ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Himachal Pradesh

କ୍ରସ ଭୋଟିଂ ପରେ ହିମାଚଳ ପ୍ରଦେଶ…

ନୂଆଦିଲ୍ଲୀ: ଘୋଡା ବେପାର କରିବାରେ ବିଜେପି ମାହିର ଥିବା ପୂର୍ବରୁ ବହୁ ନଜିର ରହିଛି। ମହାରଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ବିହାର ଭଳି ରାଜ୍ୟରେ ବିଧାୟକଙ୍କୁ କିଣି ପ୍‌ରଚଳିତ ଥିବା ସରକାର ଭାଙ୍ଗିବାରେ ବିଜେପିର ପୁରୁଣା ରେକର୍ଡ ରହିଛି। ପୁଣି ସେହି ଘୋଡା ବେପାର ଫର୍ମୁଲା ହିମାଚଳ ପ୍ରଦେଶରେ ଆପଣେଇବାକୁ…

ସୋସିଆଲ ମିଡିଆରେ ଭାଇରାଲ ହେଉଛି…

ହିମାଚଳପ୍ରଦେଶ: ଭଗବାନଙ୍କୁ ପାଇବା ପାଇଁ ଯୋଗୀ ଓ ଋଷିମାନେ ତପସ୍ୟା କରୁଥିବାର ଅନେକ ଚିତ୍ର ଦେଖିଛେ। ସୋସିଆଲ ମିଡିଆରେ ଏବେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଜଣେ ଯୋଗୀ ତପସ୍ୟାରେ ଏପରି ମଗ୍ନ ହୋଇଛନ୍ତି। ତପସ୍ୟାରେ ଏପରି ମଗ୍ନ ହୋଇଯାଇଛନ୍ତି ଯେ, ତାଙ୍କ ଶରୀରରେ ବରଫ ଖଣ୍ଡ ଜମା ହୋଇଯାଇଥିବା…

ପ୍ରାକୃତିକ ବିପର୍ଯ୍ୟୟରେ ହୋଇଥିବା…

ଭୁବନେଶ୍ବର: ହିମାଚଳ ପ୍ରଦେଶରେ ପ୍ରାକୃତିକ ବିପର୍ଯ୍ୟୟରେ ହୋଇଥିବା କ୍ଷୟକ୍ଷତିର ସୁଧାର ପାଇଁ ସହାୟତାର ହାତ ବଢାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୫ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ଏଥିସହ ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କୁ ଚିଠି…

ହିମାଚଳପ୍ରଦେଶରେ ଭୂସ୍ଖଳନ, ଆଖି…

ଶିମଲା(ହିମାଚଳ ପ୍ରଦେଶ): ବର୍ଷାର ତାଣ୍ଡବରେ ଥରୁଛି ହିମାଚଳ ପ୍ରଦେଶ। ଏଠି ବର୍ଷା ଧୋଇ ନେଲାଣି ହଜାର ହଜାର ଘର। ବାଦଲଫଟା ବର୍ଷା ଯୋଗୁ ଗଲାଣି ୩୬୦ ଜୀବନ। ତଥାପି ବର୍ଷାର ପ୍ରକୋପ କମିନି। ପ୍ରକୃତିର ଏ ଭୟଙ୍କର ରୂପ ଦେଖି ଭୟଭୀତ ହୋଇପଡିଲେଣି ଲୋକେ।ପାହାଡିଆ ଅଞ୍ଚଳରେ ହୋଇଥିବା ଭୂସ୍ଖଳନରେ…

ଭୂସ୍ଖଳନରେ ଭୁଶୁଡିଲା ମନ୍ଦିର: ୫ ମୃତ,…

ଶିମଲା: ହିମାଚଳ ପ୍ରଦେଶର ରାଜଧାନୀ ଶିମଲାରେ ବର୍ଷା ଓ ଭୂସ୍ଖଳନ ବିତ୍ପାତ । ପ୍ରବଳ ବର୍ଷାରେ ସାରା ରାଜ୍ୟରେ ଜଳ ପ୍ରଳୟ ସୃଷ୍ଟି ହୋଇଛି। ବର୍ଷା ହେତୁ ଅନେକ ସ୍ଥାନରେ ଭୂସ୍ଖଳନ ଘଟିଛି। ଏହି କାରଣରୁ ଅନେକ ରାସ୍ତା ବନ୍ଦ ହୋଇଯାଇଛି। ଶିମଲାର ସମରହିଲ ଅଞ୍ଚଳର ଏକ ଶିବ ମନ୍ଦିରରେ ଭୂସ୍ଖଳନ ଘଟିଛି। ଏଥିରେ…

