ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

health benifits

ସ୍ୱାସ୍ଥ୍ୟକ୍ଷେତ୍ରରେ ୩ଟି ଦିଗ ଉପରେ…

ଭୁବନେଶ୍ବର: ରାଜ୍ୟର ସ୍ୱାସ୍ଥ୍ୟସେବାର ଉପଲବ୍ଧିକୁ ନେଇ ବିଜେଡି ଏକ ସମ୍ବାଦିକ ସମ୍ମିଳନୀ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟକୁ ସମ୍ପଦ ଭାବେ ଗ୍ରହଣ କରିଛନ୍ତି। ତେଣୁ ରାଜ୍ୟର ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ବିବେଚନା କରନ୍ତି। ଫଳରେ ସେ ସ୍ୱାସ୍ଥ୍ୟ କ୍ଷେତ୍ରରେ ୩ଟି ଦିଗ ଉପରେ ବିଶେଷ…

ବଢୁଛି ହୃଦ୍ ରୋଗୀଙ୍କ ସଂଖ୍ୟା: ଜାଣନ୍ତୁ…

ହୃତ୍‌ପିଣ୍ଡ ଆମ ଶରୀରର ମୁଖ୍ୟ ଅଙ୍ଗ। ହୃତ୍‌ପିଣ୍ଡ ସୁସ୍ଥ ରହିଲେ, ଆମେ ସୁସ୍ଥ ରହିପାରିବା। ଆଜିକାଲିର ଅନିୟମିତ ଓ ଅନିୟନ୍ତ୍ରିତ ଖାଦ୍ୟ ଶୈଳୀ ଏବଂ ପରିବେଶ ପ୍ରଦୂଷଣ ଯୋଗୁଁ ହୃଦ୍‌ରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ହୃତ୍‌ପିଣ୍ଡକୁ ସୁସ୍ଥ ରଖିବା ପାଇଁ ବ୍ୟାୟାମ ସହିତ ବିଭିନ୍ନ ପ୍ରକାର ପୋଷକତତ୍ତ୍ବ…

ସ୍ବାସ୍ଥ୍ୟ ସମସ୍ୟା ଦୂର କରିବାରେ ସହାୟକ…

ଜାଇଫଳ ଖାଦ୍ୟର ସ୍ବାଦ ବଢ଼ାଇବା ସହିତ ଔଷଧୀୟ ଗୁଣରେ ମଧ୍ୟ ଭରପୂର। ଜାଇଫଳରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍‌ ଗୁଣ ଅନେକ ପ୍ରକାର ସଂକ୍ରମଣଜନିତ ରୋଗ ଏବଂ ଅନ୍ୟ ସ୍ବାସ୍ଥ୍ୟ ସମସ୍ୟାକୁ ଦୂର କରିବାରେ ସହାୟକ। ଜାଇଫଳକୁ କଫି, ହଟ୍‌ ଚକଲେଟ୍‌, ଚା’ କିମ୍ବା ଉଷୁମ କ୍ଷୀରରେ ପକାଇ ପିଇବା…

ସ୍ବାସ୍ଥ୍ୟ ପାଇଁ ଲାଭଦାୟକ କାଙ୍କଡ଼,…

ବର୍ଷାଋତୁରେ ମିଳୁଥିବା ଅନେକ ପ୍ରକାର ଫଳ ଓ ପନିପରିବା ସ୍ବାସ୍ଥ୍ୟ ପାଇଁ ବହୁତ ଲାଭପ୍ରଦ। ସେସବୁ ମଧ୍ୟରୁ କାଙ୍କଡ଼ରେ ଅନକ ପ୍ରକାର ଔଷଧୀୟ ଗୁଣ ରହିଛି, ଯାହାକି ବର୍ଷାଦିନିଆ ଥଣ୍ଡା, କାଶ ଓ ଆଲର୍ଜି ଦୂର କରିଥାଏ। ଏଥିରେ ପ୍ରୋଟିନ୍‌ର ପରିମାଣ ଅଧିକ ଥାଏ, ଯାହାକି ଶାରୀରିକ ଶକ୍ତି ବୃଦ୍ଧି କରେ। କାଙ୍କଡ଼…

ହ୍ୟାଙ୍ଗ୍‌ନେଲ୍‌ ସମସ୍ୟା ଦୂର ପାଇଁ…

ହ୍ୟାଙ୍ଗ୍‌ନେଲ୍‌ ହେଉଛି, ହାତନଖର ଚାରିପଟେ ଥିବା ଚର୍ମ, ଯାହାକି ଶୁଷ୍କ ହୋଇ ମାଛକାତି ଭଳି ହୋଇଯାଏ। ଏହା ବେଶ୍‌ ଯନ୍ତ୍ରଣାଦାୟକ ଏବଂ ଏହାକୁ ବାହାର କରିବା ସମୟରେ ରକ୍ତ ବାହାରିଥାଏ। ଫଙ୍ଗସ୍‌ ଏବଂ ଭୂତାଣୁ ପ୍ରଭାବରେ ଆଙ୍ଗୁଠି ପାଖର ଏହି ତ୍ବଚାରେ ଘା’ ମଧ୍ୟ ହୋଇଥାଏ। ତେବେ, ଏହାକୁ ଦୂର କରିବା ପାଇଁ…

