Browsing Tag

HealthCare

ଗୋଟିଏ ସ୍ଥାନରେ ୮ ଘଣ୍ଟାରୁ ଅଧିକ ସମୟ…

ଆଜିକାଲି ଅଫିସ୍‌ରେ ଦୀର୍ଘ ସମୟ ଧରି ଗୋଟିଏ ସ୍ଥାନରେ ବସି ରହିବା ଏକ ସାଧାରଣ କଥା ହୋଇଗଲାଣି। ମୁଖ୍ୟତଃ କର୍ମଚାରୀମାନେ ନିଜ ସ୍ଥାନରୁ ନ ଉଠି ଗୋଟିଏ ସ୍ଥାନରେ ୮ ଘଣ୍ଟା ବସି ରହି କାମ କରୁଥିବା ଦେଖାଯାଏ। ଦୀର୍ଘ ସମୟ ଧରି ବସି ରହିବାର ପ୍ରଭାବ ମସ୍ତିଷ୍କ ଉପରେ ପଡ଼ିଥାଏ। ଏହା ଦ୍ବାରା ସ୍ମରଣଶକ୍ତି…

ଚାହା ପିଇବା ପରେ କେବେ ବି ପିଅନ୍ତୁ…

ଚାହା ପିଇବା ପୂର୍ବରୁ ଅନେକଜଣ ପାଣି ପିଇଥାନ୍ତି। କିନ୍ତୁ ଅନେକ ଲୋକ ଚାହା ପିଇବା ପରେ ପରେ ଅଳ୍ପ ପାଣି ପିଅନ୍ତି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏଭଳି କରିବା ଉଚିତ ନୁହେଁ। କାରଣ ଏହା ସ୍ବାସ୍ଥ୍ୟ ପାଇଁ ହାନୀକାରକ ହୋଇଥାଏ। ଏହାର ବୈଜ୍ଞାନିକ କାରଣ ମଧ୍ୟ ଅଛି। ତେବେ ଆସନ୍ତୁ ଜାଣିବା ଚାହା ପିଇବା ପରେ…

ଖାଦ୍ୟରେ ଉପଯୋଗ କରୁଛନ୍ତି କି ବ୍ୟବହୃତ…

ସାଧାରଣତଃ ନଡ଼ିଆ ତେଲ, ସୂର୍ଯ୍ୟମୁଖୀ ତେଲ, ସୋରିଷ ତେଲ ଆଦିକୁ ରୋଷେଇ ପାଇଁ ବ୍ୟବହାର କରାଯାଏ। ଯଦିଓ ଏହାକୁ ବ୍ୟବହାର କରିବାରେ କୌଣସି ଅସୁବିଧା ନାହିଁ, ତଥାପି ବ୍ୟବହୃତ ରନ୍ଧା ତେଲକୁ କ୍ରମାଗତ ଖାଦ୍ୟରେ ଉପଯୋଗ କରିବା କ୍ଷତିକାରକ। ଏହାଦ୍ବାରା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। ବିଶେଷକରି…

ଚିପ୍ସ, କୋଲ୍ଡଡ୍ରିଙ୍କ୍ସ, କୁକିଜ୍‌ ଆଦି…

ଆଜିକାଲି ସମସ୍ତେ ଚିପ୍ସ,କୋଲ୍ଡଡ୍ରିଙ୍କ୍ସ,କୁକିଜ୍‌ ଆଦି ପ୍ରୋସେସ୍‌ଡ୍‌ ଫୁଡ୍‌ ଖାଇବାକୁ ଭଲପାଉଛନ୍ତି। ମାତ୍ର ଏହାର ପ୍ରଭାବ କେବଳ ସ୍ବାସ୍ଥ୍ୟ ନୁହେଁ, ମସ୍ତିଷ୍କ ଉପରେ ମଧ୍ୟ ପଡ଼ୁଛି। ବିଶେଷକରି ସ୍ମରଣଶକ୍ତି ଉପରେ ଏହା କୁପ୍ରଭାବ ପକାଉଥିବା ଏକ ନୂତନ ଗବେଷଣାରୁ ଜଣାପଡ଼ିଛି। ଆଉ ଏ କଥା ଜର୍ଣ୍ଣାଲ…

ଔଷଧ ସହିତ କେବେ ବି ଖାଆନ୍ତୁନି ଏହିସବୁ…

ସୁସ୍ଥ ରହିବା ପାଇଁ ପୁଷ୍ଟିକର ଖାଦ୍ୟ ସହିତ ବ୍ୟାୟାମ କରିବା ଖୁବ୍ ଜରୁରି। ଋତୁକାଳୀନ କିଛି ରୋଗ ଦେଖାଦେଲେ, ସମସ୍ତେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ଖାଇଥାନ୍ତି। ଔଷଧ ଖାଇବା ସମୟରେ ଖାଦ୍ୟପେୟ ପ୍ରତି ଅଧିକ ସତର୍କ ରହିବା ଦରକାର। କିଛି ଖାଦ୍ୟ ଏମିତି ରହିଛି, ଯାହାକୁ ଔଷଧ ଖାଇବା ସମୟରେ ଆଦୌ ଖାଇବା…

