ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

GST Slab

ଜିଏସ୍‌ଟି ପରିଷଦର ସଫେଇ : ଟିକସ ହାର…

ନୂଆଦିଲ୍ଲୀ : ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) ଅଧୀନରେ ଟିକସ ହାର ବୃଦ୍ଧି ନେଇ ରାଜ୍ୟମାନଙ୍କଠାରୁ ମତାମତ ଲୋଡ଼ିବା ପ୍ରସଙ୍ଗରେ ଜିଏସ୍‌ଟି ପରିଷଦ ଆଜି ସଫେଇ ଦେଇଛି। ସୂଚନାନୁସାରେ, ଜିଏସ୍‌ଟି ହାରକୁ ଯୁକ୍ତିଯୁକ୍ତ କରିବା ପାଇଁ ନ୍ତା କରୁଥିବା ମନ୍ତ୍ରୀସ୍ତରୀୟ କମିଟି ନିକଟରେ ଜିଏସ୍‌ଟି ପରିଷଦ…

ବଦଳିବ ଜିଏସ୍‌ଟି ସ୍ଲାବ୍‌ ; ବଢ଼ିବ…

ନୂଆଦିଲ୍ଲୀ : ସମ୍ପ୍ରତି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଅହେତୁକ ବୃଦ୍ଧି ଯୋଗୁଁ ବଜାରରେ ମହଙ୍ଗା ହେବାରେ ଲାଗିଛି ଅଧିକାଂଶ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ। ତେଲ ତାତିକୁ ବଳିଗଲାଣି ବଜାର ତାତି। ମହଙ୍ଗା ମାଡ଼ରେ ଅତିଷ୍ଠ ହେଲେଣି ଖାଉଟି। ଏଭଳି ସ୍ଥଳେ ନିକଟ ଭବିଷ୍ୟତରେ ଖାଉଟିଙ୍କୁ ଉଚ୍ଚ ବଜାର ଦରରୁ…

ଜିଏସ୍‌ଟି ସ୍ଲାବ୍‌ରେ ହେବ ବଡ଼…

ନୂଆଦିଲ୍ଲୀ: ସମ୍ପ୍ରତ୍ତି ଦେଶରେ ହେଉଥିବା ମହଙ୍ଗା ମାଡ଼ ମଧ୍ୟରେ ସାଧାରଣ ଖାଉଟିଙ୍କ ପାଇଁ ଏକ ବଡ଼ ଖରାପ ଖବର। ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) ବ୍ୟବସ୍ଥାରେ ସରକାର ଏହାର ଟିକସ ସ୍ଲାବ୍‌ରେ ଖୁବ୍‌ ଶୀଘ୍ର ଏକ ବଡ଼ ପରିବର୍ତ୍ତନ ଘଟାଇବାକୁ ଯାଉଛନ୍ତି। ଏହି ଜିଏସ୍‌ଟି ବ୍ୟବସ୍ଥାରେ ରହିଥିବା ସବୁଠୁ କମ୍‌…

୫ ରୁ ୧୨% ବଢ଼ିବ ଜିଏସ୍‌ଟି; ଜାନୁଆରୀରୁ…

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ କେତେକ ‘ଫିନିସଡ ଗୁଡସ୍‌’ ଉପରେ ଟିକସ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ବୟନ ଶିଳ୍ପ ସାମଗ୍ରୀ , ପୋଷାକ ଏବଂ ଜୋତା ଚପଲ ଆଦି ଉପରେ ଜିଏସଟି ବୃଦ୍ଧି ହେବ। ବର୍ତ୍ତମାନ ଏହିସବୁ ସାମଗ୍ରୀ ଉପରେ ଜିଏସ୍‌ଟି ହାର ୫ ପ୍ରତିଶତ ରହିଛି। ହେଲେ ଆସନ୍ତା…