ବାଦଲଫଟା ବର୍ଷାରେ ଚାଲିଗଲା ୭ ଜଣଙ୍କ…

ହିମାଚଳ ପ୍ରଦେଶ: ହିମାଚଳ ପ୍ରଦେଶର ସୋଲାନରେ ଘଟିଛି ଅଭାବନୀୟ ଘଟଣା ।  ଗତକାଲି ରାତିରେ ବାଦଲଫଟା ବର୍ଷାରେ  ୭ ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହ ୬ ଜଣଙ୍କୁ ଉଦ୍ଧାର କରାଯାଛଛି।  ଗତ ୨୪ ଘଣ୍ଟା ହେଲା ନିକଟସ୍ଥ ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ଗତ ରାତିରେ ହୋଇଥିବା…

ହିମାଚଳରେ ବଦଳୁଛି ପ୍ରକୃତିର ନିୟମ,…

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ପରିବେଶ ପ୍ରତି ବିପଦ ସୃଷ୍ଟି କରୁଛି। ଏହାର କୁପ୍ରଭାବ ମନୁଷ୍ୟ ସହିତ ପ୍ରକୃତି ଉପରେ ପଡୁଛି। ହିମାଚଳ ପ୍ରଦେଶରୁ ଏହାର ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି। ଚଳିତ ବର୍ଷ ଏହି ରାଜ୍ୟରେ ପ୍ରକୃତିର ନିୟମ ବଦଳି ଯାଇଛି। ହିମାଳୟ କ୍ଷେତ୍ରରେ ତୁଷାରପାତର ଧାରାରେ…

ଭାରସାମ୍ଯ ହରାଇ ପଥଚାରୀଙ୍କ ଉପରେ…

ସୋଲାନ: ହିମାଚଳ ପ୍ରଦେଶରେ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। କାଲକା ଶିମଲା ରାଜପଥ ଧର୍ମପୁରରେ ଘଟିଛି ଏହି ଦୁର୍ଘଟଣା। ସୋଲାନର ଧର୍ମପୁରର କାଲକା-ଶିମଲା ଜାତୀୟ ରାଜପଥରେ ପଥଚାରୀଙ୍କ ଉପରେ ଇନୋଭାଟି ମାଡିଯାଇଛି। ଫଳରେ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ୪ ଜଣ ଗୁରୁତର ହୋଇଥିବା…

ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ…

ଶିମ୍‌ଲା: ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁଖବିନ୍ଦର ସିଂ ସୁଖୁ । ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୁକେଶ ଅଗ୍ନିହୋତ୍ରୀ । ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ତାଙ୍କ ପଦ ଓ ଗୋପନୀୟତାର ଶପଥ ପାଠ କରାଯାଇଛି । ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ…

ହିମାଚଳର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି…

ଶିମଲା: ଆଜି ହିମାଚଳ ପ୍ରଦେଶ ପାଇବ ନୂଆ ମୁଖ୍ୟମନ୍ତ୍ରୀ । ଆଜି ଶପଥ ନେବେ ହିମାଚଳର ନୂଆ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ । ପ୍ରତିଭାଙ୍କ ସମର୍ଥକ ମୁକେଶ ଅଗ୍ନିହୋତ୍ରୀ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ସୁଖବିନ୍ଦର ସିଂ ସୁଖୁଙ୍କ ପୂର୍ବରୁ ହିମାଚଳ କଂଗ୍ରେସର ଅଧ୍ୟକ୍ଷ ପ୍ରତିଭା ସିଂଙ୍କ ନାମ…