ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Hockey World Cup 2023

ସରିଲା ହକି ବିଶ୍ବକପ୍‌ର ପୁଲ୍‌ ପର୍ଯ୍ୟାୟ…

ଭୁବନେଶ୍ବର : ଚଳିତ ପୁରୁଷ ହକି ବିଶ୍ୱକପ୍‌‌ ୧୫ତମ ସଂସ୍କରଣର ପୁଲ୍‌ ପର୍ଯ୍ୟାୟ ମ୍ୟାଚ୍‌ ଶେଷ ହୋଇଛି। ଆଜି ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଶେଷ ୪ଟି ପୁଲ୍‌ ପର୍ଯ୍ୟାୟ ମ୍ୟାଚ ଖେଳାଯାଇଥିଲା। ଆଜିର ୪ଟି ମ୍ୟାଚ ପରେ ୪ଟି ଦଳ ଚଳିତ ବିଶ୍ବକପ୍‌ରେ କ୍ୱାର୍ଟର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ…

ହକି ବିଶ୍ବକପ୍‌ ୨୦୨୩ : ୭-୨ ଗୋଲ୍‌ରେ…

ରାଉରକେଲା : ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯାଉଥିବା ପୁରୁଷ ହକି ବିଶ୍ୱକପର ଶେଷ ପୁଲ୍‌ ମ୍ୟାଚ୍‌ରେ କୋରିଆ ବିପକ୍ଷରେ ବଡ଼ ବିଜୟ ହାସଲ କରିଛି ଜର୍ମାନୀ। ଆଜିର ମ୍ୟାଚରେ ପ୍ରଥମରୁ ଜର୍ମାନୀ କୋରିଆ ବିପକ୍ଷରେ ଆଟାକିଂ ଖେଳ ପଦର୍ଶନ କରିବା ସହ ୭-୨ ଗୋଲ୍‌ରେ ବିଜୟୀ ହୋଇଛି। ୱେଲେନ୍‌ ନିକଲାସ ଜର୍ମାନି…

ହକି ବିଶ୍ବକପ୍‌ ୨୦୨୩ : କଳିଙ୍ଗରେ…

ଭୁବନେଶ୍ବର : ଏଫଆଇଏଚ୍‌ ଓଡ଼ିଶା ହକି ପୁରୁଷ ବିଶ୍ୱକପ ୨୦୨୩ର ଚତୁର୍ଥ ଦିନରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଦୁଇଟି ମ୍ୟାଚ୍‌ ଶେଷ ହୋଇଛି। ଚତୁର୍ଥ ଦିନରେ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଦୁଇଟି ମ୍ୟାଚ ପରେ କଳିଙ୍ଗରେ ଖେଳାଯାଇଥିବା ଆଜିର ପ୍ରଥମ ମ୍ୟାଚରେ ସାଉଥ ଆଫ୍ରିକାକୁ…

ହକି ବିଶ୍ବକପ୍‌ ୨୦୨୩: ଭାରତ –…

ରାଉରକେଲା : ଏଫ୍‌‌ଆଇଏଚ୍‌‌ ହକି ପୁରୁଷ ବିଶ୍ୱକପ୍‌ରେ ଭାରତ ତା'ର ଦ୍ୱିତୀୟ ମ୍ୟାଚ୍‌‌ ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷରେ ଆଜି ଖେଳିଥିଲା । ହେଲେ ଉଭୟ ଭାରତ ଓ ଇଂଲଣ୍ଡ ଦମଦାର ଖେଳ ପ୍ରଦର୍ଶନ କରିଥିଲେ। ଉଭୟଙ୍କ ମଧ୍ଯରେ କଡା ଟକ୍କର ହୋଇଥିଲେ ମଧ୍ଯ ନିର୍ଦ୍ଧାରିତ ସମୟ…

ବିର୍ସାମୁଣ୍ଡା ଷ୍ଟାଡିୟମ୍‌‌ରେ ହେବ କଡ଼ା…

ରାଉରକେଲା : ଘରୋଇ ସମର୍ଥକ ଓ ଘରୋଇ ଖେଳାଳିଙ୍କ ଦମ୍‌‌ ବଳରେ ଭାରତ ବିଜୟରୁ ଏଫ୍‌‌ଆଇଏଚ୍‌‌ ହକି ପୁରୁଷ ବିଶ୍ୱକପ୍‌‌ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର ନବନିର୍ମିତ ବିର୍ସାମୁଣ୍ଡା ଷ୍ଟାଡିୟମ୍‌‌ରେ ଭାରତ ୨-୦ ଗୋଲରେ ସ୍ପେନ୍‌‌କୁ ହରାଇ ୪୮ ବର୍ଷ ପରେ ପଦକ ଜିତିବାକୁ ଗୋଟିଏ ପାଦ ଅଗ୍ରସର ହୋଇଛି। ଏହି…

