ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Health Tips

ସ୍ବାସ୍ଥ୍ୟ ପାଇଁ ଲାଭଦାୟକ…

ଆୟୁର୍ବେଦରେ ସଜନାଛୁଇଁକୁ ଅମୃତ ସମାନ ବୋଲି କୁହାଯାଇଛି। ସଜନାଗଛର ପ୍ରତ୍ୟେକ ଅଂଶ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ସଜନାଛୁଇଁରେ ପୋଟାସିୟମ୍‌, ଫସ୍‌ଫରସ୍, ଆଇରନ୍ ଓ ମିନେରାଲ୍ସ ଭରପୂର ମାତ୍ରାରେ ଥାଏ। ତେଣୁ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଏ। ଏହାର ଆଉ କିଛି ସ୍ବାସ୍ଥ୍ୟକାରୀ ଗୁଣଗୁଡ଼ିକ ହେଉଛି –…

ଜାଣନ୍ତୁ ନିଦରେ ଲୋକମାନେ କାହିଁକି କଥା…

ରାତିରେ ଗଭୀର ନିଦରେ ଥିବା ସମୟରେ ଅନେକ ଲୋକ ଗୁଣୁଗୁଣୁ ହୋଇ କଥା ହୋଇଥାନ୍ତି। କେତେଜଣ କହନ୍ତି ଯେ, ସ୍ବପ୍ନରେ ଦେଖୁଥିବା ଜିନିଷକୁ ସେ କଥାରେ ବ୍ୟକ୍ତ କରିଥାନ୍ତି। ଏହି ସମସ୍ୟା ସାଧାରଣ ଲାଗୁଥିଲେ ମଧ୍ୟ ଏହାକୁ ନଜର ଅନ୍ଦାଜ୍‌ କରିବା ଆଦୌ ଉଚିତ ନୁହେଁ। କାରଣ ଏହି ସମସ୍ୟା ଅଧିକ ହେଲେ ମାନସିକ ରୋଗରେ…

ଜାଣନ୍ତୁ ଥଣ୍ଡା ଓ କାଶର କ’ଣ…

ଥଣ୍ଡାକାଶର ସାଧାରଣ ଔଷଧ ଭାବେ କଫ୍‌ ସିରପ୍‌ ବ୍ୟବହାର କରାଯାଏ। କଫ୍ ସିରପ୍‌ରେ ଥିବା ଫୋଲକୋଡିନ୍‌ କାଶ ଦୂର କରେ। କିନ୍ତୁ ଏହାର ପାର୍ଶ୍ବପ୍ରତିକ୍ରିୟା ଘଟି ଆଲର୍ଜି, ରକ୍ତଚାପ, ଅସାମାନ୍ୟ ରକ୍ତ ସଂଚାଳନ, ହୃଦୟର ଅସ୍ବାଭାବିକ ଗତି ଏବଂ ଅମ୍ଲଜାନ ସ୍ତର ହ୍ରାସ ହେବାର ଲକ୍ଷଣ ଦେଖା ଦେବା ପରେ ବିଶ୍ବ…

ସ୍ୱାସ୍ଥ୍ୟ ଖରାପ ହେଲେ ବଜାରରୁ ଆପଣ…

ବଜାରରେ ଅନେକ ଥର ନକଲି ଔଷଧ ବିକ୍ରି ହୋଇଥାଏ, ଯାହାଦ୍ବାରା ସ୍ବାସ୍ଥ୍ୟ ସମସ୍ୟା ଆହୁରି ବଢ଼ିଯାଏ। ଏହି ନକଲି ଔଷଧ ଦ୍ବାରା ଅନେକ ଲୋକ ମୃତ୍ୟୁମୁଖରେ ପଡ଼ିଥାନ୍ତି। ତେଣୁ ଅସଲି ଓ ନକଲି ଔଷଧ ଭିତରେ ଥିବା ପ୍ରଭେଦ ଜାଣି ରଖିବା ଉଚିତ। ମାତ୍ର ୨ଟି ସହଜ ଉପାୟରେ ନକଲି ଔଷଧ ସମ୍ପର୍କରେ ଜାଣିହେବ।କ୍ୟୁଆର୍‌…

ଟାଇଟ୍‌ ପୋଷାକ ସୃଷ୍ଟି କରେ ସ୍ବାସ୍ଥ୍ୟ…

ଆଜିକାଲି ସମସ୍ତେ ଫେଶନ ଅପ୍‌ଡେଟ୍‌ ରହିବା ପାଇଁ ଟାଇଟ୍‌ ପୋଷାକ ପିନ୍ଧୁଛନ୍ତି। କିନ୍ତୁ ଏହା ଦ୍ବାରା ଶରୀର ଉପରେ ଅନେକ କୁପ୍ରଭାବ ପଡ଼ୁଛି। ତେବେ ଆସନ୍ତୁ ଜାଣିବା ଟାଇଟ୍‌ ପୋଷାକ ପିନ୍ଧିବା ଦ୍ବାରା କେଉଁ ସବୁ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ।-ଟାଇଟ୍‌ ପୋଷାକ ପିନ୍ଧିଲେ, ମାଂସପେଶୀ ଉପରେ…

