ସ୍ବର୍ଣ୍ଣ ପଦକ ବିଜେତା ହକି ଖେଳାଳି…
ନୂଆଦିଲ୍ଲୀ: ଭାରତୀୟ ହକି ଦଳର ପୂର୍ବତନ ସଦସ୍ୟ ତଥା ମୋସ୍କୋ ଓଲମ୍ପିକ୍ସରେ ଗୋଲ୍ଡ ମେଡାଲ ଜିତିଥିବା ହକି ଟିମ୍ର ଜବରଦସ୍ତ ଖେଳାଳୀ ରବିନ୍ଦ୍ର ପାଲ୍ ସିଂହଙ୍କ ଦେହାନ୍ତ। ତାଙ୍କର କରୋନାରେ ମୃତ୍ୟୁ ଘଟିଛି । ସେ ୧୯୮୦ ମସିହାରେ ହୋଇଥିବା ମୋସ୍କୋ ଓଲମ୍ପିକ୍ସରେ ସ୍ୱର୍ଣ୍ଣପଦକ ଜିତିଥିଲେ । ସେ…