ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Health Care

ଏସିଡିଟି ସମସ୍ୟା ଦୂର କରିବା ପାଇଁ ସହଜ…

ଅନିୟମିତ ଖାଦ୍ୟ ଶୈଳୀ, ଶାରୀରିକ ପରିଶ୍ରମର ଅଭାବ, ମସଲାଯୁକ୍ତ ଖାଦ୍ୟ ଏବଂ ଚା’କଫିର ସେବନ ଆଦି ଦ୍ବାରା ଏସିଡିଟି ସମସ୍ୟା ଦେଖାଯାଏ। ଏସିଡିଟି ସମସ୍ୟା ଦୂର କରିବା ପାଇଁ କିଛି ସହଜ ଉପାୟ ଆପଣାଇପାରିବେ।-ରାତ୍ରି ଭୋଜନରେ ଅଧିକ ଚର୍ବିଯୁକ୍ତ ଖାଦ୍ୟ, କାର୍ବୋନେଟେଡ୍‌ ପେୟ, କଫି କିମ୍ବା ଅମ୍ଳୀୟ…

ଜାଣନ୍ତୁ କେଉଁ ସମୟରେ ପାଣି ପିଇବା…

ସକାଳୁ ଉଠିବା ପରେ ଏକ ଗ୍ଲାସ୍ ନଖଉଷୁମ ପାଣି ପିଇବା ଉଚିତ। ପାଣି ପିଇବା ପାଇଁ ଏହା ହେଉଛି ସବୁଠାରୁ ଉତ୍ତମ ସମୟ। ଶୋଇବା ପରଠାରୁ ଉଠିବା ପର୍ଯ୍ୟନ୍ତ ୮ ଘଣ୍ଟା ସମୟ ଭିତରେ ଶରୀରର ଜଳୀୟ ଅଂଶ ହ୍ରାସ ହୋଇଯାଏ। ସକାଳେ ଉଠିବା ପରେ ପାଣି ପିଇବା ଦ୍ବାରା ଶରୀର ହାଇଡ୍ରେଡ୍‌ ରହିଥାଏ ଏବଂ ଅନେକ ପ୍ରକାର…

ସ୍ବାସ୍ଥ୍ୟ ସମସ୍ୟା ଦୂର କରିବାରେ ସହାୟକ…

ଜାଇଫଳ ଖାଦ୍ୟର ସ୍ବାଦ ବଢ଼ାଇବା ସହିତ ଔଷଧୀୟ ଗୁଣରେ ମଧ୍ୟ ଭରପୂର। ଜାଇଫଳରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍‌ ଗୁଣ ଅନେକ ପ୍ରକାର ସଂକ୍ରମଣଜନିତ ରୋଗ ଏବଂ ଅନ୍ୟ ସ୍ବାସ୍ଥ୍ୟ ସମସ୍ୟାକୁ ଦୂର କରିବାରେ ସହାୟକ। ଜାଇଫଳକୁ କଫି, ହଟ୍‌ ଚକଲେଟ୍‌, ଚା’ କିମ୍ବା ଉଷୁମ କ୍ଷୀରରେ ପକାଇ ପିଇବା…

ମଇଳା ବେଡ୍‌ସିଟ୍‌ରୁ ହୋଇପାରେ ସ୍ବାସ୍ଥ୍ୟ…

ସୁସ୍ଥସବଳ ରହିବାକୁ ହେଲେ ଖାଦ୍ୟପାନୀୟ ସହିତ ଘରର ସ୍ବଚ୍ଛତା ମଧ୍ୟ ଜରୁରି। ବେଡ୍‌ସିଟ୍‌କୁ ରୋଗ ଜୀବାଣୁର ବାହକ ବୋଲି କୁହାଯାଏ। ତେଣୁ ସପ୍ତାହେ ବ୍ୟବଧାନରେ ବେଡ୍‌ସିଟ୍‌, ତକିଆ କଭର୍‌, କମ୍ବଳ ଆଦିକୁ ଧୋଇବା ଉଚିତ। ଶିଶୁଙ୍କ କ୍ଷେତ୍ରରେ ପ୍ରତି ୨-୩ଦିନରେ ଥରେ ଏସବୁ ବଦଳାଇବା ଉଚିତ। କାରଣ ଶିଶୁମାନଙ୍କର…

ଜାଣନ୍ତୁ ନିଦରେ ଲୋକମାନେ କାହିଁକି କଥା…

ରାତିରେ ଗଭୀର ନିଦରେ ଥିବା ସମୟରେ ଅନେକ ଲୋକ ଗୁଣୁଗୁଣୁ ହୋଇ କଥା ହୋଇଥାନ୍ତି। କେତେଜଣ କହନ୍ତି ଯେ, ସ୍ବପ୍ନରେ ଦେଖୁଥିବା ଜିନିଷକୁ ସେ କଥାରେ ବ୍ୟକ୍ତ କରିଥାନ୍ତି। ଏହି ସମସ୍ୟା ସାଧାରଣ ଲାଗୁଥିଲେ ମଧ୍ୟ ଏହାକୁ ନଜର ଅନ୍ଦାଜ୍‌ କରିବା ଆଦୌ ଉଚିତ ନୁହେଁ। କାରଣ ଏହି ସମସ୍ୟା ଅଧିକ ହେଲେ ମାନସିକ ରୋଗରେ…

ଜାଣନ୍ତୁ ଥଣ୍ଡା ଓ କାଶର କ’ଣ…

ଥଣ୍ଡାକାଶର ସାଧାରଣ ଔଷଧ ଭାବେ କଫ୍‌ ସିରପ୍‌ ବ୍ୟବହାର କରାଯାଏ। କଫ୍ ସିରପ୍‌ରେ ଥିବା ଫୋଲକୋଡିନ୍‌ କାଶ ଦୂର କରେ। କିନ୍ତୁ ଏହାର ପାର୍ଶ୍ବପ୍ରତିକ୍ରିୟା ଘଟି ଆଲର୍ଜି, ରକ୍ତଚାପ, ଅସାମାନ୍ୟ ରକ୍ତ ସଂଚାଳନ, ହୃଦୟର ଅସ୍ବାଭାବିକ ଗତି ଏବଂ ଅମ୍ଲଜାନ ସ୍ତର ହ୍ରାସ ହେବାର ଲକ୍ଷଣ ଦେଖା ଦେବା ପରେ ବିଶ୍ବ…

ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦୂର…

ମକା ସ୍ବାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ। କିନ୍ତୁ ମକାରେ ଥିବା ପତ୍ର ଓ ସିଲ୍‌କ ସୂତା ଭଳି ଥିବା ଅଂଶକୁ ସମସ୍ତେ ଫୋପାଡ଼ି ଦେଇଥାନ୍ତି। କିନ୍ତୁ ମକାରେ ଥିବା ସିଲ୍‌କ ସୂତା ଭଳି ଅଂଶ ସ୍ବାସ୍ଥ୍ୟକର ହୋଇଥାଏ। ୫୦୦୦ ବର୍ଷ ପୂର୍ବରୁ ମଧ୍ୟ ଏହି ଅଂଶର ବ୍ୟବହାର କରି ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦୂର…

ଦ୍ରୁତଗତିରେ ବଢ଼ିଚାଲିଛି ଆଖିଧରା ରୋଗ,…

ଆଖିଧରା ହେଉଛି ଏକ ସଂକ୍ରାମକ ରୋଗ। ବର୍ଷାଦିନରେ କିମ୍ବା ଋତୁ ପରିବର୍ତ୍ତନ କାରଣରୁ ସଂକ୍ରମଣ ହୋଇ ଆଖି ଲାଲ୍‌ ହୋଇଯାଏ। ତେଣୁ ଏହାକୁ ଇଂରାଜୀରେ ପିଙ୍କ୍‌ ଆଏ ଡିଜିଜ୍‌ ବୋଲି କୁହାଯାଏ। ଏବେ ଆଖିଧରା ରୋଗୀଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିଚାଲିଥିବାବେଳେ ଏହାର ଚିକିତ୍ସା ଓ ପ୍ରତିଷେଧକ ପାଇଁ ହୋମିଓପ୍ୟାଥି…

ସ୍ବାସ୍ଥ୍ୟ ପାଇଁ ଲାଭଦାୟକ କାଙ୍କଡ଼,…

ବର୍ଷାଋତୁରେ ମିଳୁଥିବା ଅନେକ ପ୍ରକାର ଫଳ ଓ ପନିପରିବା ସ୍ବାସ୍ଥ୍ୟ ପାଇଁ ବହୁତ ଲାଭପ୍ରଦ। ସେସବୁ ମଧ୍ୟରୁ କାଙ୍କଡ଼ରେ ଅନକ ପ୍ରକାର ଔଷଧୀୟ ଗୁଣ ରହିଛି, ଯାହାକି ବର୍ଷାଦିନିଆ ଥଣ୍ଡା, କାଶ ଓ ଆଲର୍ଜି ଦୂର କରିଥାଏ। ଏଥିରେ ପ୍ରୋଟିନ୍‌ର ପରିମାଣ ଅଧିକ ଥାଏ, ଯାହାକି ଶାରୀରିକ ଶକ୍ତି ବୃଦ୍ଧି କରେ। କାଙ୍କଡ଼…

ଜାଣନ୍ତୁ କିପରି କରିବେ ଟନ୍‌ସିଲ୍‌…

ଟନ୍‌ସିଲ୍‌ ସମସ୍ୟାକୁ ଅଣଦେଖା କରିବା ଦ୍ବାରା ଗଳାକଷ୍ଟ ଅଧିକ ହୋଇଥାଏ ଏବଂ ସାମାନ୍ୟ ପାଣି ମଧ୍ୟ ପିଇବାରେ ଗଳା ଦରଜ ଲାଗେ ଏବଂ ନିଃଶ୍ବାସ ନେବାରେ ମଧ୍ୟ କଷ୍ଟ ଅନୁଭୂତ ହୋଇଥାଏ। କାନମୂଳ ମଧ୍ୟ ଦରଜ ହୋଇ କାନଟାଣି ହେବା ଭଳି ଲାଗେ। ତେବେ ଏହାର କ’ଣ ଘରୋଇ ଉପଚାର ରହିଛି, ଆସନ୍ତୁ ଜାଣିବା –-ଦିନକୁ…