ଚତୁର୍ଥୀ ରାତି ପୂର୍ବରୁ ନବବଧୂଙ୍କ…
ଢେଙ୍କାନାଳ : ଅଧା ରହିଗଲା ସବୁ ସ୍ବପ୍ନ। ବାସର ରାତି ଆଗରୁ ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମପାଇଁ ହାତ ଧରିଥିବା ପତ୍ନୀ ପରକରି ଚାଲିଗଲା। ଚତୁର୍ଥୀ ପାଇଁ ପୁଅ ଘର ଲୋକ ଭୋଜି ଭାତର ଆୟୋଜନ ପାଇଁ ପ୍ରସ୍ତୁତି କରୁଥିବା ବେଳେ ଶୋଇବା ଘରୁ ନବବଧୁର ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି।
ଏଭଳି ଅଭାବନୀୟ…