ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

haryana

ଇଣ୍ଡିଆ ମେଣ୍ଟକୁ ପୁଣି ଝଟକା: ପଞ୍ଜାବ…

ନୂଆଦିଲ୍ଲୀ: ଇଣ୍ଡିଆ ମେଣ୍ଟକୁ ପୁଣି ଝଟକା ଲାଗିଛି ।  ଆମ୍ ଆଦମୀ ପାର୍ଟି ପଞ୍ଜାବରେ ଏକାକୀ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଥିବାବେଳେ ହରିୟାଣାରେ ମଧ୍ୟ ଏକୁଟିଆ ନିର୍ବାଚନରେ ଲଢ଼ିବାକୁ ଘୋଷଣା କରିଛି। ଆପ ହରିୟାଣାରେ ଏକାକୀ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛି।…

କଳିଯୁଗର ଶ୍ରବଣ କୁମାର ଫରିଦାବାଦର ପ୍ରଣବ…

ଆମ ସମାଜରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ସମ୍ପତ୍ତି ଲୋଭରେ ନିଜର ବୁଢ଼ା ବାପାଙ୍କୁ ଘରୁ ତଡ଼ି ଦିଅନ୍ତି, କେହି କେହି ତୀର୍ଥ ସ୍ଥାନରେ ବୁଲାଇବା ବାହାନାରେ କେଉଁଠି ଛାଡ଼ିଦେଇ ଆସନ୍ତି। ଆଜିର ଯୁଗରେ ଫରିଦାବାଦର ପ୍ରଣବ ଶୁକ୍ଳା କଳିଯୁଗର ଶ୍ରବଣ କୁମାର ସାଜି ୪୨ ଜଣ ବୟସ୍କ ବ୍ୟକ୍ତିଙ୍କ ଦାୟିତ୍ବ…

ହରିୟାଣାର ନୁହ ଜିଲ୍ଲାରେ ଧାର୍ମିକ…

ଗୁରୁଗ୍ରାମ: ହରିୟାଣାର ଗୁରୁଗ୍ରାମ ସଂଲଗ୍ନ ନୁହ ଜିଲ୍ଲାରେ ସୋମବାର ଏକ ଧାର୍ମିକ ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ପଥରମାଡ଼ ହୋଇଛି । ଦଙ୍ଗାକାରୀମାନେ ଅନେକ ଗାଡିରେ ନିଆଁ ମଧ୍ୟ ଲଗାଇ ଦେଇଛନ୍ତି ‌। ଏହି ଘଟଣାରେ ଜଣେ ହୋମ୍ ଗାର୍ଡଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ସୂଚନା…

ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜେଲ୍ ଦଣ୍ଡ…

ନୂଆଦିଲ୍ଲୀ: ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜେଲ୍ ଦଣ୍ଡ ପାଇଥିବା ହରିୟାଣା ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମଙ୍କ ଏକ ଭର୍ଚୁଆଲ 'ସତସଙ୍ଗ' କାର୍ଯ୍ୟକ୍ରମରେ ବହୁ ବିଜେପି ନେତା ସାମିଲ ହେବା ନେଇ ବିବାଦ ସୃଷ୍ଟି ହୋଇଛି । ହରିୟାଣାର ଶାସକ ଦଳ ତଥା ବିଜେପିର ଅନେକ ବଡ଼ନେତା ରାମ ରହିମଙ୍କ ଏହି ସତସଙ୍ଗ୍…

ଖଣି ମାଫିଆଙ୍କ ଗୁଣ୍ଡାରାଜ: ଚଢାଉ ବେଳେ…

ହରିୟାଣା: ଖଣିମାଫିଆଙ୍କ ଗୁଣ୍ଡାରାଜ । ପୁଲିସକୁ  ଡମ୍ପର ଚଢ଼ାଇ କଲେ ହତ୍ଯା । ଏଭଳି ଅଭାବନୀୟ ଘଟଣା ହରିୟାଣାରେ ଘଟିଛି। ବେଆଇନ ଚୋରା ଚାଲାଣ ହେଉଥିବା ଖବର ପାଇଁ  DSP ସୁରେନ୍ଦ୍ର ସିଂହ ବିଷ୍ଣୋଇ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଯାଞ୍ଚ ବେଳେ  ଖଣିମାଫିଆ ତାଙ୍କୁ ଡମ୍ପର ଚଢ଼ାଇ ବୀଭତ୍ସ ହତ୍ୟା କରିଛନ୍ତି।…

ବର୍ଷେ ଯାଏ ତମାଖୁ ଦ୍ରବ୍ୟ ବିକ୍ରି ଉପରେ…

ଚଣ୍ଡିଗଡ଼: ହରିୟାଣା ସରକାର ଗୁଟଖା ଏବଂ ପାନ ମସାଲା ବିକ୍ରୟ ତଥା ଉତ୍ପାଦନ ଉପରେ ପ୍ରତିବନ୍ଧକକୁ ଏକ ବର୍ଷ ପାଇଁ ବୃଦ୍ଧି କରିଛନ୍ତି। ରାଜ୍ୟ ଖାଦ୍ୟ ଏବଂ ଔଷଧ ପ୍ରଶାସନ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଯେଉଁଥିରେ ସେପ୍ଟେମ୍ବର ୭, ୨୦୨୧ରୁ ଏକ ବର୍ଷ ପର୍ଯ୍ୟନ୍ତ ତମାଖୁ ଦ୍ରବ୍ୟ ବିକ୍ରୟ ତଥା…

ଚୋରର ମହାନତା : ଫେରାଇ ଦେଲା ଚୋରି…

ହରିୟାଣା : ନିକଟରେ ହରିୟାଣାର ଜିନ୍ଦ ଜିଲ୍ଲା ମୁଖ୍ୟାଳୟର ସିଭିଲ୍ ହସ୍ପିଟାଲର ପିପି ସେଣ୍ଟରରୁ ଜଣେ ଚୋର ପାଖାପାଖୀ ୧୭୦୦ଟି କରୋନା ଟିକା ଚୋରି କରିନେଇଥିଲା। କିନ୍ତୁ ଯେତେବେଳେ ଏହି ଚୋରଟି ଜାଣିବାକୁ ପାଇଥିଲା ଯେ, ସେ ଚୋରି କରିଥିବା ସାମଗ୍ରୀଗୁଡ଼ିକ ହେଉଛି କରୋନା ଟିକା, ସେତେବେଳେ ସେ ଏହାକୁ ମଣିଷ…