ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Healthy Life

ଚିପ୍ସ, କୋଲ୍ଡଡ୍ରିଙ୍କ୍ସ, କୁକିଜ୍‌ ଆଦି…

ଆଜିକାଲି ସମସ୍ତେ ଚିପ୍ସ,କୋଲ୍ଡଡ୍ରିଙ୍କ୍ସ,କୁକିଜ୍‌ ଆଦି ପ୍ରୋସେସ୍‌ଡ୍‌ ଫୁଡ୍‌ ଖାଇବାକୁ ଭଲପାଉଛନ୍ତି। ମାତ୍ର ଏହାର ପ୍ରଭାବ କେବଳ ସ୍ବାସ୍ଥ୍ୟ ନୁହେଁ, ମସ୍ତିଷ୍କ ଉପରେ ମଧ୍ୟ ପଡ଼ୁଛି। ବିଶେଷକରି ସ୍ମରଣଶକ୍ତି ଉପରେ ଏହା କୁପ୍ରଭାବ ପକାଉଥିବା ଏକ ନୂତନ ଗବେଷଣାରୁ ଜଣାପଡ଼ିଛି। ଆଉ ଏ କଥା ଜର୍ଣ୍ଣାଲ…

ଉପବାସ ଥିଲେ କେବେବି ଖାଆନ୍ତୁନି ଏହିସବୁ…

ବିଜ୍ଞାନ ଓ ଆଧ୍ୟାତ୍ମିକ ଦୃଷ୍ଟିରୁ ଉପବାସ କରିବା ସ୍ୱାସ୍ଥ୍ୟପକ୍ଷେ ଭଲ ବୋଲି କୁହାଯାଉଛି। କିନ୍ତୁ ଉପବାସ ସମୟରେ ଏମିତି କିଛି ଖାଦ୍ୟପେୟ ରହିଛି, ଯାହାକୁ ଖାଇବା ଦ୍ୱାରା ଗ୍ୟାସ୍‌, ଏସିଡିଟି, ମୁଣ୍ଡବିନ୍ଧା, ବାନ୍ତି ଆଦି ସମସ୍ୟା ଦେଖାଯାଏ। ତେବେ ଚାଲନ୍ତୁ ଜାଣିବା, ଉପବାସ ସମୟରେ କେଉଁସବୁ ଖାଦ୍ୟ…

ଆମେରିକା ବୈଜ୍ଞାନିକଙ୍କ ଦାବି: ଦିନକୁ…

ମାସାଚୁସେଟ୍‌ସ(ଏଜେନ୍ସି): ଚାଲିବା ସ୍ବାସ୍ଥ୍ୟ ପ୍ରତି ଲାଭଦାୟକ ଏହା ସମସ୍ତେ ଜାଣିଛନ୍ତି। ଏହା ଏଭଳି ଏକ ବ୍ୟାୟାମ ଯାହାକୁ ସମସ୍ତେ କରିପାରିବେ। ବର୍ତ୍ତମାନ ସ୍ଥିତିରେ ଚଲାବୁଲା କରିବାକୁ ଅଧିକାଂଶ ବିଶେଷଜ୍ଞ ପରାମର୍ଶ ଦେଉଛନ୍ତି। ଏହା ଦ୍ବାରା ଶାରିରୀକ ଏବଂ ମାନସିକ ସ୍ବାସ୍ଥ୍ୟ ଭଲ ରହିଥାଏ। ପ୍ରତ୍ୟେକ…

ଖାଇବା ପରେ ଥଣ୍ଡାପାଣି ପିଉଛନ୍ତି କି,…

ଅନେକ ବ୍ୟକ୍ତିଙ୍କର ଖାଇବା ପରେ ସଙ୍ଗେ ସଙ୍ଗେ ଥଣ୍ଡା ପାଣି ପିଇବାର ଅଭ୍ୟାସ ଥାଏ। କିନ୍ତୁ ଏହା ଶରୀର ପାଇଁ ଆଦୌ ଭଲ ନୁହେଁ। ଏହାର କାରଣ ହେଉଛି ଶରୀରର ସାମାନ୍ୟ ତାପମାତ୍ରା ୩୭ ଡିଗ୍ରୀ ସେଲ୍‌ସିୟସ୍‌ ଥାଏ। ତେଣୁ ୨୦ ରୁ ୨୨ ଡିଗ୍ରୀ ସେଲ୍‌ସିୟସ୍ ତାପମାତ୍ରାଯୁକ୍ତ ପାଣି ପିଇବା ଶରୀର ପାଇଁ ଉପଯୁକ୍ତ।…

