ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

gold

ଏସୀୟ କ୍ରୀଡ଼ା ୨୦୨୩: ମହିଳା ଜାଭଲିନ…

ହାଙ୍ଗଝୋଉ: ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ଏସୀୟ କ୍ରୀଡ଼ା ମହିଳା ଜାଭଲିନ ଥ୍ରୋରେ ଭାରତ ସ୍ୱର୍ଣ୍ଣ ପଦକ ହାସଲ କରିଛି। ସ୍ୱର୍ଣ୍ଣ ଜିତିଲେ ଗୋଲ୍ଡେନ ଗାର୍ଲ ଅନୁ ରାଣୀ । ୬୨.୯୨ ମିଟର ଦୂରତାକୁ ଜାଭଲିନ ଫିଙ୍ଗି…

ସୁନା ଆଉ ସେୟାର ବଜାରରୁ ନିବେଶକ…

ମୁମ୍ବାଇ: ଦିନକୁ ଦିନ ନୂଆ ନୂଆ ନିବେଶକ ସୃଷ୍ଟି ହେଉଛନ୍ତି। ସେୟାର ବଜାର ପ୍ରତି ଯୁବପୀଢ଼ିଙ୍କ ଅଗ୍ରହ ବଢ଼ିବାରେ ଲାଗିଛି। ଏହାର କାରଣ ହେଉଛି ବିଗତ ଦିନ ଗୁଡିକରୁ ସୁନା ଆଉ ସେୟାର ବଜାରରୁ ନିବେଶକମାନେ ମାଲେମାଲ ହୋଇଛନ୍ତି। ଏହି ସମୟରେ ସୁନା ଏବଂ ଷ୍ଟକ୍ ବଜାରରୁ ନିବେଶକଙ୍କୁ ପ୍ରାୟ ସମାନ ରିଟର୍ଣ୍ଣ…

ସର୍ବୋଚ୍ଚ ସ୍ତରରେ ସୁନା ମୂଲ୍ୟ, ଆଗକୁ ୬୫…

ନୂଆଦିଲ୍ଲୀ: ଗତ ସପ୍ତାହକ ମଧ୍ୟରେ ସୁନା ମୂଲ୍ୟରେ ସର୍ବାଧିକ ବୃଦ୍ଧି ଘଟିଥିବା ବେଳେ ଏବେ ୧୦ ଗ୍ରାମ ପିଛା ମୂଲ୍ୟରେ ୮୧୨ ଟଙ୍କା ବୃଦ୍ଧି ଘଟି ଏହା ୬୧ ହଜାର ଟଙ୍କା ଅତିକ୍ରମ କରିଛି।ଏହା ହେଉଛି ସୁନା ମୂଲ୍ୟ ବୃଦ୍ଧିର ସର୍ବକାଳୀନ ରେକର୍ଡ। ତେବେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୬ ହଜାର…

ଜୁନ୍‌ ପରେ ପୁରୁଣା ସୁନା ଅଳଙ୍କାର…

ନୂଆଦିଲ୍ଲୀ: ସୁନା କାରିଗର ଏବଂ ଅଳଙ୍କାର ବ୍ରିକ୍ରେତାଙ୍କ ପାଇଁ ବଡ଼ ଖବର। ଆସନ୍ତା ଜୁନ୍‌ ମାସ ପରେ ବ୍ୟବସାୟୀମାନେ ପୁରୁଣା ସୁନା ଅଳଙ୍କାର ବିକ୍ରି କରିପାରିବେନାହିଁ। କାରଣ ଏହି ସମୟ ପରେ ବ୍ୟବସାୟୀମାନଙ୍କୁ ବିନା ହଲମାର୍କ ସୁନା ଅଳଙ୍କାର ବିକ୍ରି ପାଇଁଁ ଅନୁମତି ମିଳିବନାହିଁ। ଏଣିକି ସୁନା ଅଳଙ୍କାରରେ…

