Browsing Tag

GST

ଜିଏସ୍‌ଟି ପରିସରକୁ ଆସିବ ପେଟ୍ରୋଲ ଓ…

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲକୁ ଦ୍ରବ୍ୟ ଏବଂ ସେବା ଟିକସ(ଜିଏସ୍‌ଟି) ପରିସରଭୁକ୍ତ କରିବା ନେଇ ଦୀର୍ଘ ଦିନ ହେବ ଦାବି ହୋଇଆସୁଥିବାବେଳେ ଆଜି ସମ୍ପର୍କରେ ଏକ ଗୁରୁତ୍ବପୂର୍ଣ୍ଣ ବୟାନ ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀ। ମନ୍ତ୍ରୀ ହରଦୀପ ସିଂ…

ଜିଏସ୍‌ଟି ପୋର୍ଟାଲରେ ସମସ୍ୟା, ରିଟର୍ଣ୍ଣ…

ନୂଆଦିଲ୍ଲୀ :ଦ୍ରବ୍ୟ ଏବଂ ସେବା ଟିକସ( ଜିଏସ୍‌ଟି) ପୋର୍ଟାଲରେ ଦେଖାଦେଇଛି ବୈଷୟିକ ତ୍ରୁଟି। ଏଥିଯୋଗୁ ଟିକସଦାତାମାନେ ସେମାନଙ୍କର ମାସିକ ଦ୍ରବ୍ୟ ଏବଂ ସେବା ଟିକସ ରିଟର୍ଣ୍ଣ ଦାଖଲ କରିବାରେ ବେଶ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଜିଏସ୍‌ଟିଆର୍‌-୩ବି ଦାଖଲ କରିବାରେ ବ୍ୟବସାୟୀମାନେ ହଇରାଣ…

ଏଣିକି ମହଙ୍ଗା ହେବ ପରଟା ଖାଇବା ;…

ନୂଆଦିଲ୍ଲୀ: ଆଗକୁ ପରଟା ଖାଇବା ମହଙ୍ଗା ହେବ। କାରଣ ଏଣିକି ଆପଣଙ୍କୁ ପରଟା ଉପରେ ଜିଏସ୍‌ଟି ଦେବାକୁ ପଡିବ। ଗୁଜୁରାଟର ଆପିଲ୍ ଅଥରିଟି ଅଫ୍ ଆଡଭାନ୍ସ ରୁଲିଂ (ଜିଏଏଏଆର୍‌) ପ୍ୟାକେଜ୍‌ଡ ପରଟା ଉପରେ ୧୮% ଜିଏସ୍‌ଟି ଆଦାୟ କରିବାକୁ ନିଷ୍ପତ୍ତି ନେଇଛି। ତେବେ ରୁଟି ଉପରେ କେବଳ ୫% ଜିଏସ୍‌ଟି ଲାଗୁ କରାଯିବ।…

ବଢ଼ିଲା ଭଡ଼ାଟିଆଙ୍କ ଚିନ୍ତା; ଏଣିକି ଘର…

ନୂଆଦିଲ୍ଲୀ: ଭଡ଼ାଟିଆଙ୍କ ପାଇଁ ଖରାପ ଖବର। କେନ୍ଦ୍ର ସରକାର ସମ୍ପ୍ରତି ଗ୍ରହଣ କରିଥିବା ପଦକ୍ଷେପ ଆଗକୁ ଭଡାଟିଆଙ୍କ ଚିନ୍ତା ବଢ଼ାଇବ। ଏଣିକି ଭଡ଼ାଟିଆଙ୍କୁ ଘରଭଡ଼ା ଉପରେ ଦେବାକୁ ପଡ଼ିବ ୧୮ ପ୍ରତିଶତ ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି)। ଜୁଲାଇ ୧୮ ତାରିଖରେ ଲାଗୁ ହୋଇଥିବା ନୂଆ ଜିଏସ୍‌ଟି ନିୟମରେ…

ଖାଉଟି ସାମଗ୍ରୀ ଉପରେ ଜିଏସଟିକୁ ବଣିକ…

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସର୍ବସାଧାରଣ ଖାଉଟି ସାମଗ୍ରୀ ଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ଏବଂ କେତେକ ଗୃହ ଉପକରଣ ଉପରେ ଜିଏସଟି ଲାଗୁ କରିଥିବାରୁ ଏହାକୁ ଅଖିଳ ଭାରତ ବଣିକ ମହାସଂଘ(ସିଏଆଇଟି) ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ସରକାର ଜିଏସଟି ବ୍ୟବସ୍ଥାକୁ ନେଇ ନିକଟରେ ନେଇଥିବା ନିଷ୍ପତ୍ତି…

