ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Gujurat

ହ୍ରଦରେ ଡଙ୍ଗା ବୁଡ଼ି ୧୨ ଛାତ୍ରଛାତ୍ରୀଙ୍କ…

ଗୁଜରାଟ: ଗୁଜରାଟ ଭଦୋଦରା ହର୍ଣ୍ଣି ହ୍ରଦରେ ଦୁଃଖଦ ଘଟଣା ଘଟିଯାଇଛି। ହର୍ଣ୍ଣି ହ୍ରଦରେ ଏକ ଡଙ୍ଗା ବୁଡ଼ି ଯିବାରୁ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୧୨ ଛାତ୍ରଛାତ୍ରୀ ଓ ୨ ଶିକ୍ଷକ ଥିବା ସୂଚନା ମିଳିଛି । ୬ଜଣ ଛାତ୍ରଛାତ୍ରୀ ଓ ଜଣେ ଶିକ୍ଷକ  ନିଖୋଜ ଥିବାବେଳେ ତଲାସ କାର୍ଯ୍ୟ ଜାରି ରହିଛି।…

ଝୁଲାପୋଲ ଟ୍ରାଜେଡ଼ି: ଦୁର୍ଘଟଣାସ୍ଥଳ…

ମୋର୍ବି: ଗୁଜରାଟର ମୋର୍ବି ଜିଲାରେ ଝୁଲାପୋଲ ଭୁଶୁଡ଼ିବା ଘଟଣା। ମୋର୍ବିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚିଛନ୍ତି। ଆକାଶମାର୍ଗରୁ ଘଟଣାସ୍ଥଳ ଅନୁଧ୍ୟାନ କରିଛନ୍ତି। ଏହାପରେ ଦୁର୍ଘଟଣା ସ୍ଥଳରୁ ସିଧାସଳଖ ହସ୍‌ପିଟାଲ ଯାଇଥିଲେ ପ୍ରଧାନମନ୍ତ୍ରୀ। ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାଧିନ ଥିବା…

ଆଜି ଘୋଷଣା ହୋଇପାରେ ଗୁଜରାଟ ଓ…

ନୂଆଦିଲ୍ଲୀ: ଆଜି ଘୋଷଣା ହୋଇପାରେ ଗୁଜରାଟ ଓ ହିମାଚଳପ୍ରଦେଶ ନିର୍ବାଚନ ତାରିଖ । ଏନେଇ ଅପରାହ୍ନ ୩ଟାରେ ନିର୍ବାଚନ କମିଶନର ପ୍ରେସମିଟ୍ କରିବେ ବୋଲି ଜଣାପଡ଼ିଛି। ଦିଲ୍ଲୀର ବିଜ୍ଞାନ ଭବନରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ପ୍ରେସ କନଫରେନ୍ସ ଡକାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଗୁଜରାଟ ଓ ହିମାଚଳ…

ଭୁଲରେ ଆକାଉଣ୍ଟକୁ ଆସିଥିବା ଅର୍ଥକୁ…

ଗୁଜୁରାଟ: ଗୁଜୁରାଟର ଅହମ୍ମଦାବାଦରେ ବ୍ୟାଙ୍କର ଗଡ଼ବଡି ହେତୁ ରମେଶଭାଇ ସାଗର ନାମକ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରେ ୧୧,୬୭୭ କୋଟି ଟଙ୍କା ଜମା ହୋଇଥିଲା। ରମେଶଭାଇ ସାଗର ଅହମ୍ମଦାବାଦର ଜଣେ ଏମ୍ବ୍ରୋଡେରୀ ବ୍ୟବସାୟୀ। ସେ ୫ ବର୍ଷ ହେଲା ଷ୍ଟକ୍ ମାର୍କେଟରେ ମଧ୍ୟ ନିବେଶ କରୁଛନ୍ତି। ଏହି ରାଶି ମଧ୍ୟରୁ ସେ…

ତୀର୍ଥଯାତ୍ରୀଙ୍କ ଉପରେ ମାଡ଼ିଗଲା କାର୍‌,…

ଗୁଜୁରାଟ: ଶୁକ୍ରବାର ସକାଳେ ଗୁଜୁରାଟର ଅମ୍ବାଜୀରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ କାର ଭାରସାମ୍ଯ ହରାଇ ଚାଲିଚାଲି ଯାଉଥିବା ୧୨ ଜଣ ତୀର୍ଥଯାତ୍ରୀଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ୬ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସେଠାରେ ୭ ଜଣ ଭକ୍ତ ଆହତ ହୋଇଛନ୍ତି। ଖବର ପାଇ…

