ହାତ ଗୋଡ ବାନ୍ଧି ଲୁଟିଲେ ଦୁର୍ବୃତ୍ତ: ୨୫…
ରାୟଗଡ଼ା: ରାୟଗଡ଼ାରେ ବଡ଼ ଧରଣର ଲୁଟ୍ । ସାଇପ୍ରିୟା ନଗରର ଏମ.ଭେଙ୍କେଟ ରାବନାଙ୍କ ଘରୁ ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଲୁଟ ହୋଇଛି । ଘର ମାଲିକଙ୍କ ହାତ ଗୋଡ଼ ବାନ୍ଧି ଲୁଟିଲେ ଦୁର୍ବୃତ୍ତ ।ସୂଚନା ଅନୁଯାୟୀ, ପ୍ରାୟ ୧୦ରୁ ଅଧିକ ଡ଼କାୟତ ଘରର ଝରକା ଭାଙ୍ଗି ୨୫ ଭରି ସୁନା ଅଳଙ୍କାର, ୨ କେଜି…