Browsing Tag

health benefits

ଶୀତଦିନରେ ଖାଆନ୍ତୁ ମହୁ ଓ ଡାଲ୍‌ଚିନି:…

ଶୀତଋତୁରେ ମହୁ ଓ ଡାଲ୍‌ଚିନିକୁ ମିଶାଇ ଖାଇବା ଦ୍ବାରା ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ। ଏହା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ଅନ୍ୟାନ୍ୟ ଶୀତଦିନିଆ ରୋଗ ଦୂର କରେ। -ଦିନକୁ ତିନିଥର ଏକ ବଡ଼ କପ୍‌ ଉଷୁମ ପାଣିରେ ମହୁ ଓ ଡାଲ୍‌ଚିନି ଗୁଣ୍ଡ ମିଶାଇ ପିଇବା ଦ୍ବାରା ଚର୍ବି ହ୍ରାସ…

ଜାଣନ୍ତୁ କେଉଁ ରଙ୍ଗର ଜିଭ କେଉଁ ରୋଗ…

ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରଙ୍କ ପାଖକୁ ଗଲେ, ସେମାନେ ସାଧାରଣତଃ ପ୍ରଥମେ ଆଖି ଓ ଜିଭ ପରୀକ୍ଷା କରିଥାନ୍ତି। କାରଣ ଆଖି ଓ ଜିଭର ରଙ୍ଗରୁ ଅନେକ ରୋଗର ପ୍ରାଥମିକ ସୂଚନା ମିଳିଥାଏ। ଆସନ୍ତୁ ଜାଣିବା, କେଉଁ ରଙ୍ଗର ଜିଭ କେଉଁ ରୋଗ ସମ୍ପର୍କରେ ସୂଚନା ଦିଏ। -ଜିଭର ରଙ୍ଗ ନୀଳ କିମ୍ବା ବାଇଗଣୀ ହେଲେ…

ସ୍ବର ମାଧ୍ୟମରେ ଚିହ୍ନଟ ହେବ ରୋଗ

କୌଣସି ରୋଗ ଚିହ୍ନଟ କରିବାପାଇଁ ରକ୍ତ ପରୀକ୍ଷା, ସିଟିସ୍କାନ୍‌, ଇସିଜି ଓ ଅଲ୍‌ଟ୍ରାସାଉଣ୍ଡ୍‌ ଭଳି ଅତ୍ୟାଧୁନିକ ମେସିନ୍‌ର ବ୍ୟବହାର ହେଉଛି। କିନ୍ତୁ ଆଗାମୀ ଦିନରେ ସ୍ବର ମାଧ୍ୟମରେ ରୋଗ ଚିହ୍ନଟ ହୋଇପାରିବ ବୋଲି ସ୍ବାସ୍ଥ୍ୟ ବିଜ୍ଞାନୀମାନେ ସୂଚନା ଦେଇଛନ୍ତି। ଆମେରିକାର ଫ୍ଲୋରିଡା ବିଶ୍ବବିଦ୍ୟାଳୟର…

ଯକ୍ଷ୍ମା ନିରାକରଣରେ ‘ଆର୍ଟିଫିସିଆଲ୍‍…

ଭୁବନେଶ୍ୱର: ସହଜ ହେବ ଯକ୍ଷ୍ମା ଚିହ୍ନଟ ପ୍ରକ୍ରିୟା। ତୃଣମୂଳ ସ୍ତରରେ ରୋଗୀଙ୍କୁ ଚିହ୍ନଟ କରିବା ପାଇଁ ଏଣିକି ଆର୍ଟିଫିସିଆଲ୍‍ ଇଣ୍ଟେଲିଜେନ୍ସ ବ୍ୟବହୃତ ହେବ। ଅତ୍ୟାଧୁନିକ ଜ୍ଞାନକୌଶଳରେ ଅତି ସହଜ ପ୍ରକ୍ରିୟାରେ ରୋଗୀଙ୍କୁ ଚିହ୍ନଟ କରାଯାଇ ପାରିବ। କେବଳ ଛାତି ଏକ୍ସ-ରେ ରିପୋର୍ଟକୁ ଆଧାର କରି ତାହା…

ବିରଳ ବ୍ଲଡ୍‌ ଗ୍ରୁପ ପାଇଁ ବରଦାନ:…

ଲଣ୍ଡନ: ବିଶ୍ବରେ ପ୍ରଥମ ଥର ପାଇଁ ଲ୍ୟାବ୍‌ରେ ପ୍ରସ୍ତୁତ ରକ୍ତ ମନୁଷ୍ୟଠାରେ ଲାଗିଛି। ବ୍ରିଟେନ୍‌ରେ ହୋଇଥିବା କ୍ଲିନିକାଲ୍‌ ଟ୍ରାଏଲରେ ଏହି ସଫଳତା ମିଳିଛି। କେମ୍ବ୍ରିଜ୍‌ ଏବଂ ବ୍ରିଷ୍ଟଲ ୟୁନିଭର୍ସିଟି ସମେତ ଅନେକ ପ୍ରତିଷ୍ଠାନର ବୈଜ୍ଞାନିକ ଏହି ପରୀକ୍ଷଣରେ ସାମିଲ ଥିଲେ। ଏହା ରକ୍ତ ସମସ୍ୟା ଏବଂ ବିରଳ…

