ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

gujarat

ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପଢାଯିବ ଭଗବତ…

ଗୁଜରାଟ: ସ୍କୁଲ୍ ପାଠ୍ୟକ୍ରମରେ ସାମିଲ ହେବ ଭାଗବତ ଗୀତା । ଗୁଜରାଟରେ ଆସନ୍ତା ଜୁନରୁ ସରକାରୀ ସ୍କୁଲରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଭଗବତ ଗୀତା ପଢାଯିବ । ଏନେଇ ରାଜ୍ୟ ବିଧାନସଭା ବୁଧବାର ଏକ ପ୍ରସ୍ତାବ କରିଛି । ବିରୋଧୀ ପାର୍ଟି ଆମ ଆଦମୀ ପାର୍ଟି (ଆପ୍) ଏହି ପ୍ରସ୍ତାବକୁ ସମର୍ଥନ…

ଏକାସାଙ୍ଗେ ପରିବାରର ୭ ଜଣ ସଦସ୍ୟ କଲେ…

ଗୁଜୁରାଟ: ଗୁଜୁରାଟର ସୁରଟରୁ ଆସିଛି ଏଭଳି ଏକ ଦୁଃଖଦ ଖବର ଯାହା ଆପଣଙ୍କୁ ବିଚଳିତ କରିଦେବ । ଏକାସାଙ୍ଗେ ଗୋଟିଏ ପରିବାରର ୭ ଜଣ ସଦସ୍ୟ ଆତ୍ମହତ୍ୟା କରିଥିବାର ଖବର ସାମ୍ନାକୁ ଆସିଛି । ସୁରତ ଅନ୍ତର୍ଗତ ପାଲନପୁର ପଟିଆରେ ଥିବା ସିଦ୍ଧେଶ୍ୱର ଆପାର୍ଟମେଣ୍ଟରେ ରହୁଥିବା ମନୀଷ ସେଲାନକିଙ୍କ ପରିବାରରେ ଏପରି…

ସ୍ଥଳଭାଗ ଛୁଇଁବା ପରେ ତାଣ୍ଡବ ରଚିଲା…

ନୂଆଦିଲ୍ଲୀ: ପୂର୍ବ ନିର୍ଦ୍ଧାରିତ ଆକଳନ ଅନୁସାରେ ବାତ୍ୟା ‘ବିପର୍ଯ୍ୟୟ’ ଗୁରୁବାର ସନ୍ଧ୍ୟାରେ ଗୁଜରାଟ ଉପକୂଳରେ ସ୍ଥଳଭାଗ(ଲ୍ୟାଣ୍ଡଫଲ୍‌) ଛୁଇଁଛି। ଗୁଜରାଟର ଜଖଉ ବନ୍ଦର ନିକଟରେ ଏହା ସ୍ଥଳଭାଗରେ ପ୍ରବେଶ କରିଥିଲା ବେଳେ ଏହି ସମୟରେ ଘଣ୍ଟା ପ୍ରତି ପବନ ବେଗ ୧୨୫ ରୁ ୧୩୫ କିମି ରହିଥିଲା। ଏହା ପ୍ରଭାବରେ…

ଆଜି ଗୁଜରାଟରେ ସ୍ଥଳଭାଗ ଛୁଇଁବ ଭୀଷଣ…

ନୂଆଦିଲ୍ଲୀ: ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ବିପର୍ଯ୍ୟୟ’ ବେଳକୁ ବେଳ ଭୀଣେ ରୂପ ନେବା ସହିତ ଗୁଜରାଟ ଉପକୂଳ ଆଡକୁ ମୁହାଁଇଛି। ବାତ୍ୟା ଯେତିକି ନିକଟବର୍ତ୍ତୀ ହେଉଛି ଏହାର ପ୍ରଭାବ ଗୁରୁତର ହେବାରେ ଲାଗିଛି। ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ସୂଚନା ଅନୁସାରେ ଏହା ଆଜି ସନ୍ଧ୍ୟା ସୁଦ୍ଧା କଚ୍ଛ ଏବଂ…

କ୍ରିଷ୍ଣାସାଗର ହ୍ରଦରେ ବୁଡ଼ି ଚାଲିଗଲା ୫…

ଗୁଜରାଟ: ଗୁଜରାଟ ବୋଟାଡ ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା । ହ୍ରଦରେ ବୁଡ଼ି ୫ ନାବାଳକ ମୃତ । ବଟୋଦ୍ ସହର ପାଖରେ ଥିବା କୃଷ୍ଣା ହ୍ରଦରେ ବୁଡି ଗଲା ୫ ପିଲାଙ୍କ ଜୀବନ । ଗାଧୋଇବା ବେଳେ ପ୍ରଥମେ ୨ ନାବାଳକ ବୁଡ଼ି ଯାଇଥିଲେ । ସେମାନଙ୍କୁ ବଞ୍ଚାଇବାକୁ ଯାଇ ଆଉ ୩ ଜଣ ବି ବୁଡ଼ିଗଲେ । ସମସ୍ତ ମୃତକଙ୍କ ବୟସ…