ରୋଗ ଗୋଟିଏ ଉପଚାର ଅନେକ: ଜାଣନ୍ତୁ…

କରୋନା ପରେ ଏବେ ଡେଙ୍ଗୁ ଆଉ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟା ଭାବେ ଦେଖାଦେଇଛି। ଏଡିସ୍‌ ମଶା ଯୋଗୁଁ ଡେଙ୍ଗୁ ବ୍ୟାପିଥାଏ। ଜ୍ବର, କମ୍ପ, ଗଣ୍ଠି ବିନ୍ଧା, ଆଖିରେ ଯନ୍ତ୍ରଣା, ଦେହରେ ଲାଲ୍‌ ରଙ୍ଗର ଦାଗ ଦେଖାଦେବା ଏବଂ ପ୍ରବଳ ମୁଣ୍ଡବିନ୍ଧା ଆଦି ଡେଙ୍ଗୁର ଲକ୍ଷଣ ହୋଇପାରେ। ତେଣୁ ପ୍ରଥମ ପର୍ଯ୍ୟାୟରେ ହିଁ…

ଫିଟ୍‌ନେସ୍‌ର ନୂଆ ମନ୍ତ୍ର: ଜଳପରୀ ଅବତାର

ବଡ଼ି ଫିଟ୍‌ନେସ୍ ପାଇବା ପାଇଁ ସମସ୍ତେ କିଛି କିଛି ନୂଆ ଉପାୟ ଆପଣାଇଥାନ୍ତି। କିନ୍ତୁ ଏବେ ବିଦେଶରେ ଆଉ ଏକ ଫିଟନେସ୍ ଟ୍ରେଣ୍ଡ୍‌ ଆରମ୍ଭ ହୋଇଛି। ଏହି ନିଆରା ଉପାୟରେ ବିଶେଷ ଭାବେ ଝିଅମାନେ ଜଳପରୀ ଭଳି ଅଧିକ ସମୟ ପାଣି ଭିତରେ ରହୁଛନ୍ତି । ଏହା ବେଶ୍‌ ସ୍ବାସ୍ଥ୍ୟପ୍ରଦ ଏବଂ ଏଥିପାଇଁ ଆନୁଷଙ୍ଗିକ ଜିନିଷ…

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ…

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ଏବେ ପଞ୍ଚଗବ୍ୟର ବ୍ୟବହାର। କେବଳ ଯେ ଜଟିଳ ରୋଗରୁ ପଞ୍ଚଗବ୍ୟରୁ ମୁକ୍ତି ମିଳୁଛି, ତାହା ନୁହେଁ; ଦୈନନ୍ଦିନ ଜୀବନରେ ପଞ୍ଚଗବ୍ୟର ବ୍ୟବହାର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହୋଇପାରୁଛି। ଅନେକ ଲୋକ ହୁଏତ ଏହାକୁ ବିଶ୍ୱାସ କରି ନପାରନ୍ତି; ମାତ୍ର ବହୁ ପୁରାତନ…

ଭିଟାମିନ୍-ସି’ ର ମାତ୍ରାଧିକ ସେବନ ଶରୀର…

କେବଳ କରୋନା ନୁହେଁ; ସବୁ ପ୍ରକାର ଭୂତାଣୁ ଦାଉରୁ ଶରୀରକୁ ରକ୍ଷା କରିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଜରୁରୀ। ତେବେ ଏବେ ସମସ୍ତେ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ କାଢ଼ା, ଭିଟାମିନ୍ ସି, ଭଟାମିନ୍ ଡି, ଭିଟାମିନ୍ ଇ ସହ ଜିଙ୍କ୍ ଔଷଧ ଖାଉଛନ୍ତି। ଅବଶ୍ୟ ହେଲଦି ଡାଏଟ୍ ସହ ଯୋଗ…

ସୁସ୍ଥ ରହିବା ପାଇଁ ଔଷଧ ବଦଳରେ ଡାଏଟ୍…

ସଂକ୍ରମଣ ବଢ଼ୁଥିବାରୁ ଏବେ ମର୍ଣ୍ଣିଂ ୱାକ୍‌, ଇଭ୍‌ନିଂ ୱାକ୍‌, ସାଇକଲିଂ ଉପରେ କଟକଣା ଲାଗୁ ହୋଇଛି। ତେବେ ବାହାରେ ଚଲାବୁଲା କଲେ କି ଜିମ୍‌ ଯାଇ ଏକ୍ସରସାଇଜ୍ କରିବା ଦ୍ବାରା ଶରୀର ଫିଟ୍ ରହିବ ତାହା ନୁହେଁ; ଘରେ କିଛି ଏକ୍ସରସାଇଜ୍ କରିବା ଦ୍ବାରା ଯେକେହି ବି ନିଜକୁ ଫିଟ୍ ରଖିପାରିବେ ବୋଲି କହିଛନ୍ତି…