ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

GST RAID

ରାଜ୍ୟର ବିଭିନ୍ନ ପ୍ରତିଷ୍ଠିତ…

ବାରିପଦା: ମୟୁରଭଞ୍ଜ ଓ ବାଲେଶ୍ବର ଜିଲ୍ଲା ବାଣିଜ୍ୟକର ବିଭାଗ ପକ୍ଷରୁ ବାରିପଦା ସହରର ଜନୈକ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ପ୍ରତିଷ୍ଠାନ ଉପରେ ଜିଏସଟି ଚଢ଼ାଉ ହୋଇଛି। ସହରରର ଜଣାଶୁଣା ଲୁଗା ବ୍ୟବସାୟୀ ଅମ୍ବିକା ଶାଢ଼ୀ ହାଉସର ମାଲିକଙ୍କ ଘର ସମେତ ୮ଟି ସ୍ଥାନରେ ଏକସଙ୍ଗେ ଜିଏସଟି ଚଢ଼ାଉ ଜାରି ରହିଛି ବୋଲି…

ଜିଏସ୍‌ଟି ଠକେଇ ମାମଲାରେ ୭ଟି ସ୍ଥାନରେ…

ବାରିପଦା: ଜିଏସ୍‌ଟି ଠକେଇ ମାମଲାରେ ବାରିପଦା ସହରର ଦୁଇ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଜିଏସ୍‌ଟି ଯାଞ୍ଚ ଚାଲିଛି। ଦୁଇ ବ୍ୟବସାୟ ପ୍ରତିଷ୍ଠାନ ୪ଟି ଫାର୍ମ ନାମରେ ବ୍ୟବସାୟ ଚଳାଉଥିବା ଜଣା ପଡିଛି । ସେମାନଙ୍କ ଦୋକାନ ଓ ଗୋଦାମ ଗୃହକୁ ମିଶାଇ ୭ଟି ସ୍ଥାନରେ ଏକକାଳୀନ ଯାଞ୍ଚ ଚାଲିଛି । ବାରିପଦା ସହରର…

ଠାକୁରମୁଣ୍ଡା ବଜାରରେ ୫ ଟି ସ୍ଥାନରେ…

ଠାକୁରମୁଣ୍ଡା: ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବଜାରରେ ଶୁକ୍ରବାର ଦିନ ସିଟି ଏଣ୍ଡ ଜିଏସଟି ବିଭାଗ ପକ୍ଷରୁ ୫ଟି ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ାଉ କରାଯାଇଛି। ବାଲେଶ୍ୱର ଜିଏସଟି ଡେପୁଟି କମିଶନର କୁଳମଣି ମଲ୍ଲିକଙ୍କ ନେତୃତ୍ୱରେ ବାଲେଶ୍ଵର ଓ ବାରିପଦା ଜିଏସଟି ବିଭାଗ ର କର୍ମଚାରୀମାନେ ଚଢ଼ାଉରେ…

ଟିକସ ଫାଙ୍କିବା ପଡିଲା ମହାଙ୍ଗା: ୨…

ବାରିପଦା: ଟିକସ ଫାଙ୍କିବା ଅଭିଯୋଗରେ ଦୁଇ ଗୋଟି ଟ୍ରକ୍‌କୁ ଦୁଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଜୋରିମାନା କରିଛନ୍ତି ସେଣ୍ଟ୍ରାଲ ଏକ୍ସସାଇଜ ଓ ଜିଏସ୍‌ଟି ଟିମ। ସୂଚନା ଅନୁଯାୟୀ, ଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଗୁଟକା ଓ ପାନ ମସଲା ଆଦି ବୋଝେଇ କରି ଯାଉଥିଲା ଉକ୍ତ ଟ୍ରକ ଦ୍ୱୟ। ବିଶ୍ୱସ୍ତସୂତ୍ରରୁ ଖବର ପାଇ…

ପଦମପୁରରେ ଜିଏସଟି ରେଡ୍ ବେଳେ ବିଜେପିର…

ଭୁବନେଶ୍ୱର: ପଦମପୁର ଉପନିର୍ବାଚନକୁ ନେଇ ବିଜେଡିର ପ୍ରେସମିଟ୍ । ଜିଏସଟି ରେଡ୍ ବେଳେ ବିଜେପି ଦ୍ୱାରା ହୋଇଥିବା ଆକ୍ରମଣକୁ ନିନ୍ଦା କରିଛି ବିଜେଡି । ବିଜେଡି ସାଂସଦ ସସ୍ମିତ ପାତ୍ର, ଗୌତମବୁଦ୍ଧ ଦାସ, ଇପ୍ସିତା ସାହୁ ପ୍ରେସମିଟ୍ କରି ବିଜେପିକୁ ଭର୍ତ୍ସନା କରିଛନ୍ତି । ସସ୍ମିତ କହିଛନ୍ତି ପଦମପୁରରେ…