‘ମୋଦୀ’ ସାଙ୍ଗିଆ ମନ୍ତବ୍ୟ ମାମଲା:…

ସୁରଟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚୋର କହିବା ଅଭିଯୋଗରେ ସୁରଟ କୋର୍ଟ ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ‘ସବୁ ଚୋର କାହିଁକି ମୋଦୀ ସାଙ୍ଗିଆ ବହନ କରିଛନ୍ତି’ ସାଧାରଣ ନିର୍ବାଚନ ପୂର୍ବରୁ କର୍ନାଟକର କୋଲାର ଠାରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ରାହୁଲ…

ମସ୍କୋ-ଗୋଆ ବିମାନରେ ବୋମା ଗୁଜବ, ଗୁଜରାଟ…

ନୂଆଦିଲ୍ଲୀ: ମସ୍କୋରୁ ଗୋଆ ଆସୁଥିବା ଯାତ୍ରୀବାହୀ ବିମାନରେ ବୋମା ଆତଙ୍କ। ବିମାନରେ ବୋମା ଥିବା ଖବର ପରେ ଯାତ୍ରୀଙ୍କ ମଧ୍ୟରେ ଭୟ ଖେଳିଯାଇଥିଲା । ଏହାପରେ ଗୁଜରାଟର ଜାମନଗର ବିମାନବନ୍ଦରରେ ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଥିଲା । ବୋମା ନିଷ୍କ୍ରିୟକାରୀ ଟିମ୍ ଓ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ…

ଗୁଜରାଟ ଉପକୂଳରୁ ପାକିସ୍ତାନୀ ଡ଼ଙ୍ଗା ସହ…

ନୂଆଦିଲ୍ଲୀ: ଭାରତୀୟ ତଟରକ୍ଷୀ ବାହିନୀଙ୍କୁ ବଡ ସଫଳତା । ଗୁଜରାଟର ଆତଙ୍କବାଦ ନିରୋଧ ସ୍କ୍ୱାଡ(ଏଟିଏସ) ର ସୂଚନା ଆଧାରରେ ଭାରତୀୟ ତଟରକ୍ଷୀ ବାହିନୀ ଗୁଜରାଟ ଉପକୂଳ ଆରବ ସାଗରରୁ ଏକ ପାକିସ୍ତାନୀ ଡ଼ଙ୍ଗା ଜବତ କରିଛି । ସେଥିରୁ ପ୍ରାୟ ୩୦୦ କୋଟି ଟଙ୍କା ମୂଲ୍ୟର ୪୦ କିଲୋଗ୍ରାମ ନିଶାଦ୍ରବ୍ୟ ଓ ବିପୁଳ…

ଗୁଜରାଟ ନିର୍ବାଚନ : ବୃହତ ବିଜୟ ହାସଲ…

ଗାନ୍ଧିନଗର: ଗୁଜରାଟ ବିଧାନସଭା ନିର୍ବାଚନରେ ବିପୁଳ ଭୋଟରେ ବିଜୟ ହାସଲ କଲେ କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ତଥା ବିଜେପି ପ୍ରାର୍ଥୀ ରିଭାବା। ତାଙ୍କୁ ବିଜେପି ଜାମନଗର ଉତ୍ତର ଆସନରୁ ପ୍ରାର୍ଥୀ କରିଥିଲା। ସେ ଏଠାରେ ଦମଦାର ବିଜୟ ସହ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ସେ ତାଙ୍କର ନିକଟତମ…

ଗୁଜୁରାଟ ବିଧାନସଭା ନିର୍ବାଚନର ପ୍ରଥମ…

ଗାନ୍ଧୀନଗର: ଗୁଜୁରାଟ ବିଧାନସଭାର ଆଜି ପ୍ରଥମ ପର୍ଯ୍ୟାୟ ମତଦାନ । ୧୯ ଜିଲ୍ଲାର ୮୯ ଆସନ ପାଇଁ ସକାଳ ୮ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ ଏହି ମତଦାନ ପ୍ରକ୍ରିୟା । ଏହି ପର୍ଯ୍ୟାୟରେ ୭୮୮ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ୨ କୋଟି ୩୯ ଲକ୍ଷରୁ…