ଶୀତଦିନରେ ଖାଆନ୍ତୁ ମହୁ ଓ ଡାଲ୍‌ଚିନି:…

ଶୀତଋତୁରେ ମହୁ ଓ ଡାଲ୍‌ଚିନିକୁ ମିଶାଇ ଖାଇବା ଦ୍ବାରା ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ। ଏହା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ଅନ୍ୟାନ୍ୟ ଶୀତଦିନିଆ ରୋଗ ଦୂର କରେ।-ଦିନକୁ ତିନିଥର ଏକ ବଡ଼ କପ୍‌ ଉଷୁମ ପାଣିରେ ମହୁ ଓ ଡାଲ୍‌ଚିନି ଗୁଣ୍ଡ ମିଶାଇ ପିଇବା ଦ୍ବାରା ଚର୍ବି ହ୍ରାସ…

ଜାଣନ୍ତୁ କେଉଁ ରଙ୍ଗର ଜିଭ କେଉଁ ରୋଗ…

ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରଙ୍କ ପାଖକୁ ଗଲେ, ସେମାନେ ସାଧାରଣତଃ ପ୍ରଥମେ ଆଖି ଓ ଜିଭ ପରୀକ୍ଷା କରିଥାନ୍ତି। କାରଣ ଆଖି ଓ ଜିଭର ରଙ୍ଗରୁ ଅନେକ ରୋଗର ପ୍ରାଥମିକ ସୂଚନା ମିଳିଥାଏ। ଆସନ୍ତୁ ଜାଣିବା, କେଉଁ ରଙ୍ଗର ଜିଭ କେଉଁ ରୋଗ ସମ୍ପର୍କରେ ସୂଚନା ଦିଏ।-ଜିଭର ରଙ୍ଗ ନୀଳ କିମ୍ବା ବାଇଗଣୀ ହେଲେ…

ମାନସିକ ଚାପ ଓ ଅବସାଦ ଦୂର ପାଇଁ…

ଏକୁଟିଆ ଖାଦ୍ୟ ଖାଇବା ଦ୍ବାରା ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ୁଥିବାବେଳେ ମିଳିମିଶି ଖାଦ୍ୟ ଖାଇବା ଦ୍ବାରା ମାନସିକ ଚାପ ଓ ଅବସାଦ ଦୂର ହୋଇଥାଏ ବୋଲି ନିକଟରେ ଏକ ଗବେଷଣାରୁ ଜଣାପଡ଼ିଛି। ଆମେରିକୀୟ ସଂସ୍ଥା ‘ଆମେରିକାନ୍‌ ହାର୍ଟ ଆସୋସିଏସନ୍’ ପକ୍ଷରୁ ଏହି ଗବେଷଣା କରାଯାଇଥିଲା। ଏଥିରେ ୧୦୦୦ ଲୋକଙ୍କୁ…

ଫଳକୁ ଶୁଘିଂ ଦୂର କରନ୍ତୁ ମେଦବହୁଳତା

ଉପରୋକ୍ତ ଶୀର୍ଷକକୁ ବିଶ୍ବାସ କରିବା କଷ୍ଟକର ହୋଇପାରେ। କିନ୍ତୁ ନିକଟ ଅତୀତରେ ହୋଇଥିବା ଏକ ଗବେଷଣାରୁ ଏହାର ସତ୍ୟତା ପ୍ରମାଣିତ ହୋଇଛି। ସାଧାରଣ ଭାବରେ କୁହାଯାଏ ଯେ, ଅଧିକ ସମୟ ଧରି ରୋଷେଇ କରୁଥିଲେ, ବିଭିନ୍ନ ଖାଦ୍ୟର ବାସ୍ନା ଯୋଗୁଁ ଖାଦ୍ୟ ଖାଇବା କମିଯାଏ। ଏହି କଥାକୁ ଏବେ ସ୍ବାସ୍ଥ୍ୟ…

ସୁସ୍ଥ ରହିବା ପାଇଁ ୧୦ଟି ଟିପ୍ସ

ଆଜିକାଲି ସୁସ୍ଥ ରହିବା ପାଇଁ ଲୋକମାନେ ଅନେକ ପ୍ରକାର ଚେଷ୍ଟା କରୁଛନ୍ତି। ସନ୍ତୁଳିତ ଭୋଜନ ଗ୍ରହଣ କରି ଶରୀରକୁ ସୁସ୍ଥ ରଖାଯାଇପାରିବ। କିଛି ସହଜ ଓ ସରଳ ଉପାୟ ଅବଲମ୍ବନ କରି ଦୈନନ୍ଦିନ କାର୍ଯ୍ୟ ଭିତରେ ସୁସ୍ଥତା ଲାଭ କରିହେବ। ସେଗୁଡ଼ିକ ହେଉଛି...* ଖାଦ୍ୟକୁ ଭଲ ଭାବେ ଚୋବାଇ ଖାଆନ୍ତୁ। ଏହାଦ୍ବାରା…