Browsing Tag

Healthy Lifestyle

ଚାହା ପିଇବା ପରେ କେବେ ବି ପିଅନ୍ତୁ…

ଚାହା ପିଇବା ପୂର୍ବରୁ ଅନେକଜଣ ପାଣି ପିଇଥାନ୍ତି। କିନ୍ତୁ ଅନେକ ଲୋକ ଚାହା ପିଇବା ପରେ ପରେ ଅଳ୍ପ ପାଣି ପିଅନ୍ତି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏଭଳି କରିବା ଉଚିତ ନୁହେଁ। କାରଣ ଏହା ସ୍ବାସ୍ଥ୍ୟ ପାଇଁ ହାନୀକାରକ ହୋଇଥାଏ। ଏହାର ବୈଜ୍ଞାନିକ କାରଣ ମଧ୍ୟ ଅଛି। ତେବେ ଆସନ୍ତୁ ଜାଣିବା ଚାହା ପିଇବା ପରେ…

ଶରୀରକୁ ସୁସ୍ଥ ରଖିବା ପାଇଁ ଆପଣାନ୍ତୁ…

ଆଜିକାଲି ସୁସ୍ଥ ରହିବା ପାଇଁ ଲୋକମାନେ ଅନେକ ପ୍ରକାର ଚେଷ୍ଟା କରୁଛନ୍ତି। ସନ୍ତୁଳିତ ଭୋଜନ ଗ୍ରହଣ କରି ଶରୀରକୁ ସୁସ୍ଥ ରଖାଯାଇପାରିବ। କିଛି ସହଜ ଓ ସରଳ ଉପାୟ ଅବଲମ୍ବନ କରି ଦୈନନ୍ଦିନ କାର୍ଯ୍ୟ ଭିତରେ ସୁସ୍ଥତା ଲାଭ କରିହେବ। ସେଗୁଡ଼ିକ ହେଉଛି... ଖାଦ୍ୟକୁ ଭଲ ଭାବେ ଚୋବାଇ ଖାଆନ୍ତୁ। ଏହାଦ୍ବାରା…

ଖାଦ୍ୟରେ ଉପଯୋଗ କରୁଛନ୍ତି କି ବ୍ୟବହୃତ…

ସାଧାରଣତଃ ନଡ଼ିଆ ତେଲ, ସୂର୍ଯ୍ୟମୁଖୀ ତେଲ, ସୋରିଷ ତେଲ ଆଦିକୁ ରୋଷେଇ ପାଇଁ ବ୍ୟବହାର କରାଯାଏ। ଯଦିଓ ଏହାକୁ ବ୍ୟବହାର କରିବାରେ କୌଣସି ଅସୁବିଧା ନାହିଁ, ତଥାପି ବ୍ୟବହୃତ ରନ୍ଧା ତେଲକୁ କ୍ରମାଗତ ଖାଦ୍ୟରେ ଉପଯୋଗ କରିବା କ୍ଷତିକାରକ। ଏହାଦ୍ବାରା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। ବିଶେଷକରି…

ଚିପ୍ସ, କୋଲ୍ଡଡ୍ରିଙ୍କ୍ସ, କୁକିଜ୍‌ ଆଦି…

ଆଜିକାଲି ସମସ୍ତେ ଚିପ୍ସ,କୋଲ୍ଡଡ୍ରିଙ୍କ୍ସ,କୁକିଜ୍‌ ଆଦି ପ୍ରୋସେସ୍‌ଡ୍‌ ଫୁଡ୍‌ ଖାଇବାକୁ ଭଲପାଉଛନ୍ତି। ମାତ୍ର ଏହାର ପ୍ରଭାବ କେବଳ ସ୍ବାସ୍ଥ୍ୟ ନୁହେଁ, ମସ୍ତିଷ୍କ ଉପରେ ମଧ୍ୟ ପଡ଼ୁଛି। ବିଶେଷକରି ସ୍ମରଣଶକ୍ତି ଉପରେ ଏହା କୁପ୍ରଭାବ ପକାଉଥିବା ଏକ ନୂତନ ଗବେଷଣାରୁ ଜଣାପଡ଼ିଛି। ଆଉ ଏ କଥା ଜର୍ଣ୍ଣାଲ…

ଔଷଧ ସହିତ କେବେ ବି ଖାଆନ୍ତୁନି ଏହିସବୁ…

ସୁସ୍ଥ ରହିବା ପାଇଁ ପୁଷ୍ଟିକର ଖାଦ୍ୟ ସହିତ ବ୍ୟାୟାମ କରିବା ଖୁବ୍ ଜରୁରି। ଋତୁକାଳୀନ କିଛି ରୋଗ ଦେଖାଦେଲେ, ସମସ୍ତେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ଖାଇଥାନ୍ତି। ଔଷଧ ଖାଇବା ସମୟରେ ଖାଦ୍ୟପେୟ ପ୍ରତି ଅଧିକ ସତର୍କ ରହିବା ଦରକାର। କିଛି ଖାଦ୍ୟ ଏମିତି ରହିଛି, ଯାହାକୁ ଔଷଧ ଖାଇବା ସମୟରେ ଆଦୌ ଖାଇବା…