ଜାଣନ୍ତୁ ବ୍ରେନ୍‌ ଷ୍ଟ୍ରୋକର କାରଣ ଓ…

ଶରୀରର ସବୁ ଅଙ୍ଗପ୍ରତ୍ୟଙ୍ଗ ମସ୍ତିଷ୍କ ଦ୍ବାରା ନିୟନ୍ତ୍ରିତ ହେଉଥିବାରୁ ବ୍ରେନ୍‌କୁ ଶରୀରର କଣ୍ଟ୍ରୋଲ୍‌ ରୁମ୍‌ ବୋଲି କୁହାଯାଏ। ବ୍ରେନ୍‌ରେ ଥିବା ନ୍ୟୁରୋ କୋଷିକାଗୁଡ଼ିକ ଅହରହ ଅମ୍ଳଜାନ, ଗ୍ଲୁକୋଜ୍ ଓ ଅନ୍ୟ ପୋଷକତତ୍ତ୍ବ ଉପରେ ନିର୍ଭର କରେ। ଯେତେବେଳେ ବ୍ରେନ୍‌ କାର୍ଯ୍ୟକ୍ଷମ ପାଇଁ ଅର୍ଟି ବା ଧମନୀ…

ସ୍ବାସ୍ଥ୍ୟ ବିଜ୍ଞାନୀମାନଙ୍କୁ ଆଉ ଏକ…

ବିଜ୍ଞାନର ବିକାଶ ଯୋଗୁଁ ସ୍ବାସ୍ଥ୍ୟ କ୍ଷେତ୍ରରେ ଅନେକ ବଡ଼ ପରିବର୍ତ୍ତନ ଆସିଛି, ଯାହାଦ୍ବାରା ରୋଗୀ ମୃତ୍ୟୁହାର ଦିନକୁ ଦିନ କମ୍ ହେବାରେ ଲାଗିଛି। ଏବେ ଏହି ଧାରାରେ ସ୍ବାସ୍ଥ୍ୟ ବିଜ୍ଞାନୀମାନଙ୍କୁ ଆଉ ଏକ ସଫଳତା ମିଳିଛି। ଲିଭର୍‌ ରୋଗରେ ଆକ୍ରାନ୍ତ ରୋଗୀଙ୍କ ପାଇଁ ଏହା ପ୍ରଯୁଜ୍ୟ ହୋଇପାରିବ। ଜଟିଳ…

ଜାଣନ୍ତୁ ଡେଙ୍ଗୁ ଜ୍ୱରର ଲକ୍ଷଣ ଓ ଏହାର…

ଡେଙ୍ଗୁ ଏକ ଭୂତାଣୁଜନିତ ରୋଗ ଅଟେ। ଏହି ଭୂତାଣୁ ମଶାମାନଙ୍କ ଦ୍ୱାରା ବ୍ୟାପେ। ଜଣେ ପୀଡ଼ିତ ବ୍ୟକ୍ତିକୁ ଯଦି ଡେଙ୍ଗୁ ଭୂତାଣୁ ବାହକ ମଶା କାମୁଡ଼େ, ତେବେ ସେହି ସଂକ୍ରାମକ ମଶା ଯାହାକୁ ବି କାମୁଡ଼େ ସେ ଡେଙ୍ଗୁ ଭୂତାଣୁ ଦ୍ୱାରା ସଂକ୍ରମଣ ହେବା ନିଶ୍ଚିତ ଅଟେ। ତେଣୁ ଏହା ଏକ ସଂକ୍ରାମକ ରୋଗ ଅଟେ। ଏହା…

ଫଳକୁ ଶୁଘିଂ ଦୂର କରନ୍ତୁ ମେଦବହୁଳତା

ଉପରୋକ୍ତ ଶୀର୍ଷକକୁ ବିଶ୍ବାସ କରିବା କଷ୍ଟକର ହୋଇପାରେ। କିନ୍ତୁ ନିକଟ ଅତୀତରେ ହୋଇଥିବା ଏକ ଗବେଷଣାରୁ ଏହାର ସତ୍ୟତା ପ୍ରମାଣିତ ହୋଇଛି। ସାଧାରଣ ଭାବରେ କୁହାଯାଏ ଯେ, ଅଧିକ ସମୟ ଧରି ରୋଷେଇ କରୁଥିଲେ, ବିଭିନ୍ନ ଖାଦ୍ୟର ବାସ୍ନା ଯୋଗୁଁ ଖାଦ୍ୟ ଖାଇବା କମିଯାଏ। ଏହି କଥାକୁ ଏବେ ସ୍ବାସ୍ଥ୍ୟ…

ଅବସାଦରୁ ମୁକ୍ତି ପାଇଁ ଆପଣାନ୍ତୁ ସହଜ ଓ…

ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ପାଇଁ ମାନସିକ ଅବସାଦ ବୃଦ୍ଧି ପାଇବାରେ ଲାଗିଛି। ଅନେକ ଲୋକ ଏହାକୁ ଅଣଦେଖା କରିଦେଉଛନ୍ତି। ଏହା ସମୟକ୍ରମେ ଅନ୍ୟାନ୍ୟ ଜଟିଳ ମାନସିକ ଓ ଶାରୀରିକ ସମସ୍ୟା ସୃଷ୍ଟି କରିଥାଏ। ତେଣୁ ମାନସିକ ଅବସାଦରୁ ମୁକ୍ତି ପାଇବା ପାଇଁ କେତେକ ସହଜ ଓ ସରଳ ଉପାୟ ରହିଛି। ଆସନ୍ତୁ…