ପରାଜୟ ଭୟରେ ରକ୍ତମୁଖା ବିଜେପି: ଜିଏସଟି…

ପଦ୍ମପୁର: ପଦ୍ମପୁରରେ ଆସନ୍ନ ପରାଜୟ ଭୟରେ ରକ୍ତମୁଖା ହୋଇଛି ଭାରତୀୟ ଜନତା ପାର୍ଟି । ଦଳର ନେତାଙ୍କ ହତାଶା ସେମାନଙ୍କ ଆଚରଣରେ ପ୍ରତିଫଳିତ ହୋଇଛି । ସୋମବାର ସନ୍ଧ୍ୟାରେ ଟିକସ ଫାଙ୍କି ଅଭିଯୋଗରେ ଜିଏସ୍‌ଟି ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ ଚାଲିଥିବା ସମୟରେ ଭୁବନେଶ୍ୱରରୁ ଆମଦାନୀ ବିଜେପି ନେତାମାନେ…

ଜିଏସଟି ଫାଙ୍କିବା ଅଭିଯୋଗରେ ବରଗଡ଼…

ବରଗଡ଼: ଜିଏସଟି ଫାଙ୍କି ଅଭିଯୋଗରେ ୬ଟି ସ୍ଥାନରେ ଜିଏସଟି ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ବରଗଡ଼, ପଦମପୁର, ପାଇକମାଳ, ବରେଇକେଲରେ ଚଢ଼ାଉ ଜାରି ରହିଛି। ପଦମପୁର ଗୋବର୍ଦ୍ଧନ ଅଗ୍ରୱାଲଙ୍କ ଘରେ ଚାଲିଛି ରେଡ୍। ଗୋବର୍ଦ୍ଧନଙ୍କ ପାଇକମାଳ ସ୍ଥିତ ପେଟ୍ରୋଲ ପମ୍ପ ଓ ପାଇକମାଳ ନୃସିଂହ ମେଡିକାଲ ଷ୍ଟୋରରେ…

ରାଉରକେଲାରେ ଜିଏସଟି ଚଢ଼ାଉ: ୧୦ କୋଟିରୁ…

ରାଉରକେଲା: ରାଉରକେଲାରେ କେନ୍ଦ୍ରୀୟ ଜିଏସଟି ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି। କୁଆଁରମୁଣ୍ଡା ଅଞ୍ଚଳରେ ଥିବା ଟପ୍‌ ଟେକ୍‌ ଷ୍ଟିଲ ପ୍ରାଇଭେଟ ଲିମିଟେଡ କାରଖାନାରେ ଜିଏସଟି ବିଭାଗର ଚଢ଼ାଉ କରିଛି । ୧୦ କୋଟିରୁ ଅଧିକ ଟଙ୍କାର ଜିଏସଟି ଫାଙ୍କିବା ଅଭିଯୋଗ ଚାଲିଛି ରେଡ୍ । ଏହି କମ୍ପାନୀର ଦୁଇ ନିର୍ଦ୍ଦେଶକ…

ଭାରତ ମୋଟର୍ସର ବିଭିନ୍ନ ବ୍ରାଞ୍ଚରେ…

ଭୁବନେଶ୍ୱର: ଭାରତ ମୋଟର୍ସର ବିଭିନ୍ନ ବ୍ରାଞ୍ଚରେ ଜିଏସ୍‌ଟି ଚଢାଉ। ଜିଏସ୍‌ଟିର ପାଞ୍ଚ ଜଣିଆ ଟିମ୍‌ ଏହି ଚଢାଉରେ ସାମିଲ ହୋଇଛନ୍ତି । ଭୁବନେଶ୍ୱର ମଞ୍ଚେଶ୍ୱର, ପାହାଳ, କଟକ ରୋଡ଼ରେ ଚଢ଼ାଉ ଜାରି ରହିଛି।ସୂଚନା ଅନୁଯାୟୀ, ୨୦୦୮ରୁ ୨୦୧୭ ମଧ୍ୟରେ ଭାରତ ମୋଟର୍ସ ଫାଙ୍କିଥିଲା ଟ୍ୟାକ୍ସ। ଯାହାକୁ ନେଇ…