Browsing Tag

health

ଉନ୍ନତ ସ୍ବାସ୍ଥ୍ୟ ସେବାର ନିରନ୍ତର ବିକାଶ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଚାଲିଥିବା ଉନ୍ନତ୍ତମାନର ସାର୍ବଜନୀନ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନିରନ୍ତର ବିକାଶ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ସ୍ବାସ୍ଥ୍ୟ ଯୋଜନା ଏବଂ ମେଡ଼ିକାଲ୍ କଲେଜ ଓ ହସ୍ପିଟାଲରେ ୬ ଜଣ ନୂଆ…

ଅବସାଦରୁ ମୁକ୍ତି ପାଇଁ ଆପଣାନ୍ତୁ ସହଜ ଓ…

ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ପାଇଁ ମାନସିକ ଅବସାଦ ବୃଦ୍ଧି ପାଇବାରେ ଲାଗିଛି। ଅନେକ ଲୋକ ଏହାକୁ ଅଣଦେଖା କରିଦେଉଛନ୍ତି। ଏହା ସମୟକ୍ରମେ ଅନ୍ୟାନ୍ୟ ଜଟିଳ ମାନସିକ ଓ ଶାରୀରିକ ସମସ୍ୟା ସୃଷ୍ଟି କରିଥାଏ। ତେଣୁ ମାନସିକ ଅବସାଦରୁ ମୁକ୍ତି ପାଇବା ପାଇଁ କେତେକ ସହଜ ଓ ସରଳ ଉପାୟ ରହିଛି। ଆସନ୍ତୁ…

ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ମାତ୍ରାଧିକ…

ଅତ୍ୟଧିକ ଭାବିବା ଆମର ମାନସିକ ଓ ଭାବନାତ୍ମକ ସ୍ବାସ୍ଥ୍ୟ ପାଇଁ ବେଶ୍‌ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ତଥାପି ଆମେ ଏହାକୁ ନିୟନ୍ତ୍ରଣ କରିପାରି ନଥାଉ। ଯେକୌଣସି କଥାକୁ ଅଧିକ ଭାବିବା ଏକ ନକାରାତ୍ମକ ଅଭ୍ୟାସ। ଏହା ଅନେକ ସ୍ବାସ୍ଥ୍ୟ ସମସ୍ୟାର କାରଣ ହୋଇପାରେ। ପ୍ରତ୍ୟେକ ମଣିଷ ଜୀବନରେ କିଛି ମୁହୂର୍ତ୍ତ…

ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ‘ଡେପୁଟେସନ’…

ଭୁବନେଶ୍ୱର: ଜରୁରୀ ଆବଶ୍ୟକତା ଭରଣା କରିବା ପାଇଁ ସରକାରୀସ୍ତରରେ ଡ଼େପୁଟେସନ ପରି ଏକ ବ୍ୟବସ୍ଥା ଅଛି। ମାତ୍ର ଏହି ଡ଼େପୁଟେସନକୁ ନିଜ ସ୍ୱାର୍ଥ ସାଧନ ନିମନ୍ତେ ଗଳାବାଟରେ ପରିଣତ କରିଛନ୍ତି କିଛି ସରକାରୀ କର୍ମଚାରୀ। ରାଜ୍ୟର ବିଭିନ୍ନ ସ୍ଥାନରେ ଡାକ୍ତର, ଶିକ୍ଷକ, ଯନ୍ତ୍ରୀ, ଅନ୍ୟ ସରକାରୀ କର୍ମଚାରୀ ଏହି…

ଓମିକ୍ରନ୍‌ଠାରୁ ସୁରକ୍ଷା ଦେବ ୮ଟି…

ଏବେ ଦିନକୁ ଦିନ ଓମିକ୍ରନ୍‌ ସଂକ୍ରମଣ ବଢ଼ିବାରେ ଲାଗିଛି। ତେଣୁ ଲୋକମାନଙ୍କୁ ମାସ୍କ ଓ ସାନିଟାଇଜର୍‌ ବ୍ୟବହାର ଉପରେ ଗୁରୁତ୍ବ ଦେବା ସମ୍ପର୍କିତ ଅଧିକରୁ ଅଧିକ ସଚେତନତା ବାର୍ତ୍ତା ଦିଆଯାଉଛି। ଏସବୁ ବ୍ୟତୀତ ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ କାଢ଼ା, ଡ୍ରାଏ ଫୁଡ୍‌ସ ଓ ଗ୍ରୀନ୍‌ ଟିର ଚାହିଦା ମଧ୍ୟ…

