ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

heavy weight candidates

ଦୁଇ ସମିତି ସଭ୍ୟ ପ୍ରାର୍ଥିନୀଙ୍କୁ ନେଇ…

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ରାଜନୀତିରେ ଉଷା କୁମାରୀ ଏବଂ ପୁଷ୍ଣାଞ୍ଜଳି କଣ୍ଟା ଖୁବ୍‍ ପରିଚିତ ନାମ। ଉଭୟେ ପୂର୍ବରୁ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଆସନ ଅଳଙ୍କୃତ କରିଛନ୍ତି। ଉଷା କୁମାରୀ ୨୦୧୭ରୁ ୨୦୨୨ ଯାଏଁ ସୁବର୍ଣ୍ଣପୁର ଜିଲ୍ଲା ପରିଷଦର ଅଧ୍ୟକ୍ଷା ଥିଲେ। ବିଜେପି ଜିଲ୍ଲା ପରିଷଦ ସଦସ୍ୟଙ୍କ…

ତିନି ମାମୁଙ୍କ ଚକ୍ରବ୍ୟୂହରେ ଭାଣିଜୀ,…

ନୂଆପଡ଼ା: ସମସ୍ତେ ଜାଣନ୍ତି ଯେ ମହାଭାରତରେ କୌରବ କାକାମାନଙ୍କ ଚକ୍ରବ୍ୟୁହରେ ପଡ଼ି ଅଭିମନ୍ୟୁ ଛଟପଟ ହୋଇଥିଲେ। ହେଲେ ବର୍ତ୍ତମାନ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ହୋଇଥିବା ଜଣେ ତରୁଣୀ ତିନି ମାମୁଙ୍କ ଚକ୍ରବ୍ୟୁହରେ ପଡ଼ିଯାଇଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ସୁନାରୀ ସିକୁଆଁ ପଞ୍ଚାୟତରେ…

ବଡ଼ସାହି ବ୍ଲକ ଅଧ୍ୟକ୍ଷ ଦୌଡ଼ରେ ଦମ୍ପତି:…

ବାରିପଦା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅନେକ ରୋଚକ ଖବର ପ୍ରତିଦିନ ଖବରକାଗଜରେ ପୃଷ୍ଠା ମଣ୍ଡନ କରୁଥିବା ବେଳେ ବୈଦ୍ୟୁତିକ/ସାମାଜିକ ଗଣମାଧ୍ୟମରେ ମଧ୍ୟ ଦର୍ଶକଙ୍କ ଆଗ୍ରହ ପାଲଟିଛି। ଏହିଭଳି ଏକ ରୋଚକ ଖବର ମୟୂରଭଞ୍ଜ ଜିଲ୍ଲାର ସର୍ବବୃହତ୍ତ ବ୍ଲକ ବଡ଼ସାହିରେ ଦେଖିବାକୁ ମିଳିଛି। ୩୦ଟି ପଞ୍ଚାୟତକୁ…

ନିର୍ବାଚନୀ ମଇଦାନରେ ଅବସରପ୍ରାପ୍ତ…

ପାଟଣାଗଡ଼: ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅନେକ ରୋଚକ ଦୃଶ୍ୟ ଦେଖିବାକୁ ମିଲୁଛି। ନିର୍ବାଚନରେ ବିଟେକ ଛାତ୍ର, ଏମବିଏ, ଇଂଜିନିୟର, ଡାକ୍ତରୀ ଛାତ୍ର ତ କେଉଁଠି ଯୁବ କଳାକାର ତ କେଉଁଠି ମଡେଲ ଛିଡା ହେଉଥିବା ନଜରକୁ ଆସିଛି। ପ୍ରାର୍ଥୀମାନେ ଭୋଟରଙ୍କୁ ମନ ଜିତିବା ପାଇଁ ଅନେକ ପ୍ରକାର…

ନିଜ ଗାଁକୁ ଆଦର୍ଶ ଗାଁରେ ପରିଣତ କରିବା…

ବରଗଡ଼: ବରଗଡ଼ ଜିଲ୍ଲା ସୋହେଲା ବ୍ଳକ ଅର୍ନ୍ତଗତ କୁଚିପାଲି ଗ୍ରାମରେ ସୁଜାତା ପଣ୍ଡା ନାମ୍ନୀ ଜଣେ ମହିଳା କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ ଚାକିରିରୁ ଇସ୍ତାଫା ଦେଇ ସରପଞ୍ଚ ପଦବୀ ପାଇଁ ନିଜ ଗ୍ରାମ କୁଚିପାଲିରେ ନିର୍ବାଚନ ଲଢ଼ୁଥିବା ସମୟରେ ତାଙ୍କ ସ୍ୱାମୀ ଧୀରେନ୍ଦ୍ର କୁମାର ପଣ୍ଡା ଏୟାରଫୋର୍ସର…

ସରପଞ୍ଚ ପଦବୀ ପାଇଁ ଭଦ୍ରକ ଓଢ଼ଙ୍ଗ…

ଭଦ୍ରକ:ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ରାଜନୈତିକ ମଇଦାନ। କ୍ଷମତା କୁର୍ସି ହାସଲ ପାଇଁ ସମ୍ପର୍କୀୟଙ୍କ ମଧ୍ୟରେ ବି ଚାଲିଛି ପ୍ରତିଦ୍ୱନ୍ଦ୍ୱିତା। ଭଦ୍ରକ ଜିଲ୍ଲା ବି ଏଥିରୁ ବାଦ ପଡ଼ିନାହିଁ। ଗୋଟିଏ ସ୍ଥାନରେ ନଣନ୍ଦ ଓ ଭାଉଜ ନିର୍ବାଚନରେ ପରସ୍ପର ବିରୋଧରେ ପ୍ରାର୍ଥୀ ହୋଇଥିବାବେଳେ ପୂର୍ବତନ…

ପଞ୍ଚାୟତ ନିର୍ବାଚନ: ଚର୍ଚ୍ଚାରେ…

ବ୍ରହ୍ମପୁର: ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡ଼ିର ଗଡ଼଼ ଗଞ୍ଜାମ ଏବେ ଉଷ୍ମ ହେବାରେ ଲାଗିଛି। ନୂଆ ସମୀକରଣର ଆଭାସ ମଧ୍ୟ ମିଳୁଛି। ସବୁଠାରୁ ଅଧିକା ଚର୍ଚ୍ଚାରେ ରହିଛି ଗୋପାଳପୁର ନିର୍ବାଚନ ମଣ୍ଡଳୀ। ଝିକା ଝିକି ଭୋଟ ବ୍ୟବଧାନରେ ପ୍ରାର୍ଥୀ ଜିତୁଥିବାରୁ ଏହି ନିର୍ବାଚନ ମଣ୍ଡଳୀ ଉପରେ ସାରା ରାଜ୍ୟବାସୀଙ୍କ…