ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

health

ଜାଣନ୍ତୁ ଅମୃତଭଣ୍ଡାର ଔଷଧୀୟ ଗୁଣ

ଅମୃତଭଣ୍ଡା ଏକ କ୍ଷୀରଜାତୀୟ ପରିବା ଓ ଏହାକୁ ଗ୍ରୀଷ୍ମ ପ୍ରଧାନ ଦେଶର ‘ମେଡିକାଲ୍‌ ମେଲନ୍’ ବୋଲି କୁହାଯାଏ। କାରଣ ଏଥିରେ ବହୁତ ମାତ୍ରାରେ ଔଷଧୀୟ ତତ୍ତ୍ବ ଅଛି। ତୁଟୁକା ଚିକିତ୍ସା କ୍ଷେତ୍ରରେ ଏହା ମହୌଷଧି ସଦୃଶ।-ଅମୃତଭଣ୍ଡା ଆଣ୍ଟିସେପ୍ଟିକ୍‌ ଶକ୍ତିରେ ଭରପୂର।-ଖାଦ୍ୟକୁ ଅତିଶୀଘ୍ର ହଜମ…

ଶିଶୁଙ୍କ କୃମି ସମସ୍ୟାର ଉପଚାର ପାଇଁ…

ଅପରିଷ୍କାର ଖାଦ୍ୟ, ପାଣି ଓ ପରିବେଶ ସହିତ ହାତ ନଧୋଇ ଖାଇବା ଓ ତଳେ ପଡ଼ିଥିବା କୌଣସି ଜିନିଷକୁ ଗୋଟାଇ ଖାଇଦେବା ଯୋଗୁଁ ଶିଶୁଙ୍କଠାରେ କୃମି ସମସ୍ୟା ଦେଖାଯାଏ। ଏହି ସମସ୍ୟା ଦେଖାଦେଲେ, ପେଟକାଟିବା, ବାନ୍ତି ଲାଗିବା, ଭୋକ ନହେବା, ଓଜନ କମିଯିବା, ମଳଦ୍ବାର କୁଣ୍ଡାଇ ହେବା, ଚିଡ଼ଚିଡ଼ା ଲାଗିବା ଇତ୍ୟାଦି…

କିପରି ପାଇବେ ରୁପି ସମସ୍ଯାରୁ ମୁକ୍ତି,…

ରୁପି ହେଉଛି ଏକ ତ୍ବଚାଜନିତ ସମସ୍ୟା, ଯାହାକି ଶୀତଦିନରେ ଅଧିକ ଦେଖାଯାଏ । ତ୍ବଚା ଶୁଷ୍କ ହେଲେ ରୁପି ଅଧୂକ ହୋଇଥାଏ । ଅନେକ ବ୍ୟକ୍ତିଙ୍କ କ୍ଷେତ୍ରରେ କେବଳ ଶୀତଦିନରେ ଏହି ରୁପି ସମସ୍ୟା ଦେଖାଯାଉଥିବାବେଳେ, ଆଉ କେତେଜଣଙ୍କ ପାଇଁ ଏହି ସମସ୍ୟା ସବୁଦିନ ପାଇଁ ଲାଗି ରହିଥାଏ। ରୁପି ହେଲେ ଅଧିକ ମାତ୍ରାରେ…

ଗୋଇଠି ଫାଟିବା ସମସ୍ଯାର ସମାଧନ ପାଇଁ…

ଆଉ କିଛିଦିନ ପରେ ଆସିଯିବ ଶୀତଦିନ । ଶୀତ ସହିତ ତ୍ବଚାଜନିତ କିଛି ସମସ୍ୟା ମଧ୍ୟ ଆସିଥାଏ । ସେସବୁ ମଧ୍ୟରୁ ମୁଖ୍ୟ ହେଉଛି ଶୁଷ୍କ ତ୍ବଚା । ଏହି ଶୁଷ୍କତା କାରଣରୁ ଅନେକଙ୍କର ପାଦ ଫାଟିବା ସମସ୍ୟା ଦେଖାଯାଏ । ପାଦ ଆଙ୍ଗୁଠି ଓ ଗୋଇଠିର ତ୍ବଚା ଶୁଷ୍କ ହୋଇ ଫାଟିଯାଏ। ଚାଲିବା ସମୟରେ କଷ୍ଟ ଅନୁଭୂତ ହୁଏ।…

ଲାଭପ୍ରଦ ଗରମ ପାଣି

ଆମ ଶରୀରର ୭୦ ପ୍ରତିଶତ ହେଉଛି ଜଳ। ପାଣି ବିନା ଜୀବନ ଅସମ୍ଭବ । ତେବେ ସାଦା ପାଣି ଅପେକ୍ଷା ଗରମ ପାଣି ପିଇବା ଦ୍ବାରା ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ।-ମୋଟାପଣ ଦୂର କରିବା ପାଇଁ ପ୍ରତିଦିନ ସକାଳେ ଉଠିବା ପରେ ଚାହା ବଦଳରେ ଗୋଟିଏ ଗ୍ଲାସ୍‌ ଗରମ ପାଣି ପିଅନ୍ତୁ । ଏହା ଚର୍ବି ହ୍ରାସ…