ଉପବାସ ଥିଲେ କେବେବି ଖାଆନ୍ତୁନି ଏହିସବୁ…

ବିଜ୍ଞାନ ଓ ଆଧ୍ୟାତ୍ମିକ ଦୃଷ୍ଟିରୁ ଉପବାସ କରିବା ସ୍ୱାସ୍ଥ୍ୟପକ୍ଷେ ଭଲ ବୋଲି କୁହାଯାଉଛି। କିନ୍ତୁ ଉପବାସ ସମୟରେ ଏମିତି କିଛି ଖାଦ୍ୟପେୟ ରହିଛି, ଯାହାକୁ ଖାଇବା ଦ୍ୱାରା ଗ୍ୟାସ୍‌, ଏସିଡିଟି, ମୁଣ୍ଡବିନ୍ଧା, ବାନ୍ତି ଆଦି ସମସ୍ୟା ଦେଖାଯାଏ। ତେବେ ଚାଲନ୍ତୁ ଜାଣିବା, ଉପବାସ ସମୟରେ କେଉଁସବୁ ଖାଦ୍ୟ…

ତାଳିମାରିବା ସ୍ୱାସ୍ଥ୍ୟ ପାଇଁ କେତେ…

କ୍ରିକେଟ୍‌ ଖେଳ ସମୟରେ ବ୍ୟାଟସ୍‌ମ୍ୟାନ୍‌ ଛକା ମାରିବାବେଳେ ଗ୍ୟାଲେରୀରେ ବସିଥିବା ଦର୍ଶକେ କରତାଳି ମାରି ତାଙ୍କୁ ଉତ୍ସାହିତ କରିଥାନ୍ତି। ସେହିପରି କେହି ଭାଷଣ ଦେବା ସମୟରେ ଆମେ ତାଳି ମାରିଥାଉ। ଖୁସିର ଅବସର, ଜିତିବାର ଖୁସି, କାହାକୁ ପ୍ରଶଂସା କରିବା ଉଦ୍ଦେଶ୍ୟରେ ତାଳି ମରାଯାଏ। ଭାରତରେ ଭଜନ,…

ଆମେରିକା ବୈଜ୍ଞାନିକଙ୍କ ଦାବି: ଦିନକୁ…

ମାସାଚୁସେଟ୍‌ସ(ଏଜେନ୍ସି): ଚାଲିବା ସ୍ବାସ୍ଥ୍ୟ ପ୍ରତି ଲାଭଦାୟକ ଏହା ସମସ୍ତେ ଜାଣିଛନ୍ତି। ଏହା ଏଭଳି ଏକ ବ୍ୟାୟାମ ଯାହାକୁ ସମସ୍ତେ କରିପାରିବେ। ବର୍ତ୍ତମାନ ସ୍ଥିତିରେ ଚଲାବୁଲା କରିବାକୁ ଅଧିକାଂଶ ବିଶେଷଜ୍ଞ ପରାମର୍ଶ ଦେଉଛନ୍ତି। ଏହା ଦ୍ବାରା ଶାରିରୀକ ଏବଂ ମାନସିକ ସ୍ବାସ୍ଥ୍ୟ ଭଲ ରହିଥାଏ। ପ୍ରତ୍ୟେକ…

ଖାଇବା ପରେ ଥଣ୍ଡାପାଣି ପିଉଛନ୍ତି କି,…

ଅନେକ ବ୍ୟକ୍ତିଙ୍କର ଖାଇବା ପରେ ସଙ୍ଗେ ସଙ୍ଗେ ଥଣ୍ଡା ପାଣି ପିଇବାର ଅଭ୍ୟାସ ଥାଏ। କିନ୍ତୁ ଏହା ଶରୀର ପାଇଁ ଆଦୌ ଭଲ ନୁହେଁ। ଏହାର କାରଣ ହେଉଛି ଶରୀରର ସାମାନ୍ୟ ତାପମାତ୍ରା ୩୭ ଡିଗ୍ରୀ ସେଲ୍‌ସିୟସ୍‌ ଥାଏ। ତେଣୁ ୨୦ ରୁ ୨୨ ଡିଗ୍ରୀ ସେଲ୍‌ସିୟସ୍ ତାପମାତ୍ରାଯୁକ୍ତ ପାଣି ପିଇବା ଶରୀର ପାଇଁ ଉପଯୁକ୍ତ।…

ମନୁଷ୍ୟ ଶରୀରର ହାଡ଼କୁ ଦୁର୍ବଳ କରିଥାଏ…

ସୁସ୍ଥ, ସବଳ ଓ ନୀରୋଗ ରହିବା ପାଇଁ ହାଡ଼ ମଜବୁତ ରହିବା ନିହାତି ଆବଶ୍ୟକ। ହାଡ଼ ମଜବୁତ ହେବା ପାଇଁ ଖାଦ୍ୟର ଭୂମିକା ବହୁତ ଗୁରୁତ୍ବପୂର୍ଣ୍ଣ। କିନ୍ତୁ ଆମର ଦୈନନ୍ଦିନ ଜୀବନରେ ଏମିତି ଅନେକ ବଦଭ୍ୟାସ ରହିଛି, ଯାହାକି ହାଡ଼କୁ ଦୁର୍ବଳ କରିଦିଏ । ସେସବୁ ମଧ୍ୟରୁ ୫ଟି ମୁଖ୍ୟ ବଦଭ୍ୟାସ ହେଉଛି – ♦…