ମୁଢି ଉପରେ ଜିଏସଟି ମାଡ଼ : ପ୍ରଭାବିତ…

ବାଲେଶ୍ୱର : କେନ୍ଦ୍ର ଜିଏସଟି ପରିଷଦର ୪୭ ତମ ବୈଠକରେ ମୁଢି ସହିତ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଉପରେ ଜିଏସଟି ଲାଗୁ ହେବା ଘୋଷଣା ହୋଇଛି। ଏନେଇ ବିଭିନ୍ନ ମହଲରେ ତର୍କ ବିତର୍କ ଚାଲିଛି। ହେଲେ ମୁଢି ପ୍ରିୟ ଉତ୍ତର ବାଲେଶ୍ୱର ବାସୀ ଙ୍କୁ ଏହି ଘୋଷଣା ନିରାଶ କରିଛି। ମୁଢି ଭାଜି ବ୍ୟବସାୟ କରୁଥିବା ବସ୍ତା,…

ଜନତାଙ୍କ ଉପରେ ଜିଏସଟି ପାହାର :…

ନୂଆଦିଲ୍ଲୀ : ମହଙ୍ଗାମାଡରେ ହନ୍ତସନ୍ତ ହେଉଥିବା ଜନତାଙ୍କ ଉପରେ ପୁଣି ବୋଝ ବଢିବାକୁ ଯାଉଛି । ଆସନ୍ତା ସୋମବାରଠାରୁ କେତେକ ନିତ୍ୟ ବ୍ୟବହାର୍ଯ୍ୟ ଓ ଜରୁରୀ ସେବା ଓ ସାମଗ୍ରୀ ଉପରେ ଜିଏସଟି ଲାଗୁ ହେଉଥିବାରୁ ସେଗୁଡ଼ିକ ମହଙ୍ଗା ହେବ । ଯେଉଁ କାରଣରୁ ସାଧାରଣ ଲୋକଙ୍କ ଚିନ୍ତା ଆହୁରି ବଢ଼ିଯିବ । ଦହି,…

ଜିଏସ୍‍ଟି ମାୟାଜାଲରେ ଓଡ଼ିଶା

ଭୁବନେଶ୍ୱର : ସାରା ଦେଶରେ ଏକକ ଦ୍ରବ୍ୟ ଓ ସେବାକର ( ଜିଏସ୍‍ଟି) ଲାଗୁ ହେବା ପରଠାରୁ ଏହାକୁ ନେଇ ଆପତ୍ତି ଉଠାଇଛି ଓଡ଼ିଶା। ରାଜ୍ୟର ଦୁର୍ବଳ ବର୍ଗ ଦ୍ୱାରା ଉତ୍ପାଦିତ ସାମଗ୍ରୀ ଉପରୁ ଜିଏସ୍‍ଟି ହ୍ରାସ ପାଇଁ ରାଜ୍ୟ ବାରମ୍ବାର ଦାବି କରି ଆସୁଛି। ହସ୍ତତନ୍ତ କାରିଗର, କେନ୍ଦୁପତ୍ର, କଂସାପିତଳ, କାଠକାମ,…

ଜିଏସ୍‌ଟି ପରିଷଦର ସଫେଇ : ଟିକସ ହାର…

ନୂଆଦିଲ୍ଲୀ : ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) ଅଧୀନରେ ଟିକସ ହାର ବୃଦ୍ଧି ନେଇ ରାଜ୍ୟମାନଙ୍କଠାରୁ ମତାମତ ଲୋଡ଼ିବା ପ୍ରସଙ୍ଗରେ ଜିଏସ୍‌ଟି ପରିଷଦ ଆଜି ସଫେଇ ଦେଇଛି। ସୂଚନାନୁସାରେ, ଜିଏସ୍‌ଟି ହାରକୁ ଯୁକ୍ତିଯୁକ୍ତ କରିବା ପାଇଁ ନ୍ତା କରୁଥିବା ମନ୍ତ୍ରୀସ୍ତରୀୟ କମିଟି ନିକଟରେ ଜିଏସ୍‌ଟି ପରିଷଦ…

ଜିଏସ୍‌ଟି ସ୍ଲାବ୍‌ରେ ହେବ ବଡ଼…

ନୂଆଦିଲ୍ଲୀ: ସମ୍ପ୍ରତ୍ତି ଦେଶରେ ହେଉଥିବା ମହଙ୍ଗା ମାଡ଼ ମଧ୍ୟରେ ସାଧାରଣ ଖାଉଟିଙ୍କ ପାଇଁ ଏକ ବଡ଼ ଖରାପ ଖବର। ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) ବ୍ୟବସ୍ଥାରେ ସରକାର ଏହାର ଟିକସ ସ୍ଲାବ୍‌ରେ ଖୁବ୍‌ ଶୀଘ୍ର ଏକ ବଡ଼ ପରିବର୍ତ୍ତନ ଘଟାଇବାକୁ ଯାଉଛନ୍ତି। ଏହି ଜିଏସ୍‌ଟି ବ୍ୟବସ୍ଥାରେ ରହିଥିବା ସବୁଠୁ କମ୍‌…