ହକି ବିଶ୍ବକପ୍‌ ୨୦୨୩ : ୪-୦ ଗୋଲ୍‌ରେ…

ରାଉରକେଲା : ଏଫଆଇଏଚ୍‌ ଓଡ଼ିଶା ହକି ପୁରୁଷ ବିଶ୍ୱକପ ୨୦୨୩ରେ ଆଜି ଖେଳା ଯାଇଥିବା ଷଷ୍ଠ ମ୍ୟାଚ୍‌ରେ ୪-୦ ଗୋଲ୍‌ରେ ମାଲେସିଆକୁ ହରାଇଛି ନେଦରଲ୍ୟାଣ୍ଡ୍‌ସ । ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆଜି ଦ୍ବିତୀୟ ମ୍ୟାଚରେ ତିନି ଥରର ଚାମ୍ପିଅନ ନେଦରଲ୍ୟାଣ୍ଡସ ଓ ମାଲେସିଆ ମଧ୍ୟରେ ଖେଳା ଯାଇଥିଲା।…

ଆଜି ହକି ବିଶ୍ୱକପର ଦ୍ଵିତୀୟ ଦିନ,…

ଭୁବନେଶ୍ୱର: ଆଜି ହକି ବିଶ୍ୱକପର ଦ୍ଵିତୀୟ ଦିନରେ ପ୍ରଥମେ ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଓ ଚିଲି । ଦିନ ଗୋଟାଏରେ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ମ୍ୟାଚ ହେବ । ଏହି ମ୍ୟାଚ ପରେ ଦିନ ୩ଟାରେ ନେଦରଲ୍ୟାଣ୍ଡ୍ସ ଓ ମାଲେସିଆ ମଧ୍ୟରେ ମ୍ୟାଚ ହେବ । ଏହି ମ୍ୟାଚଟି ମଧ୍ୟ ରାଉରକେଲାର ବିର୍ସା…

ବିର୍ସା ମୁଣ୍ଡା ଷ୍ଟାଡିୟମରୁ ବିଜୟ ସହ…

ରାଉରକେଲା : ଓଡ଼ିଶାରେ ଆଜିଠୁ ଆରମ୍ଭ ହୋଇଥିବା ପୁରୁଷ ହକି ବିଶ୍ବକପ୍‌ ୨୦୨୩ରେ ବିଜୟ ସହ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ପ୍ରଥମ ଦିନର ଚତୁର୍ଥ ମ୍ୟାଚରେ ଆୟୋଜକ ଭାରତ ୨-୦ରେ ସ୍ପେନ୍‌କୁ ପରାସ୍ତ କରିଛି। ରାଉରକେଲାରେ ନବନିର୍ମିତ ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ଭାରତୀୟ ଟିମ୍‌ରେ…

ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମର…

ରାଉରକେଲା : ନବନିର୍ମିତ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚରେ ୱେଲ୍‌ସକୁ ୫-୦ ଗୋଲ୍‌ରେ ମାତ୍‌ ଦେଇଛି ଇଂଲଣ୍ଡ। ପୁରୁଷ ହକି ବିଶ୍ବକପ୍‌-୨୦୨୩ର ତୃତୀୟ ମ୍ୟାଚ୍‌ରେ ୱେଲ୍‌ସକୁ ୫-୦ ଗୋଲରେ ପରାସ୍ତ କରି ବିର୍ସା ମୁଣ୍ଡା ଷ୍ଟାଡିୟମରେ ଇତିହାସ ରଚିଛି ଇଂଲଣ୍ଡ।ପୁରୁଷ…

ହକି ବିଶ୍ବକପ୍‌ ୨୦୨୩ : ଫ୍ରାନ୍ସକୁ ୮-୦…

ଭୁବନେଶ୍ବର : ଆଜିଠୁ ଆରମ୍ଭ ହୋଇଥିବା ଏଫଆଇଏଚ୍‌ ଓଡ଼ିଶା ହକି ପୁରୁଷ ବିଶ୍ୱକପ ୨୦୨୩ର ଦ୍ବିତୀୟ ମ୍ୟାଚରେ ଦମ୍‌ଦାର ପଦର୍ଶନ କରି ବିଶାଳ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଫ୍ରାନ୍ସକୁ ୮ଟି ‌ଗୋଲ୍‌ରେ ପରାସ୍ତ କରି ଅଷ୍ଟ୍ରେଲିଆ ଚଳିତ ବିଶ୍ବକପରେ ବିଜୟ…