ସୁନା ମୂଲ୍ୟରେ ସର୍ବକାଳୀନ ରେକର୍ଡ; ୧୦…

ନୂଆଦିଲ୍ଲୀ: ବଢ଼ୁଛି ସୁନା ଚାହିଦା। ବିଶ୍ୱ ବଜାରରେ ସମ୍ପ୍ରତି ମାନ୍ଦାବସ୍ଥା ଲାଗି ରହିଥିଲେ ବି କମୁନି ସୁନାର ଚମକ। କରୋନା ମହାମାରୀ ସମୟରେ ବି ଦେଶରେ ସୁନାର ଚାହିଦା କୌଣସି ମତେ କମି ନ ଥିଲା। ବର୍ତ୍ତମାନ ଦର ଏତେ ବଢ଼ିଛି ଯେ, ଘରୋଇ ବଜାରରେ ସୁନା ମୂଲ୍ୟରେ ସର୍ବାକାଳୀନ ରେକର୍ଡ ପ୍ରତିଷ୍ଠା ହୋଇଛି।…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ :…

ବର୍ମିଂହାମ:  ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶେଷ ଦିନରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣପଦକ ମିଳିଛି। ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ଲକ୍ଷ୍ୟ ସେନ୍ ରାଜ୍ୟଗୋଷ୍ଠୀ କ୍ରୀଡାର ପୁରୁଷ ସିଙ୍ଗଲସ ଫାଇନାଲରେ ଜିତାପଟ ହାସଲ କରିବା ସହିତ ସୁନା ପଦକ ହାତେଇଛନ୍ତି । ସୋମବାର ମାଲେସିଆ ଖେଳାଳିଙ୍କୁ ହରାଇ ଲକ୍ଷ୍ୟ…

ବାଧିଲାନି ସୁନାର ଚଢ଼ାଦର : ଅକ୍ଷୟ…

ଭୁବନେଶ୍ୱର : ଗତକାଲି ଥିଲା ସୁଖ ଆଉ ସମୃଦ୍ଧିର ଦିନ ପବିତ୍ର ଅକ୍ଷୟ ତୃତୀୟା। ଏହି ଦିନରେ କେବଳ କୃଷି କିମ୍ବା ଗୃହ ପ୍ରବେଶ ନୁହେଁ କୌଣସି ଧାତବ ଜିନିଷ କିଣିବାକୁ ଓଡ଼ିଆ ଘରେ ମଙ୍ଗଳମୟ ବିବେଚନା କରାଯାଏ। ଏହି ଦିନରେ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ସମସ୍ତଙ୍କର ଏକ ଧାରଣା ରହିଛି। ଏଥିପାଇଁ…

ରାଜ୍ୟରେ ୧୦୦ କୋଟିର ସୁନା କାରବାର ଠପ୍

ଭୁବନେଶ୍ବର : ବିଗତ ୩ ବର୍ଷ ଧରି କିଛି ନା କିଛି କାରଣକୁ ନେଇ ବର୍ଷର ସର୍ବାଧିକ ସୁନାଗହଣା କାରବାର ହେଉଥିବା ଅକ୍ଷୟ ତୃତୀୟା ବଜାର ଫିକା ପଡିଛି। ୨୦୧୯ରୁ ୨୦୨୧ ପର୍ଯ୍ୟନ୍ତ ତିନି ବର୍ଷ ଧରି ଅକ୍ଷୟ ତୃତୀୟା ବଜାର ସୁନା ବ୍ୟବସାୟ କ୍ଷେତ୍ରରେ ଏକପ୍ରକାର ନୈରାଶ୍ୟ ସୃଷ୍ଟି କରିଥିବା ବେଳେ ରାଜ୍ୟରେ କୋଟି…

ଜୁନ୍‌ ପହିଲାରୁ ସୁନାଗହଣାରେ ହଲ୍‌ମାର୍କ…

ନୂଆଦିଲ୍ଲୀ: ଆଗକୁ ଦେଶରେ ବିନା ହଲ୍‌ମାର୍କରେ ସୁନା ଗହଣା ବିକ୍ରି ହୋଇପାରିବନାହିଁ। କାରଣ କେନ୍ଦ୍ର ସରକାର ଏ ନେଇ ନିୟମ କଡ଼ାକଡ଼ି କରିବାକୁ ଯାଉଛନ୍ତି। ଯାହାଫଳରେ ଜୁନ୍‌ରୁ ଦେଶରେ ହଲମାର୍କ ନିୟମ ବାଧ୍ୟତାମୂଳକ କରାଯାଇଛି। ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍‌)ର ମହାନିର୍ଦ୍ଦେଶକ ପ୍ରମୋଦ କୁମାର ତିୱାରୀ…