ନିଆରା ବିବାହ: ବିନା ବର ଓ ପଣ୍ଡିତରେ…

ବରୋଦା: ଗୁଜୁରାଟର ବରୋଦାରେ ଦେଖିବାକୁ ମିଳିଛି ନିଆରା ବିବାହ। ବିନା ବରରେ ହୋଇଛି ବାହାଘର । ବିନା ବରରେ ନେଲେ ସାତ ଫେରା, ନିଜକୁ ନିଜେ ଲଗାଇଲେ ସିନ୍ଦୁର ଆଉ ନିଜ ପାଇଁ ନିଜେ ନେଲେ ବିବାହ ପ୍ରତିଜ୍ଞା । ନିକଟ ଅତୀତରେ ଚର୍ଚ୍ଚାରେ ଥିବା ଗୁଜୁରାଟର ୨୪ ବର୍ଷୀୟା କ୍ଷମା ବିନ୍ଦୁ ଆଜି ନିଜକୁ ସମସ୍ତ…

ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ଶ୍ରୀମଦ୍…

ଗୁଜରାଟ: ଏଣିକି ସ୍କୁଲ ପିଲା ପଢିବେ ଶ୍ରୀମଦ୍ ଭଗବତ ଗୀତା । ଷଷ୍ଠ ଶ୍ରେଣୀରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ସ୍କୁଲ ଓ କଲେଜରେ ଭଗବତ ଗୀତା ପଢିବେ । ନିଜ ରାଜ୍ୟରେ ଏବେ ଏଭଳି କିଛି ନୂଆ ଶିକ୍ଷାନୀତି ଆଣିଛନ୍ତି ଗୁଜରାଟ ସରକାର । ତେବେ ଗୁଜରାଟ ସରକାରଙ୍କ ଏହି ନୂଆ ଶିକ୍ଷାନୀତି…

କର୍ଣ୍ଣାଟକ ପରେ ଗୁଜୁରାଟରେ ଚିହ୍ନଟ ହେଲା…

ନୂଆଦିଲ୍ଲୀ: ଧୀରେ ଧୀରେ ଭାରତରେ କାୟା ବିସ୍ତାର କରୁଛି କରୋନାର ମାରାତ୍ମକ ଭାରିଏଣ୍ଟ 'ଓମିକ୍ରନ' । କର୍ଣ୍ଣାଟକ ପରେ ଏବେ ଗୁଜୁରାଟରେ ଚିହ୍ନଟ ହୋଇଛି କରୋନାର ଏହି ଘାତକ ଭାରିଆଣ୍ଟ ଓମିକ୍ରନ୍ ର ତୃତୀୟ ମାମଲା । ଗୁଜୁରାଟର ଜାମନଗରରେ ଜଣେ ୭୧ ବର୍ଷୀୟ ବ୍ୟକ୍ତି ଏହି ଷ୍ଟ୍ରେନ୍ ଦ୍ବାରା ସଂକ୍ରମିତ…

‘ମୋ ଗ୍ରାଚ୍ୟୁଇଟି ଟଙ୍କା ଦିଅ ନ…

ଅହମଦାବାଦ: ପୁଣି ଚର୍ଚ୍ଚାରେ ଆତ୍ମଘୋଷିତ କଳ୍କୀ ଅବତାର ତଥା ରମେଶଚନ୍ଦ୍ର ପଫେର୍ । ପୂର୍ବରୁ ନିଜକୁ କଳ୍କୀ ଅବତାର (ଭଗବାନ ବିଷ୍ଣୁଙ୍କ ଶେଷ ଅବତାର) କହୁଥିଲେ । ତାଙ୍କୁ ଯଦି ତାଙ୍କ ଦରମା ନ ମିଳେ ତେବେ ସେ ପୃଥିବୀରେ ପ୍ରଳୟ ଆଣିବେ ବୋଲି ଧମକ ଦେଇଛନ୍ତି । ଗ୍ରାଚ୍ୟୁଟି ନଦେଲେ ସେ ପୃଥିବୀକୁ ଦୁର୍ଭିକ୍ଷ…

ଗୁଜୁରାଟରେ ୧୫ ଜୁନରୁ ଲାଗୁ ହେବ ଲଭ୍…

ଗୁଜୁରାଟ: ଗୁଜୁରାଟ ରାଜ୍ୟପାଳ ଆଚାର୍ଯ୍ଯ ଦେବବ୍ରତ ଲଭ ଜିହାଦ ଆଇନକୁ ଅନୁମୋଦନ ଦେଇଛନ୍ତି। ଯେଉଁମାନେ କାହାକୁ ଜବରଦସ୍ତ ଧର୍ମ ରୂପାନ୍ତର କରିବାକୁ କହିବେ ଏବଂ ଜାଲିଆତି କରି ବିବାହ କରନ୍ତି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ। ଜୁନ୍ ୧୫ରୁ ଏହି ଆଇନ ରାଜ୍ୟରେ ଲାଗୁ ହେବ ବୋଲି…