ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

High Temperature

ଅସମ୍ଭାଳ ତାତିରେ ସିଝୁଛି ସାରା ଓଡିଶା;…

ଭୁବନେଶ୍ୱର: ଅସମ୍ଭାଳ ଖରାରେ ସିଝୁଛି ସାରା ଓଡିଶା । ଅସହ୍ୟ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ । ଆଜି ଉଭୟ ମାଲକାନଗିରି ଓ ବୌଦ୍ଧରେ ଦିନ ତାପମାତ୍ରା ସର୍ବାଧିକ ୪୨ ଡିଗ୍ରି ରେକର୍ଡ କରାଯାଇଛି। ରାଜ୍ୟର ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି। ଏ ନେଇ ଆଞ୍ଚଳିକ…

ଅସହ୍ୟ ତାତିରେ ସିଝୁଛି ଓଡିଶା, ଆଜି ୪୦.୪…

ଭୁବନେଶ୍ୱର: ମୁଣ୍ଡଫଟା ଖରା ସାଙ୍ଗକୁ ପ୍ରବଳ ତାତିରେ ଫୁଟୁଛି ସାରା ଓଡିଶା । ଆଜି ରାଜ୍ୟର ୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି । ତେବେ ଆଜି ୪୦.୪ ଡିଗ୍ରୀ ସହ ବାରିପଦା ଓ ଝାରସୁଗୁଡ଼ା ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି । ସେହିପରି ବଲାଙ୍ଗୀରରେ ୪୦.୩ଡ଼ିଗ୍ରୀ ସହ ବୌଦ୍ଧ, ନୟାଗଡ,…

ରାଜ୍ୟରେ ଉପରମୁହାଁ ପାରଦ, ଆଜି ୩୯.୮…

ଭୁବନେଶ୍ୱର: ରାଜ୍ୟରେ ଉପରମୁହାଁ ପାରଦ । ଅସହ୍ୟ ତାତି ଯୋଗୁଁ ଅସ୍ତବ୍ୟସ୍ତ ହେଉଛି ଜନଜୀବନ । ଆଜି ରାଜ୍ୟର ୫ ସହରର ତାପମାତ୍ରା ୩୯ ଡ଼ିଗ୍ରୀ ଛୁଇଁଛି। ୩୯.୮ ଡ଼ିଗ୍ରୀ ସହ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ପାଲଟିଛି ସବୁଠୁ ଉତ୍ତପ୍ତ ସହର। ସେହିପରି ବୌଦ୍ଧରେ ୩୯.୫, ନୟାଗଡ଼ରେ ୩୯.୨, ଟିଟିଲାଗଡ଼ରେ ୩୯.୨ ଓ…

ସାରା ରାଜ୍ୟରେ ଉପରମୁହାଁ ପାରଦ, ୪ ଦିନରେ…

ଭୁବନେଶ୍ୱର: ସାରା ରାଜ୍ୟରେ ଉପରମୁହାଁ ପାରଦ । ୨-୩ ଦିନର କୋହଲା ପାଗ ପରେ ଶନିବାର ରାଜ୍ୟକୁ ପୁଣିଥରେ ତାତି ଫେରିଛି। ଗତକାଲି ରାଜ୍ୟର ୫ ସହରର ତାପମାତ୍ରା ୩୭ ଡିଗ୍ରୀ ଛୁଇଁଛି। ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ସେଲିସୟସ୍‌‌ ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର…

ସାରା ରାଜ୍ୟରେ ନିଆଁ ବର୍ଷା ଖରା, ୨୦…

ଭୁବନେଶ୍ୱର: ଗତ କିଛିଦିନ ହେବ ପ୍ରବଳ ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ଓଡ଼ିଶାବାସୀ ସନ୍ତୁଳି ହୋଇଛନ୍ତି। ବିଶେଷକରି ପଶ୍ଚିମ ଓଡ଼ିଶାରେ ଆକାଶରୁ ନିଆଁ ବର୍ଷିଥିବା ବେଳେ ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ତାତି ଲୋଙ୍କୁ କଲବଲ କରିଛି। କେବଳ ପଶ୍ଚିମ ଓଡ଼ିଶାର ୯ ସହରର ତାପମାତ୍ରା ୪୪…

