେ ଅତ୍ୟାଧୁନିକ ହକି କମ୍ପ୍ଲେକସ୍…

ଜାତୀୟ ମହିଳା ସିନିଅର ହକିରେ ଓଡ଼ିଶା…

ଭୁବନେଶ୍ୱର: ଜାତୀୟ ମହିଳା ସିନିଅର ହକିରେ ଓଡ଼ିଶା ଟିମର ବାଜିମାତ୍ । ପ୍ରଥମ ଥର ପାଇଁ ଚାମ୍ପିଅନ୍ ହୋଇଛି ଓଡ଼ିଶା ଦଳ। ଭୋପାଳରେ ଖେଳା ଯାଇଥିବା ଫାଇନାଲ ମ୍ୟାଚରେ କର୍ଣ୍ଣାଟକକୁ ହରାଇ ବିଜୟୀ ହୋଇଛି ଓଡ଼ିଶା । ୨-୦ ଗୋଲରେ ବିଜୟୀ ହୋଇ ଟାଇଟଲ୍ ହାସଲ କରିଛି ଅସ୍ମିତା ବାର୍ଲାଙ୍କ ନେତୃତ୍ୱାଧିନ ଓଡ଼ିଶା…

ହକିରୁ ଅବସର ଘୋଷଣା କଲେ ଓଡ଼ିଆ ପୁଅ…

ଭୁବନେଶ୍ବର : ଭାରତୀୟ ହକି ଟିମ୍ରୁ ଅବସର ଘୋଷଣା କରିଛନ୍ତି ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା। ଟିମ୍‌ ଇଣ୍ଡିଆର ଷ୍ଟାର ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା ଗୁରୁବାର ହକିରୁ ଅବସର ନେଇ ହକି ଇଣ୍ଡିଆକୁ ଜଣାଇଥିଲେ। ଏହାପରେ  ହକି ଇଣ୍ଡିଆ ପକ୍ଷରୁ ଟ୍ବିଟ୍‌ କରି ଏହି ସୂଚନା ଦିଆଯାଇଛି । ଟିମ୍ ଇଣ୍ଡିଆ ପାଇଁ ୨୦୧ଟି…