ଖୋଲିବ ସରକାରୀ କୋଚିଂ ସେଣ୍ଟର, ମାଗଣାରେ…
ଭୁବନେଶ୍ୱର : ସୁବ୍ୟବସ୍ଥିତ ଢାଞ୍ଚାରେ ଆରମ୍ଭ ହେବ ପ୍ରଶାସନିକ ସେବା ପରୀକ୍ଷା ଲାଗି ପ୍ରଶିକ୍ଷଣ। ପୁଣି ଜାତୀୟ ସ୍ତରରେ ଓଡ଼ିଆଙ୍କ ପ୍ରତିନିଧିତ୍ୱ ବଢ଼଼ାଇବାକୁ ରାଜ୍ୟ ସରକାର ପ୍ରୋତ୍ସାହିତ କରୁଛନ୍ତି। ରାଜ୍ୟର ଛାତ୍ରଛାତ୍ରୀ କିଭଳି ଆଇଏଏସ, ଆଇପିଏସ, ଆଇଏଫଏସ ପାଇଁ ମନୋନୀତ ହେବେ ସେଥିପାଇଁ ପ୍ରଭାବୀ…