Browsing Tag

Hit Wave

ତାତିରେ ସିଝୁଛି ରାଜ୍ୟର ଅଧା ସହର; ୪୩.୫…

ଭୁବନେଶ୍ୱର: ଡେଉଁଛି ପାରଦ । ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଅସହ୍ୟ ଗରମ ଓ ଗୁଳୁଗୁଳୁରେ ଲୋକେ ଅସ୍ତବ୍ୟସ୍ତ । ସୋନପୁର ହୋଇଛି ରାଜ୍ୟର ସବୁଠୁ ଉତପ୍ତ ସହର । ୪୩.୫ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ସୋନପୁର ରାଜ୍ୟରେ ଆଜି ସବୁଠାରୁ ଉତ୍ତପ୍ତ ସହର ହୋଇଛି । ରାଜ୍ୟର ୧୫ଟି ସହରର ତାପମାତ୍ରା ୪୦…

ପ୍ରଚଣ୍ଡ ତାତିରେ ଛଟପଟ ପଶ୍ଚିମ ଓଡ଼ିଶା,…

ଭୁବନେଶ୍ୱର: ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଜାରି ରହିଛି। କ୍ରମାଗତ ଭାବେ ଏହି ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ପଶ୍ଚିମ ଓଡ଼ିଶା ତାତିରେ ଛଟପଟ ହେଉଛି। ସୋମବାର ୮ ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରହିଛି। ବଲାଙ୍ଗୀର ୪୨.୬ ଡିଗ୍ରୀ ସହ ରାଜ୍ୟର ଉତ୍ତପ୍ତ…

ବଢୁଛି ତାତି; ୩୭ ଡିଗ୍ରୀ ଉପରେ ରାଜ୍ୟର…

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ତାତି ବଢୁଥିବା ବେଳେ ଆସନ୍ତା ୨୦ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ଏହା କ୍ରମଶଃ ଘନୀଭୂତ ହୋଇ ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବ। ଜିଏଫ୍‍ଏସ୍‍-ଏନ୍‍ସିଇପି, ଇସିଏମ୍‍ଡବ୍ଲ୍ୟୁଏଫ୍‍, ଆଇଏମଡି-ଜିଏଫ୍‍ଏସ୍‍, ଆଇଏମଡି-ଜିଇଏଫ୍‍ଏସ୍‍ ମଡେଲ ଏ…

ଆହୁରି ୩ ଡିଗ୍ରୀ ବଢ଼ିବ ଦିନ ତାପମାତ୍ରା,…

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ତାପମାତ୍ରା କ୍ରମଶଃ ବଢ଼଼ୁଥିବା ବେଳେ ଆସନ୍ତା ୨-୩ ଦିନ ମଧ୍ୟରେ ଦିନବେଳା ତାପମାତ୍ରାରେ ଆହୁରି ୨ରୁ ୩ ଡିଗ୍ରୀ ସେଲସିୟସ୍‍ ବୃଦ୍ଧି ଘଟିବ। ୧୫ ଓ ୧୬ ତାରିଖ ବେଳକୁ ରାଜ୍ୟର କେତେକ ଜିଲ୍ଲାରେ ହିଟ୍‍ ୱେଭ ପରିସ୍ଥିତି ଦେଖାଦେଇପାରେ। ଶନିବାର ଏନେଇ ଭୁବନେଶ୍ୱର ଆଞ୍ଚଳିକ…