ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

health benefits

ଖାଇବା ପରେ ପରେ ଶୋଇବା କ୍ଷତିକାରକ,…

ବ୍ୟସ୍ତ ଜୀବନଶୈଳୀ ଏବଂ ରାସାୟନିକଯୁକ୍ତ ଖାଦ୍ୟ ପାଇଁ ଏବେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି। ଏସବୁ ସହିତ ଖାଇବା ସଙ୍ଗେ ସଙ୍ଗେ ଶୋଇବାକୁ ଯିବା ଦ୍ବାରା ଶରୀର ଉପରେ କୁପ୍ରଭାବ ପଡ଼ୁଛି। ଏହାଦ୍ବାରା ପାଚନ ତନ୍ତ୍ର ପ୍ରଭାବିତ ହୋଇ ବିଭିନ୍ନ ପେଟରୋଗ ସହିତ ଆହୁରି ଅନେକ ପ୍ରକାର ରୋଗ ହେଉଛି।…

ଜାଣନ୍ତୁ ସବୁବେଳେ ଆଖିରୁ ଲୁହ…

ଲୁହ ରୋଗପ୍ରତିରୋଧକ ଶକ୍ତିର ଏକ ଅଂଶ ଭାବେ ପରିଗଣିତ, ଯାହାକୁ ଆଖିକୁ ବିଭିନ୍ନ ପ୍ରକାର ଦୂଷିତ କଣିକାରୁ ରକ୍ଷା କରିଥାଏ। ଆଖିରେ କୌଣସି ଧୂଳିକଣା ପଡ଼ିଗଲେ, ସଙ୍ଗେ ସଙ୍ଗେ ଆଖିରୁ ଲୁହ ବାହାରିଥାଏ। ଏହା କ୍ବଚିତ୍‌ ଦେଖାଯାଏ। କିନ୍ତୁ ଅନେକ ଲୋକଙ୍କ ଆଖିରୁ ଅନବରତ ଲୁହ ବାହାରିଥାଏ। ଡାକ୍ତରୀ ଭାଷାରେ ଏହାକୁ…

ଜାଣନ୍ତୁ ପିଲା ବିଳମ୍ବରେ କଥା କହିବାର…

ଶିଶୁଟିଏ ଜନ୍ମ ହେବାର ୧୨ରୁ ୧୫ ମାସ ମଧ୍ୟରେ କଥା କହିବା ଆରମ୍ଭ କରେ। ତେବେ ଅନେକ ପରିବାରରେ ପିଲାଟି ଯେଉଁ ସମୟରେ କଥା କହିବା ଆବଶ୍ୟକ, ତା’ଠାରୁ ବିଳମ୍ବ ଦେଖାଯାଏ। ଯଦିଓ ଏହା କୌଣସି ରୋଗ ନୁହେଁ, କିନ୍ତୁ ଏହାକୁ ଏକ ପ୍ରକାର ସମସ୍ୟା କୁହାଯାଇପାରେ। ହେଲେ କାହିଁକି ପିଲାଟି ଠିକ୍‌ ସମୟରେ କଥା ହୁଏ…

ସ୍ବାସ୍ଥ୍ୟ ପ୍ରତି ଲାଭଦାୟକ ପଣସ ମଞ୍ଜି,…

ପଣସ କଠା ଓ ପାଚିଲା ପଣସ ଭଳି ପଣସ ମଞ୍ଜିରେ ଅନେକ ପ୍ରକାର ପୋଷକତତ୍ତ୍ବ ଥାଏ। ତେଣୁ ପଣସମଞ୍ଜିକୁ ଫୋପାଡ଼ିବାର ଭୁଲ୍‌ କରନ୍ତୁ ନାହିଁ। ଏହାକୁ ତରକାରୀ କରି ଖାଇପାରିବେ। ତେବେ ଆସନ୍ତୁ ଜାଣିବା ପଣସମଞ୍ଜି ଦ୍ବାରା କ’ଣ ସବୁ ସ୍ବାସ୍ଥ୍ୟଲାଭ ମିଳିପାରିବ।-ପଣସ ମଞ୍ଜିରେ ଭରପୂର ମାତ୍ରାରେ ଫାଇବର୍‌ ଥାଏ।…

ସ୍ବାସ୍ଥ୍ୟ ପ୍ରତି ଲାଭଦାୟକ ଜୁଆଣୀ ପାଣି,…

ଜୁଆଣୀ ଖାଇବା ପେଟ ପାଇଁ ବହୁତ ଭଲ ବୋଲି କୁହାଯାଏ। ଜୁଆଣୀ ପାଣି ପିଇବା ଦ୍ୱାରା ଗ୍ୟାଷ୍ଟ୍ରିକ୍, ହଜମଜନିତ ସମସ୍ୟା, ପେଟ ଯନ୍ତ୍ରଣା ଏବଂ କୋଷ୍ଠକାଠିନ୍ୟ ଦୂର ହୋଇପାରିବ। ଜୁଆଣୀ ଆୟୁର୍ବେଦିକ ଗୁଣରେ ପରିପୂର୍ଣ୍ଣ। ଜୁଆଣୀ ପାଣି ପିଇବା ଦ୍ବାରା ଓଜନ ନିୟନ୍ତ୍ରଣରେ ରହେ। ଜୁଆଣୀରେ ଥିବା ପ୍ରୋଟିନ୍,…