ଅନେକ ରୋଗର ମହୌଷଧି ଆଳୁ, କନ୍ଦମୂଳ ଓ…

ଆଳୁ ଓ କନ୍ଦମୂଳ ଅତ୍ୟନ୍ତ ପୁଷ୍ଟିକାରକ। ସୋଡ଼ା, ପଟାସ୍‌ ଓ ଭିଟାମିନ୍‌ ‘ବି’ ଦ୍ବାରା ଏହା ସମୃଦ୍ଧ। କନ୍ଦମୂଳରେ ଭିଟାମିନ୍‌ ‘ସି’, ‘ଇ’ ଓ ବେଟା କାରୋଟିନ୍‌ ଫାଇବର୍‌, ଲୌହ ଓ ପଟାସିୟମ୍‌ ଅଛି। କଞ୍ଚାଆଳୁ ରସ ଅନେକ ରୋଗର ମହୌଷଧି। ଯଥା – -ପାଚନ ପ୍ରଣାଳୀକୁ ଦୃଢ଼ କରେ। -ସନ୍ଧିବାତ, ଫୁଲା ଓ ସିଝି…

ଜାଣନ୍ତୁ ଅମୃତଭଣ୍ଡାର ଔଷଧୀୟ ଗୁଣ

ଅମୃତଭଣ୍ଡା ଏକ କ୍ଷୀରଜାତୀୟ ପରିବା ଓ ଏହାକୁ ଗ୍ରୀଷ୍ମ ପ୍ରଧାନ ଦେଶର ‘ମେଡିକାଲ୍‌ ମେଲନ୍’ ବୋଲି କୁହାଯାଏ। କାରଣ ଏଥିରେ ବହୁତ ମାତ୍ରାରେ ଔଷଧୀୟ ତତ୍ତ୍ବ ଅଛି। ତୁଟୁକା ଚିକିତ୍ସା କ୍ଷେତ୍ରରେ ଏହା ମହୌଷଧି ସଦୃଶ। -ଅମୃତଭଣ୍ଡା ଆଣ୍ଟିସେପ୍ଟିକ୍‌ ଶକ୍ତିରେ ଭରପୂର। -ଖାଦ୍ୟକୁ ଅତିଶୀଘ୍ର ହଜମ…

ଶିଶୁଙ୍କ କୃମି ସମସ୍ୟାର ଉପଚାର ପାଇଁ…

ଅପରିଷ୍କାର ଖାଦ୍ୟ, ପାଣି ଓ ପରିବେଶ ସହିତ ହାତ ନଧୋଇ ଖାଇବା ଓ ତଳେ ପଡ଼ିଥିବା କୌଣସି ଜିନିଷକୁ ଗୋଟାଇ ଖାଇଦେବା ଯୋଗୁଁ ଶିଶୁଙ୍କଠାରେ କୃମି ସମସ୍ୟା ଦେଖାଯାଏ। ଏହି ସମସ୍ୟା ଦେଖାଦେଲେ, ପେଟକାଟିବା, ବାନ୍ତି ଲାଗିବା, ଭୋକ ନହେବା, ଓଜନ କମିଯିବା, ମଳଦ୍ବାର କୁଣ୍ଡାଇ ହେବା, ଚିଡ଼ଚିଡ଼ା ଲାଗିବା ଇତ୍ୟାଦି…

କିପରି ପାଇବେ ରୁପି ସମସ୍ଯାରୁ ମୁକ୍ତି,…

ରୁପି ହେଉଛି ଏକ ତ୍ବଚାଜନିତ ସମସ୍ୟା, ଯାହାକି ଶୀତଦିନରେ ଅଧିକ ଦେଖାଯାଏ । ତ୍ବଚା ଶୁଷ୍କ ହେଲେ ରୁପି ଅଧୂକ ହୋଇଥାଏ । ଅନେକ ବ୍ୟକ୍ତିଙ୍କ କ୍ଷେତ୍ରରେ କେବଳ ଶୀତଦିନରେ ଏହି ରୁପି ସମସ୍ୟା ଦେଖାଯାଉଥିବାବେଳେ, ଆଉ କେତେଜଣଙ୍କ ପାଇଁ ଏହି ସମସ୍ୟା ସବୁଦିନ ପାଇଁ ଲାଗି ରହିଥାଏ। ରୁପି ହେଲେ ଅଧିକ ମାତ୍ରାରେ…

ଗୋଇଠି ଫାଟିବା ସମସ୍ଯାର ସମାଧନ ପାଇଁ…

ଆଉ କିଛିଦିନ ପରେ ଆସିଯିବ ଶୀତଦିନ । ଶୀତ ସହିତ ତ୍ବଚାଜନିତ କିଛି ସମସ୍ୟା ମଧ୍ୟ ଆସିଥାଏ । ସେସବୁ ମଧ୍ୟରୁ ମୁଖ୍ୟ ହେଉଛି ଶୁଷ୍କ ତ୍ବଚା । ଏହି ଶୁଷ୍କତା କାରଣରୁ ଅନେକଙ୍କର ପାଦ ଫାଟିବା ସମସ୍ୟା ଦେଖାଯାଏ । ପାଦ ଆଙ୍ଗୁଠି ଓ ଗୋଇଠିର ତ୍ବଚା ଶୁଷ୍କ ହୋଇ ଫାଟିଯାଏ। ଚାଲିବା ସମୟରେ କଷ୍ଟ ଅନୁଭୂତ ହୁଏ।…