ପଶ୍ଚିମ ଓଡ଼ିଶା ପରେ ଉପକୂଳରେ ନିଆଁ ବର୍ଷା…

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା ଜାରି ରହିଥିବା ବେଳେ ଉପକୂଳ ଓଡ଼ିଶାରେ ବଢିଛି ପାରଦ । ଫଳରେ ସାରା ରାଜ୍ୟରେ ପ୍ରବଳ ଗରମ ଅନୁଭୂତ ହେଉଛି । ଦୁଇ ଦିନ ହେବ କେବଳ ପଶ୍ଚିମ ଓଡ଼ିଶାରେ ଅଧିକ ତାପମାତ୍ରା ରହୁଥିବା ବେଳେ ଉପକୂଳ ଓଡ଼ିଶାରେ ଅପେକ୍ଷାକୃତ ତାପମାତ୍ରା କମ୍‌‌ ରହୁଥିଲା। ହେଲେ ଗୁରୁବାର…

ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ…

ଭୁବନେଶ୍ୱର: ସାରା ଓଡ଼ିଶାରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ । ତତଲା ତାୱାରେ ଭାଜି ହେଉଛି ସାରା ରାଜ୍ୟ। ଗତ କିଛି ଦିନଧରି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ସ୍ଥାନରେ ଅନୁଭବ ହେଉଛି ଅସହ୍ୟ ତାତି। ଆଜି ସମ୍ବଲପୁରରେ ନିଆଁ ବର୍ଷା ଖରା ଅନୁଭୂତ ହେଉଛି । ଦିନ ୨ଟା ୩୦ ମିନିଟ ସୁଦ୍ଧା…

ଅସହ୍ୟ ଖରା ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ…

ଭୁବନେଶ୍ୱର: ସାରା ରାଜ୍ୟରେ ଅସହ୍ୟ ତାତି ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ଅସମ୍ଭାଳ ଖରାରେ ଘଣ୍ଟି ହେଉଛି ପଶ୍ଚିମ ଓଡ଼ିଶା । ୪୦ ଡିଗ୍ରୀ ଉପରେ ଆଜି ରାଜ୍ୟର ୪ ସହରର ତାପମାତ୍ରା । ଦିନ ୨ ଟା ୩୦ ସୁଦ୍ଧା ୪୪.୨ ଡିଗ୍ରୀ ସହ ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର । ଝାରସୁଗୁଡାରେ ୪୩.୪ ଡ଼ିଗ୍ରୀ,…

ଦିନ ୨ଟା ୩୦ ସୁଦ୍ଧା ରାଜ୍ୟର ୪ଟି ସହରରେ…

ଭୁବନେଶ୍ବର: ଅସହ୍ୟ ତାତିରେ ଜଳୁଛି ଓଡ଼ିଶା। ଡହଡହ ଖରାରେ ସନ୍ତୁଳି ହେଉଛି ସାରା ଓଡ଼ିଶା। ଆଗାମୀ ୪ରୁ ୫ ଦିନ ଯାଏଁ ପାଣିପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଶଙ୍କା କରାଯାଉଛି। ଯଦି କାଳବୈଶାଖୀ ବର୍ଷା ନହୁଏ, ତେବେ ତାପମାତ୍ରା ୪୨ ଡିଗ୍ରି…

ରାଜ୍ୟରେ ଜାରି ରହିବ ଅସହ୍ୟ ତାତି, ଆଉ ୪…

ଭୁବନେଶ୍ୱର: ଅସହ୍ୟ ଗ୍ରୀଷ୍ମ ପ୍ରବାହରେ କଲବଲ ହେଉଛି ସାରା ଓଡିଶା । ତେବେ ଆସନ୍ତା ୨୪ ତାରିଖ ଯାଏ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ବହିବ । ପ୍ରବଳ ତାତି ଓ ଭୀଷଣ ଗୁଳୁଗୁଳି କଲବଲ କରିବ । ରାଜ୍ୟର ବିଭିନ୍ନ ସ୍ଥାନରେ ଆଗାମୀ ୪ ଦିନ କାଳବୈଶାଖୀ ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ…