ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

HealthCare

ତାଳିମାରିବା ସ୍ୱାସ୍ଥ୍ୟ ପାଇଁ କେତେ…

କ୍ରିକେଟ୍‌ ଖେଳ ସମୟରେ ବ୍ୟାଟସ୍‌ମ୍ୟାନ୍‌ ଛକା ମାରିବାବେଳେ ଗ୍ୟାଲେରୀରେ ବସିଥିବା ଦର୍ଶକେ କରତାଳି ମାରି ତାଙ୍କୁ ଉତ୍ସାହିତ କରିଥାନ୍ତି। ସେହିପରି କେହି ଭାଷଣ ଦେବା ସମୟରେ ଆମେ ତାଳି ମାରିଥାଉ। ଖୁସିର ଅବସର, ଜିତିବାର ଖୁସି, କାହାକୁ ପ୍ରଶଂସା କରିବା ଉଦ୍ଦେଶ୍ୟରେ ତାଳି ମରାଯାଏ। ଭାରତରେ ଭଜନ,…

ଶରୀର ପାଇଁ କେତେ ସ୍ବାସ୍ଥ୍ୟପ୍ରଦ ହୋଇଥାଏ…

ପଣସରେ ଭିଟାମିନ୍‌ ଏ, ବି୬, ସି, କ୍ୟାଲସିୟମ୍‌, ପୋଟାସିୟମ୍‌,ମ୍ୟାଗ୍ନେସିୟମ୍‌, ଆଇରନ୍‌,ଫଲିକ ଏସିଡ୍‌, ଥାୟାମିନ୍‌ ଏବଂ ନିୟାମିନ୍‌ ପରି ଭଳି ଅନେକ ପୋଷକ ତତ୍ତ୍ବ ଥାଏ। ପଣସକୁ ଉଭୟ କଞ୍ଚା ଓ ପାଚିଲା ଖିଆଯାଏ। ତେବେ ପଣସ ଶରୀର ପାଇଁ କିପରି ସ୍ବାସ୍ଥ୍ୟପ୍ରଦ, ଆସନ୍ତୁ ଜାଣିବା। ପଣସ ଖାଇବା…

ନୂତନ ଗବେଷଣା: କରୋନାକୁ ମାରିବ କରୋନା

ବିଗତ ଦୁଇବର୍ଷ ହେଲା ସମ୍ପୂର୍ଣ୍ଣ ବିଶ୍ବ କରୋନା ମହାମାରୀ ସହିତ ସଂଘର୍ଷ କରିଆସୁଛି। କରୋନା ସଂକ୍ରମଣ ‘ସାର୍‌ସ କୋଭ୍‌ ୨’ ନାମକ ଏକ ଭାଇରସ୍‌ ଦ୍ବାରା ହୋଇଥାଏ। ଜଳବାୟୁରେ କରୋନା ପୂର୍ବରୁ ଏମିତି ଅନେକ ଭାଇରସ୍‌ ଅଛି, ଯାହାକୁ କରୋନା ବୋଲି କହିହେବ। କିନ୍ତୁ ସେଗୁଡ଼ିକ ଦ୍ବାରା ଆମର ସାଧାରଣ ସର୍ଦ୍ଦି,…

ଆଣ୍ଠୁଗଣ୍ଠି ବାତକୁ ଅଣଦେଖା କରିବା…

ଭୁବନେଶ୍ୱର: ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ଦୈନନ୍ଦିନ ଶାରୀରିକ କାର୍ଯ୍ୟକଳାପ ଉପରେ ପ୍ରଭାବ ପକାଉଥିବ। ବେଳେ ଯେ କୌଣସି ବୟସର ବ୍ୟକ୍ତିଙ୍କୁ ଏହି ରୋଗ ଆକ୍ରାନ୍ତ କରିଥାଏ ବୋଲି ମଙ୍ଗଳବାର ବିଶ୍ବ ଆର୍ଥ୍ରାଇଟିସ୍ ଦିବସ ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ…

ଜାଣନ୍ତୁ ଡାଳିମ୍ବ ଚୋପାର ଲାଭଦାୟକ ଗୁଣ

ଡାଳିମ୍ବ ବା ବେଦନା ଖାଇବା ଦ୍ବାରା ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ । ରକ୍ତର ଅଭାବ ଥିଲେ ଡାଳିମ୍ବ ଖାଇବା ପାଇଁ ପରାମର୍ଶ ମିଳିଥାଏ । ଆୟୁର୍ବେଦରେ ଡାଳିମ୍ବର ବହୁଳ ବ୍ୟବହାର ଅଛି। କେବଳ ଡାଳିମ୍ବ ନୁହେଁ, ଡାଳିମ୍ବର ଚୋପା ମଧ୍ୟ ଶରୀର ପାଇଁ ହିତକର।ଡାଳିମ୍ବ ଚୋପାକୁ…

ବିଷାକ୍ତ ସୀସା ଠାରୁ ଦୂରେଇ ରୁହନ୍ତୁ,…

ଦୈନନ୍ଦିନ ଜୀବନରେ ବ୍ୟବହୃତ ଅନେକ ଜିନିଷରେ ବହୁଳମାତ୍ରାରେ ଅନେକ ରାସାୟନିକ ପଦାର୍ଥର ବ୍ୟବହାର କରାଯାଉଛି । ଯାହା ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇପାରେ । ସୀସା ମଧ୍ୟ ଏହିପରି ଏକ ରାସାୟନିକ ପଦାର୍ଥ ଯାହା ସ୍ୱାସ୍ଥ୍ୟପ୍ରତି ବିଶେଷ କ୍ଷତି କାରକ ବୋଲି ମତ ପୋଷଣ କରିଛନ୍ତି କେତେକ ବୈଜ୍ଞାନିକ । ସୀସା…