ସ୍ବାସ୍ଥ୍ୟ ପ୍ରତି ଲାଭଦାୟକ ବାଇଗଣୀ…

ଆଜିକାଲିର ଅନିୟମିତ ଜୀବନଶୈଳୀ ଓ ଅସ୍ବାସ୍ଥ୍ୟକର ଖାଦ୍ୟ ଯୋଗୁଁ ଅନେକ ପ୍ରକାର ରୋଗ ସୃଷ୍ଟି ହୋଇଥାଏ। ତେଣୁ ସୁସ୍ଥ ରହିବା ପାଇଁ ସମସ୍ତେ ଅନେକ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି। ଖାଦ୍ୟ ବିଶେଷଜ୍ଞଙ୍କ ମତ ଅନୁଯାୟୀ ଜୀବନଶୈଳୀରେ ସୁଧାର ଆଣିବା ସହିତ କିଛି ବାଇଗଣୀ ରଙ୍ଗର ଫଳ ଓ ପନିପରିବାକୁ ଖାଦ୍ୟ…

ଆଖିରୁ ଜାଣିହେବ ହୃଦ୍‌ରୋଗର ପ୍ରାଥମିକ…

ଯେ କୌଣସି ସ୍ବାସ୍ଥ୍ୟ ସମସ୍ୟା ହେଉ ନା କାହିଁକି, ଡାକ୍ତର ପ୍ରଥମେ ଆଖି ପରିକ୍ଷା କରିଥାନ୍ତି। କାରଣ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟାର ଲକ୍ଷଣ ଆଖିରୁ ଜଣାପଡ଼େ। ହୃଦ୍‌ରୋଗ ବା କାର୍ଡିଓ ଭାସ୍କୁଲାର୍‌ ରୋଗର ଲକ୍ଷଣ ମଧ୍ୟ ଆଖିରୁ ଜଣାପଡ଼ିଥାଏ। ହୃତ୍‌ପିଣ୍ଡ ସମ୍ପର୍କିତ କିଛି ରୋଗ ପାଇଁ ଦୃଷ୍ଟିଶକ୍ତି ମଧ୍ୟ…

ନିଜକୁ ଫିଟ୍‌ ରଖିବା ପାଇଁ ପ୍ରତିଦିନ…

ନିଜକୁ ଫିଟ୍‌ ରଖିବା ପାଇଁ ପ୍ରତିଦିନ ଜିମ୍‌ ଯାଇ କଷ୍ଟକର ବ୍ୟାୟାମ କରିବା ବଦଳରେ ୨୦ ମିନିଟ୍‌ ସ୍କିପିଂ କରିବା ଦ୍ବାରା ଅନେକ ସ୍ବାସ୍ଥ୍ୟ ଲାଭ ମିଳିଥାଏ। ସ୍କିପିଂ କରିବା ସମୟରେ ଅଣ୍ଟା, କାନ୍ଧ, ଛାତି, ମୁଣ୍ଡ ଓ ଗୋଡ଼କୁ ସିଧା କରି ଠିଆ ହୁଅନ୍ତୁ। ସ୍ପ୍ରିଙ୍ଗ୍‌ ଦଉଡ଼ି ପରିବର୍ତ୍ତେ ସାଧାରଣ ସ୍କିପିଂ…

ଶିଶୁଙ୍କ କୋଲେଷ୍ଟ୍ରଲ୍‌ ସମସ୍ୟା ଦୂର…

ସାଧାରଣତଃ ବୟସ୍କଙ୍କ କ୍ଷେତ୍ରରେ କୋଲେଷ୍ଟ୍ରଲ୍‌ଜନିତ ସ୍ବାସ୍ଥ୍ୟ ସମସ୍ୟା ଅଧିକ ଥାଏ। କିନ୍ତୁୂ ଏବେ ଅନିୟମିତ ଜୀବନଶୈଳୀ ଓ ଖାଦ୍ୟପାନୀୟ ଯୋଗୁଁ ଶିଶୁଙ୍କଠାରେ ମଧ୍ୟ କୋଲେଷ୍ଟ୍ରଲ୍‌ ସ୍ତର ବୃଦ୍ଧି ପାଉଛି। ଏହି ସ୍ତର ବୃଦ୍ଧି ପାଇବା ଯୋଗୁଁ ଶରୀର ବିଭିନ୍ନ ଅଙ୍ଗକୁ ରକ୍ତ ଓ ଅମ୍ଳଜାନ ଠିକ୍‌ ଭାବେ ପହଞ୍ଚି…

ଷ୍ଟ୍ରୋକ୍‌ ପୂର୍ବବର୍ତ୍ତୀ ସୂଚନା ଦେବ…

ଷ୍ଟ୍ରୋକ୍‌ ହେବା ପୂର୍ବରୁ ଏହାର ଲକ୍ଷଣଗୁଡ଼ିକ ଜଣାପଡ଼ିଗଲେ, ତା’ ପାଇଁ ସଠିକ୍‌ ଚିକିତ୍ସା କରାଯାଇ ପାରନ୍ତା। ସଠିକ୍‌ ସମୟରେ ସଠିକ୍‌ ଚିକିତ୍ସା ଦ୍ବାରା ଅନେକ ଲୋକଙ୍କ ଜୀବନ ବଞ୍ଚିପାରିବ। ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ଏବେ ଏକ ନୂଆ ମୋବାଇଲ୍‌ ଆପ୍‌ ପ୍ରସ୍ତୁତ କରାଯାଇଛି। ଏହାର ନାମ…