ଏସିଡିଟି ଓ ଆମ୍ବିଳା ହାକୁଟି ଦୂର କରିବ…

ସାଧାରଣତଃ କୁହାଯାଏ ଯେ, ତେଲ ମସଲାଯୁକ୍ତ ଖାଦ୍ୟ ଶରୀର ଉପରେ ପ୍ରତିକୂଳ ପ୍ରଭାବ ପକାଏ। କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ଏହା ସଠିକ୍ ହୋଇନଥାଏ। କାରଣ ଏମିତି କିଛି ମସଲା ରହିଛି, ଯାହାକୁ ବ୍ୟବହାର କରିବା ଦ୍ଵାରା ଶରୀର ସୁସ୍ଥ ରହିବା ସହ ଏସିଡିଟି ଓ ଆମ୍ବିଳା ହାକୁଟିରୁ ମୁକ୍ତି ମିଳିଥାଏ।- ଅଳ୍ପ…

ରୋଗ ଗୋଟିଏ ଉପଚାର ଅନେକ: ଲଗାତାର…

ସାଧାରଣତଃ ସର୍ଦି ହେଲେ ବା କୌଣସି ଆଲର୍ଜି ଥିଲେ ଛିଙ୍କ ହୋଇଥାଏ । କିନ୍ତୁ ଅନେକ ଥର ସକାଳ କିମ୍ବା ସନ୍ଧ୍ୟା ସମୟରେ ଲଗାତାର ଛିଙ୍କ ହୁଏ । ଗୋଟିଏ ଥରରେ ୨୦ରୁ ୩୦ଥର ଛିଙ୍କ ଏହାକୁ ଅଣାଦେଖା କରନ୍ତି । କିନ୍ତୁ ଏଭଳି କରିବା ଆଦୌ ଉଚିତ ନୁହେଁ। ଯଥାଶୀଘ୍ର ଏହାର ଉପଚାର କରାଇନେବା ଆବଶ୍ୟକ।ହୋମିଓପାଥି:…

ହାନିକାରକ ବେଡ୍‌ ଟି’….ଖାଲିପେଟରେ…

ସକାଳୁ ବେଡ୍‌ରୁ ଉଠିବା ପରେ ଖାଲିପେଟରେ ଚାହା ପିଇବା ସ୍ବାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ହାନିକାରକ। ଏହାଦ୍ବାରା ପେଟରେ ଅମ୍ଳ ସୃଷ୍ଟି ହୋଇ ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟି କରେ। ଏହା ବ୍ୟତୀତ ବେଡ୍‌ ଟି’ ଦ୍ବାରା ଆହୁରି ଅନେକ କିଛି ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଏ।-ସକାଳୁ କଡ଼ା ଓ ଗରମ ଚାହା ପିଇବାର…

ଅନିଦ୍ରା ସମସ୍ୟାରୁ ମୁକ୍ତି ପାଇବା ପାଇଁ…

ଅନିଦ୍ରାକୁ ଡାକ୍ତରୀ ଭାଷାରେ ଇନ୍‌ସୋମନିଆ କୁହାଯାଏ। ଲକ୍ଷଣ ଓ ନିଦର ସମୟ ଅନୁଯାୟୀ ଅନିଦ୍ରା ବିଭିନ୍ନ ପ୍ରକାର ହୋଇଥାଏ। ମୁଖ୍ୟତଃ କୌଣସି କାରଣ ପାଇଁ ଅତ୍ୟଧିକ ଚାପଗ୍ରସ୍ତ ହେଲେ ବା ଚିନ୍ତା କରିବା ଦ୍ବାରା ଅନିଦ୍ରା ସମସ୍ୟା ଦେଖାଯାଏ। ଏହା ବ୍ୟତୀତ ସନ୍ଧ୍ୟା ସମୟରେ ଅଧିକ ଭୋଜନ, ଅନିୟମିତ ସମୟରେ…

ଜାଣନ୍ତୁ ଜଣ୍ଡିସର କାରଣ ଓ କିପରି କରିବେ…

ବିଭିନ୍ନ କାରଣରୁ ଯକୃତ ସଂକ୍ରମିତ ହୋଇ କାମଳ ବା ଜଣ୍ଡିସ୍ ହୋଇଥାଏ। ଦୂଷିତ ପଦାର୍ଥ ଖାଇବା , ନିଶାଦ୍ରବ୍ୟ ଓ ମଦ୍ୟପାନ, ସଂକ୍ରମିତ ରକ୍ତ ନେବା ଦ୍ବାରା ପିତ୍ତମୁଣି ଯକୃତରେ ବାଧା ସୃଷ୍ଟି ଦ୍ବାରା କାମଳ ହୁଏ। ଶରୀରରେ ଅଧିକ ବିଲୁରିବିନ୍ ଜମା ହୋଇଯାଏ ଓ ଆଖି, ନଖ, ଚର୍ମ ଓ ପରିସ୍ରା ହଳଦିଆ ଦିଶେ। ଖାଦ୍ୟ…