ବିଫଳ ହେଲା ଇସ୍ରୋର ମିଶନ ଜିସାଟ୍-୧
ଥିରୁଅନନ୍ତପୁରମ୍: ବିଫଳ ହେଲା ଇସ୍ରୋର ମିଶନ । ଫେଲ ମାରିଲା ଜିସାଟ୍-୧ । ଯାହାଫଳରେ ଅଧାରେ ଅଟକିଲା ମିଶନ ଆଇ ଇନ୍ ସ୍କାଏ । କ୍ରାୟୋଜନିକ ଇଞ୍ଜିନରେ ତ୍ରୁଟି ଯୋଗୁଁ ମିଶନ ଫେଲ୍ ହୋଇଥିବା ଇସ୍ରୋ ଅଧ୍ୟକ୍ଷ କି ଶିବନ ସୂଚନା ଦେଇଛନ୍ତି ।ଆଜି ଭୋର ୫ଟା ୪୩ ମିନଟରେ ଆନ୍ଧ୍ରର ଶ୍ରୀହରିକୋଟାସ୍ଥିତ ସତୀଶ…