ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Heavy Cold

ଖସୁଛି ରାତି ତାପମାତ୍ରା, ରାଜ୍ୟରେ ପୁଣି…

ଭୁବନେଶ୍ୱର: ରାତିରେ କମୁଛି ପାରଦ । କଲବଲ କରୁଛି ଶୀତ । ଅସହ୍ୟ ଜାଡରେ ଅସ୍ତବ୍ୟସ୍ତ ଜନଜୀବନ । ସ୍ବାଭାବିକ ତାପମାତ୍ରା ଠାରୁ ରାତିରେ ଦୁଇରୁ ତିନି ଡିଗ୍ରୀ କମୁଛି ପାରା । ଫଳରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ ତୁଷାର ପାତ ଲାଗି ରହିଥିବା ନେଇ ଖବର ଆସିଛି ।…

ପ୍ରବଳ ଜାଡରେ ଥରୁଛି ସାରା ଓଡ଼ିଶା,…

ଭୁବନେଶ୍ୱର: ଅସହ୍ୟ ଶୀତରେ ଥରୁଛି ସାରା ଓଡ଼ିଶା । ଉପାନ୍ତରୁ ଉପକୂଳ ସବୁଠି ତଳମୁହାଁ ହୋଇଛି ପାରଦ । ପାହାଡିଆ ଅଞ୍ଚଳରେ ତାପମାତ୍ରା ୪ ଡିଗ୍ରୀରେ ପହଞ୍ଚିଥିବା ବେଳେ ସମତଳ ଅଞ୍ଚଳରେ ସର୍ବନିମ୍ନ ୬ ଡିଗ୍ରୀ ରହିଛି ତାପମାତ୍ରା । ଅନ୍ୟପଟେ ଆସନ୍ତା ୩ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି…

ରାଜ୍ୟରେ ତଳମୁହାଁ ପାରଦ; ରାତି ତୁଳନାରେ…

ଭୁବନେଶ୍ୱର: ଦୁଇ ଦିନ ଲଗାଣ ବର୍ଷା ପରେ ରାଜ୍ୟରେ ଶୀତ ବଢ଼ିବାରେ ଲାଗିଛି । ଶୀତରୁ ରକ୍ଷା ପାଇବା ପାଇଁ ସ୍ଥାନେ ସ୍ଥାନେ ନିଆଁ ଲଗାଇ ବସୁଛନ୍ତି ଲୋକେ । ବର୍ତ୍ତମାନ ରାଜ୍ୟରେ ରାତି ତୁଳନାରେ ଦିନରେ ତାପମାତ୍ରା ସ୍ୱାଭାବିକଠାରୁ କମ୍‌‌ ରହୁଛି। ଏହାଦ୍ୱାରା ଦିନ ବେଳା ଥଣ୍ଡା ଅନୁଭୂତ ହେଉଛି। ମାତ୍ର…

ଆମେରିକାରେ ‘ଆର୍କଟିକ୍‌’ ବିସ୍ଫୋରଣ;…

ମାସାଚୁସେଟ୍ସ: ଆମେରିକାରେ ଭୀଷଣ ଥଣ୍ଡା ଅନୁଭୂତ ହୋଇଛି। ଏହା ମଧ୍ୟରେ ଶୁକ୍ରବାର ଆର୍କଟିକ୍‌ ବ୍ଲାଷ୍ଟ ହୋଇଛି। ବରଫ ଝଡ଼ ଯୋଗୁଁ କ୍ଷେତ୍ରର ତାପମାତ୍ରା ରେକର୍ଡ ହ୍ରାସ ପାଇଛି। ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାତାୟାତ ପ୍ରଭାବିତ ହୋଇଛି। ନ୍ୟୁ ହ୍ୟାମ୍ପସାୟରର ମାଉଣ୍ଟ ୱାଶିଂଟନରେ…

ଶୀତରେ ଥରୁଛି ସାରା ଓଡିଶା, ୧୦ ଡିଗ୍ରୀ…

ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରି ଜାରି କରିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୧୦ ଟି ଜିଲ୍ଲାରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଥିବା ବେଳେ ଦାରିଙ୍ଗବାଡ଼ିରେ ପାରଦ ୬ ଡିଗ୍ରୀରେ ପହଞ୍ଚିଛି। ଏହି ସ୍ଥିତି ଆହୁରି ଗୋଟିଏ ଦିନ ଜାରି ରହିବା ସହିତ ସୋମବାର ସକାଳ ପର୍ଯ୍ୟନ୍ତ ୬ ଟି ଜିଲ୍ଲା ପାଇଁ ୟେଲୋ ଆଲର୍ଟ…

କମିଲା ବର୍ଷା, ଆଜିଠୁ ଶୀତରେ ଥରିବ ସାରା…

ଭୁବନେଶ୍ୱର: ଗତ ୩ରୁ ୪ ଦିନ ଧରି ରାଜ୍ୟବ୍ୟାପୀ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ପ୍ରଭାବରୁ ରାତ୍ରି ତାପମାତ୍ରା ବଢ଼଼ିଥିବା ବେଳେ ପୁଣି ଶୀତ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି। ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟବ୍ୟାପୀ ରାତ୍ରି ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ୍‍ ପର୍ଯ୍ୟନ୍ତ କମିବ। ଭୁବନେଶ୍ୱର ଆଞ୍ଚଳିକ…

ଆହୁରି ଖସିବ ପାରଦ; ୩ ଏବଂ ୪ ତାରିଖ ପାଇଁ…

ଭୁବନେଶ୍ୱର: ଆଗାମୀ ୩ ଦିନ ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। ଜାନୁଆରୀ ୩ ଏବଂ ୪ ତାରିଖରେ ରାଜ୍ୟର କେତେକ ଜିଲ୍ଲାରେ କୋଲ୍ଡ ୱେଭ ପରିସ୍ଥିତି ଦେଖାଦେଇପାରେ। ବିଶେଷକରି ଝାରସୁଗୁଡ଼ା, ବରଗଡ଼଼, ସୋନପୁର, ସମ୍ବଲପୁର, ବଲାଙ୍ଗୀର ସହ ପଶ୍ଚିମ…

ରାଜ୍ୟରେ ଥଣ୍ଡାର ଥାର୍ଡ଼ ଡିଗ୍ରୀ, ଆଜି…

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଶୀତ ଲହରୀ ଜାରି ରହିଛି। ତାପମାତ୍ରା ହ୍ରାସ ଯୋଗୁଁ ଅସହ୍ୟ ଥଣ୍ଡା ଅନୁଭୂତ ହେଉଛି। କ୍ରମାଗତ ୪ ଦିନ ହେବ ବିଭିନ୍ନ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୪-୬ ଡିଗ୍ରୀ ପର୍ଯ୍ୟନ୍ତ କମ୍‍ ରହିଛି। ତେଣୁ ଶୀତ ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୭ଟି ସ୍ଥାନରେ ରାତିର…

ହାଡଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା;…

ଭୁବନେଶ୍ୱର: ଦୁଇ ଦିନର ହାଲୁକା ବିରତି ପରେ ରାଜ୍ୟକୁ ପୁଣି ଶୀତ ଫେରିଛି। ରବିବାର ରାତିଠାରୁ ବିଭିନ୍ନ ସ୍ଥାନରେ ତାପମାତ୍ରା ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି। ଫଳରେ ସାରା ରାଜ୍ୟରେ ଶୀତର ପ୍ରକୋପ ବଢ଼଼ିଛି। ସୋମବାର ସକାଳ ସୁଦ୍ଧା ରାଜ୍ୟର ୧୩ ଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବା ବେଳେ…