ଜାଣନ୍ତୁ କେଉଁ ରଙ୍ଗର ଜିଭ କେଉଁ ରୋଗ…

ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରଙ୍କ ପାଖକୁ ଗଲେ, ସେମାନେ ସାଧାରଣତଃ ପ୍ରଥମେ ଆଖି ଓ ଜିଭ ପରୀକ୍ଷା କରିଥାନ୍ତି। କାରଣ ଆଖି ଓ ଜିଭର ରଙ୍ଗରୁ ଅନେକ ରୋଗର ପ୍ରାଥମିକ ସୂଚନା ମିଳିଥାଏ। ଆସନ୍ତୁ ଜାଣିବା, କେଉଁ ରଙ୍ଗର ଜିଭ କେଉଁ ରୋଗ ସମ୍ପର୍କରେ ସୂଚନା ଦିଏ।-ଜିଭର ରଙ୍ଗ ନୀଳ କିମ୍ବା ବାଇଗଣୀ ହେଲେ…

ପ୍ରଦୂଷଣଜନିତ ସ୍ବାସ୍ଥ୍ୟ ସମସ୍ୟା ଦୂର…

ପରିବେଶ ପ୍ରଦୂଷଣ ଯୋଗୁଁ ଏବେ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଉଛି। ତେବେ ଏସବୁ ସମସ୍ୟାର ନିରାକରଣ ପାଇଁ ନିଜର ଦୈନନ୍ଦିନ ଖାଦ୍ୟ ତାଲିକାରେ କିଛି ଖାଦ୍ୟକୁ ସାମିଲ୍‌ କରନ୍ତୁ।- ପ୍ରତିଦିନ କିଛି ପରିମାଣରେ ଗୁଡ଼ ଖାଆନ୍ତୁ।-ଜାଇଫଳ ତେଲରେ ଭିଟାମିନ୍‌-ଇ ରହିଛି, ଯାହାକି ପ୍ରଦୂଷଣଜନିତ…

ଜାଣନ୍ତୁ ୫ଟି ଫୁଲର ଔଷଧୀୟ ଗୁଣ….

ପୂଜାର୍ଚ୍ଚନା କିମ୍ବା ସାଜସଜ୍ଜା କାମରେ ଫୁଲର ବ୍ୟବହାର ଅଧିକ ହୋଇଥାଏ। ଏହା ସହିତ ଆୟୁର୍ବେଦରେ ଫୁଲକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଏ। ବିଭିନ୍ନ ପ୍ରକାର ଫୁଲରେ ଥିବା ଔଷଧୀୟଗୁଣ ବିଭିନ୍ନ ରୋଗ ଦୂର କରିଥାଏ। ଆୟୁର୍ବେଦ ଡାକ୍ତରଙ୍କ ପରାମର୍ଶ କ୍ରମେ ଫୁଲକୁ ଔଷଧ ଭାବେ ଖାଇପାରିବେ। ନଚେତ୍‌ ଏସବୁର…

ସ୍ବାସ୍ଥ୍ୟପ୍ରଦ ଆଳୁରସ: ଦୂର ହୋଇଥାଏ…

ଆଳୁରସରେ ଭିଟାମିନ୍‌ ‘ଏ’, ‘ବି’, ‘ସି’, ଫାଇବର୍‌, ଆଇରନ୍‌, କ୍ୟାଲ୍‌ସିୟମ୍‌, ପୋଟାସିୟମ୍‌, ମ୍ୟାଗ୍ନେସିୟମ୍‌, ଫସ୍‌ଫରସ୍‌, ଜିଙ୍କ୍‌ ଓ ଆଣ୍ଟିଅକ୍ସିଡାଣ୍ଟ୍‌ ଭଳି ଆହୁରି ଅନେକ ପୋଷକତତ୍ତ୍ବ ଅଛି। ୨-୩ଟି କଞ୍ଚା ଆଳୁକୁ ନେଇ ଛୋଟ ଛୋଟ ଖଣ୍ଡ କରି କାଟି ଗ୍ରାଇଣ୍ଡ୍‌ କରିଦିଅନ୍ତୁ। ଏହାକୁ ଗୋଟିଏ ସଫା…