ଉପବାସ ଥିଲେ କେବେବି ଖାଆନ୍ତୁନି ଏହିସବୁ…

ବିଜ୍ଞାନ ଓ ଆଧ୍ୟାତ୍ମିକ ଦୃଷ୍ଟିରୁ ଉପବାସ କରିବା ସ୍ୱାସ୍ଥ୍ୟପକ୍ଷେ ଭଲ ବୋଲି କୁହାଯାଉଛି। କିନ୍ତୁ ଉପବାସ ସମୟରେ ଏମିତି କିଛି ଖାଦ୍ୟପେୟ ରହିଛି, ଯାହାକୁ ଖାଇବା ଦ୍ୱାରା ଗ୍ୟାସ୍‌, ଏସିଡିଟି, ମୁଣ୍ଡବିନ୍ଧା, ବାନ୍ତି ଆଦି ସମସ୍ୟା ଦେଖାଯାଏ। ତେବେ ଚାଲନ୍ତୁ ଜାଣିବା, ଉପବାସ ସମୟରେ କେଉଁସବୁ ଖାଦ୍ୟ…

ତାଳିମାରିବା ସ୍ୱାସ୍ଥ୍ୟ ପାଇଁ କେତେ…

କ୍ରିକେଟ୍‌ ଖେଳ ସମୟରେ ବ୍ୟାଟସ୍‌ମ୍ୟାନ୍‌ ଛକା ମାରିବାବେଳେ ଗ୍ୟାଲେରୀରେ ବସିଥିବା ଦର୍ଶକେ କରତାଳି ମାରି ତାଙ୍କୁ ଉତ୍ସାହିତ କରିଥାନ୍ତି। ସେହିପରି କେହି ଭାଷଣ ଦେବା ସମୟରେ ଆମେ ତାଳି ମାରିଥାଉ। ଖୁସିର ଅବସର, ଜିତିବାର ଖୁସି, କାହାକୁ ପ୍ରଶଂସା କରିବା ଉଦ୍ଦେଶ୍ୟରେ ତାଳି ମରାଯାଏ। ଭାରତରେ ଭଜନ,…

ଶରୀର ପାଇଁ କେତେ ସ୍ବାସ୍ଥ୍ୟପ୍ରଦ ହୋଇଥାଏ…

ପଣସରେ ଭିଟାମିନ୍‌ ଏ, ବି୬, ସି, କ୍ୟାଲସିୟମ୍‌, ପୋଟାସିୟମ୍‌,ମ୍ୟାଗ୍ନେସିୟମ୍‌, ଆଇରନ୍‌,ଫଲିକ ଏସିଡ୍‌, ଥାୟାମିନ୍‌ ଏବଂ ନିୟାମିନ୍‌ ପରି ଭଳି ଅନେକ ପୋଷକ ତତ୍ତ୍ବ ଥାଏ। ପଣସକୁ ଉଭୟ କଞ୍ଚା ଓ ପାଚିଲା ଖିଆଯାଏ। ତେବେ ପଣସ ଶରୀର ପାଇଁ କିପରି ସ୍ବାସ୍ଥ୍ୟପ୍ରଦ, ଆସନ୍ତୁ ଜାଣିବା। ପଣସ ଖାଇବା…

ନୂତନ ଗବେଷଣା: କରୋନାକୁ ମାରିବ କରୋନା

ବିଗତ ଦୁଇବର୍ଷ ହେଲା ସମ୍ପୂର୍ଣ୍ଣ ବିଶ୍ବ କରୋନା ମହାମାରୀ ସହିତ ସଂଘର୍ଷ କରିଆସୁଛି। କରୋନା ସଂକ୍ରମଣ ‘ସାର୍‌ସ କୋଭ୍‌ ୨’ ନାମକ ଏକ ଭାଇରସ୍‌ ଦ୍ବାରା ହୋଇଥାଏ। ଜଳବାୟୁରେ କରୋନା ପୂର୍ବରୁ ଏମିତି ଅନେକ ଭାଇରସ୍‌ ଅଛି, ଯାହାକୁ କରୋନା ବୋଲି କହିହେବ। କିନ୍ତୁ ସେଗୁଡ଼ିକ ଦ୍ବାରା ଆମର ସାଧାରଣ ସର୍ଦ୍ଦି,…

ଆଣ୍ଠୁଗଣ୍ଠି ବାତକୁ ଅଣଦେଖା କରିବା…

ଭୁବନେଶ୍ୱର: ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ଦୈନନ୍ଦିନ ଶାରୀରିକ କାର୍ଯ୍ୟକଳାପ ଉପରେ ପ୍ରଭାବ ପକାଉଥିବ। ବେଳେ ଯେ କୌଣସି ବୟସର ବ୍ୟକ୍ତିଙ୍କୁ ଏହି ରୋଗ ଆକ୍ରାନ୍ତ କରିଥାଏ ବୋଲି ମଙ୍ଗଳବାର ବିଶ୍ବ ଆର୍ଥ୍ରାଇଟିସ୍ ଦିବସ ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ…