Browsing Tag

Health Care

ଟାଇଟ୍‌ ପୋଷାକ ସୃଷ୍ଟି କରେ ସ୍ବାସ୍ଥ୍ୟ…

ଆଜିକାଲି ସମସ୍ତେ ଫେଶନ ଅପ୍‌ଡେଟ୍‌ ରହିବା ପାଇଁ ଟାଇଟ୍‌ ପୋଷାକ ପିନ୍ଧୁଛନ୍ତି। କିନ୍ତୁ ଏହା ଦ୍ବାରା ଶରୀର ଉପରେ ଅନେକ କୁପ୍ରଭାବ ପଡ଼ୁଛି। ତେବେ ଆସନ୍ତୁ ଜାଣିବା ଟାଇଟ୍‌ ପୋଷାକ ପିନ୍ଧିବା ଦ୍ବାରା କେଉଁ ସବୁ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। -ଟାଇଟ୍‌ ପୋଷାକ ପିନ୍ଧିଲେ, ମାଂସପେଶୀ ଉପରେ…

ଶୀତଦିନରେ ଖାଆନ୍ତୁ ମହୁ ଓ ଡାଲ୍‌ଚିନି:…

ଶୀତଋତୁରେ ମହୁ ଓ ଡାଲ୍‌ଚିନିକୁ ମିଶାଇ ଖାଇବା ଦ୍ବାରା ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ। ଏହା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ଅନ୍ୟାନ୍ୟ ଶୀତଦିନିଆ ରୋଗ ଦୂର କରେ। -ଦିନକୁ ତିନିଥର ଏକ ବଡ଼ କପ୍‌ ଉଷୁମ ପାଣିରେ ମହୁ ଓ ଡାଲ୍‌ଚିନି ଗୁଣ୍ଡ ମିଶାଇ ପିଇବା ଦ୍ବାରା ଚର୍ବି ହ୍ରାସ…

ଜାଣନ୍ତୁ କେଉଁ ରଙ୍ଗର ଜିଭ କେଉଁ ରୋଗ…

ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରଙ୍କ ପାଖକୁ ଗଲେ, ସେମାନେ ସାଧାରଣତଃ ପ୍ରଥମେ ଆଖି ଓ ଜିଭ ପରୀକ୍ଷା କରିଥାନ୍ତି। କାରଣ ଆଖି ଓ ଜିଭର ରଙ୍ଗରୁ ଅନେକ ରୋଗର ପ୍ରାଥମିକ ସୂଚନା ମିଳିଥାଏ। ଆସନ୍ତୁ ଜାଣିବା, କେଉଁ ରଙ୍ଗର ଜିଭ କେଉଁ ରୋଗ ସମ୍ପର୍କରେ ସୂଚନା ଦିଏ। -ଜିଭର ରଙ୍ଗ ନୀଳ କିମ୍ବା ବାଇଗଣୀ ହେଲେ…

ପ୍ରଦୂଷଣଜନିତ ସ୍ବାସ୍ଥ୍ୟ ସମସ୍ୟା ଦୂର…

ପରିବେଶ ପ୍ରଦୂଷଣ ଯୋଗୁଁ ଏବେ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଉଛି। ତେବେ ଏସବୁ ସମସ୍ୟାର ନିରାକରଣ ପାଇଁ ନିଜର ଦୈନନ୍ଦିନ ଖାଦ୍ୟ ତାଲିକାରେ କିଛି ଖାଦ୍ୟକୁ ସାମିଲ୍‌ କରନ୍ତୁ। - ପ୍ରତିଦିନ କିଛି ପରିମାଣରେ ଗୁଡ଼ ଖାଆନ୍ତୁ। -ଜାଇଫଳ ତେଲରେ ଭିଟାମିନ୍‌-ଇ ରହିଛି, ଯାହାକି ପ୍ରଦୂଷଣଜନିତ…

ସ୍ବର ମାଧ୍ୟମରେ ଚିହ୍ନଟ ହେବ ରୋଗ

କୌଣସି ରୋଗ ଚିହ୍ନଟ କରିବାପାଇଁ ରକ୍ତ ପରୀକ୍ଷା, ସିଟିସ୍କାନ୍‌, ଇସିଜି ଓ ଅଲ୍‌ଟ୍ରାସାଉଣ୍ଡ୍‌ ଭଳି ଅତ୍ୟାଧୁନିକ ମେସିନ୍‌ର ବ୍ୟବହାର ହେଉଛି। କିନ୍ତୁ ଆଗାମୀ ଦିନରେ ସ୍ବର ମାଧ୍ୟମରେ ରୋଗ ଚିହ୍ନଟ ହୋଇପାରିବ ବୋଲି ସ୍ବାସ୍ଥ୍ୟ ବିଜ୍ଞାନୀମାନେ ସୂଚନା ଦେଇଛନ୍ତି। ଆମେରିକାର ଫ୍ଲୋରିଡା ବିଶ୍ବବିଦ୍ୟାଳୟର…

ଯକ୍ଷ୍ମା ନିରାକରଣରେ ‘ଆର୍ଟିଫିସିଆଲ୍‍…

ଭୁବନେଶ୍ୱର: ସହଜ ହେବ ଯକ୍ଷ୍ମା ଚିହ୍ନଟ ପ୍ରକ୍ରିୟା। ତୃଣମୂଳ ସ୍ତରରେ ରୋଗୀଙ୍କୁ ଚିହ୍ନଟ କରିବା ପାଇଁ ଏଣିକି ଆର୍ଟିଫିସିଆଲ୍‍ ଇଣ୍ଟେଲିଜେନ୍ସ ବ୍ୟବହୃତ ହେବ। ଅତ୍ୟାଧୁନିକ ଜ୍ଞାନକୌଶଳରେ ଅତି ସହଜ ପ୍ରକ୍ରିୟାରେ ରୋଗୀଙ୍କୁ ଚିହ୍ନଟ କରାଯାଇ ପାରିବ। କେବଳ ଛାତି ଏକ୍ସ-ରେ ରିପୋର୍ଟକୁ ଆଧାର କରି ତାହା…

ଜାଣନ୍ତୁ ବ୍ରେନ୍‌ ଷ୍ଟ୍ରୋକର କାରଣ ଓ…

ଶରୀରର ସବୁ ଅଙ୍ଗପ୍ରତ୍ୟଙ୍ଗ ମସ୍ତିଷ୍କ ଦ୍ବାରା ନିୟନ୍ତ୍ରିତ ହେଉଥିବାରୁ ବ୍ରେନ୍‌କୁ ଶରୀରର କଣ୍ଟ୍ରୋଲ୍‌ ରୁମ୍‌ ବୋଲି କୁହାଯାଏ। ବ୍ରେନ୍‌ରେ ଥିବା ନ୍ୟୁରୋ କୋଷିକାଗୁଡ଼ିକ ଅହରହ ଅମ୍ଳଜାନ, ଗ୍ଲୁକୋଜ୍ ଓ ଅନ୍ୟ ପୋଷକତତ୍ତ୍ବ ଉପରେ ନିର୍ଭର କରେ। ଯେତେବେଳେ ବ୍ରେନ୍‌ କାର୍ଯ୍ୟକ୍ଷମ ପାଇଁ ଅର୍ଟି ବା ଧମନୀ…

ସ୍ବାସ୍ଥ୍ୟ ବିଜ୍ଞାନୀମାନଙ୍କୁ ଆଉ ଏକ…

ବିଜ୍ଞାନର ବିକାଶ ଯୋଗୁଁ ସ୍ବାସ୍ଥ୍ୟ କ୍ଷେତ୍ରରେ ଅନେକ ବଡ଼ ପରିବର୍ତ୍ତନ ଆସିଛି, ଯାହାଦ୍ବାରା ରୋଗୀ ମୃତ୍ୟୁହାର ଦିନକୁ ଦିନ କମ୍ ହେବାରେ ଲାଗିଛି। ଏବେ ଏହି ଧାରାରେ ସ୍ବାସ୍ଥ୍ୟ ବିଜ୍ଞାନୀମାନଙ୍କୁ ଆଉ ଏକ ସଫଳତା ମିଳିଛି। ଲିଭର୍‌ ରୋଗରେ ଆକ୍ରାନ୍ତ ରୋଗୀଙ୍କ ପାଇଁ ଏହା ପ୍ରଯୁଜ୍ୟ ହୋଇପାରିବ। ଜଟିଳ…

ଜାଣନ୍ତୁ ଡେଙ୍ଗୁ ଜ୍ୱରର ଲକ୍ଷଣ ଓ ଏହାର…

ଡେଙ୍ଗୁ ଏକ ଭୂତାଣୁଜନିତ ରୋଗ ଅଟେ। ଏହି ଭୂତାଣୁ ମଶାମାନଙ୍କ ଦ୍ୱାରା ବ୍ୟାପେ। ଜଣେ ପୀଡ଼ିତ ବ୍ୟକ୍ତିକୁ ଯଦି ଡେଙ୍ଗୁ ଭୂତାଣୁ ବାହକ ମଶା କାମୁଡ଼େ, ତେବେ ସେହି ସଂକ୍ରାମକ ମଶା ଯାହାକୁ ବି କାମୁଡ଼େ ସେ ଡେଙ୍ଗୁ ଭୂତାଣୁ ଦ୍ୱାରା ସଂକ୍ରମଣ ହେବା ନିଶ୍ଚିତ ଅଟେ। ତେଣୁ ଏହା ଏକ ସଂକ୍ରାମକ ରୋଗ ଅଟେ। ଏହା…

ଜାଣନ୍ତୁ ୫ଟି ଫୁଲର ଔଷଧୀୟ ଗୁଣ….

ପୂଜାର୍ଚ୍ଚନା କିମ୍ବା ସାଜସଜ୍ଜା କାମରେ ଫୁଲର ବ୍ୟବହାର ଅଧିକ ହୋଇଥାଏ। ଏହା ସହିତ ଆୟୁର୍ବେଦରେ ଫୁଲକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଏ। ବିଭିନ୍ନ ପ୍ରକାର ଫୁଲରେ ଥିବା ଔଷଧୀୟଗୁଣ ବିଭିନ୍ନ ରୋଗ ଦୂର କରିଥାଏ। ଆୟୁର୍ବେଦ ଡାକ୍ତରଙ୍କ ପରାମର୍ଶ କ୍ରମେ ଫୁଲକୁ ଔଷଧ ଭାବେ ଖାଇପାରିବେ। ନଚେତ୍‌ ଏସବୁର…